ଅଷ୍ଟମ ଶ୍ରେଣୀର ଛାତ୍ରୀ କଲେ ଆ-ତ୍ମ-ହ-ତ୍ୟା, ପୋ-ଷ୍ଟ-ମ-ର୍ଟ-ମ ରିପୋର୍ଟରେ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା,ଜାଣନ୍ତୁ ପୁରା ଖବର

ଅହମଦାବାଦରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୬ବର୍ଷିୟ ଛାତ୍ରୀ ଘରେ ଫା-ଶୀ ଲଗାଇ ଆ-ତ୍ମ-ହ-ତ୍ୟା କରିଛନ୍ତି | ଯେତେବେଳେ ପରିବାର ଲୋକମାନେ ଝିଅଟିର ଶ-ବ-କୁ ଦେଖିଲେ, ସେତେବେଳେ ସେମାନଙ୍କର ହୋସ ହିଁ ଉଡ଼ିଗଲା | ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶ-ବ-କୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା | ଝିଅଟି କ’ଣ ପାଇଁ ଆ-ତ୍ମ-ହ-ତ୍ୟା କଲା, ଏହାର କାରଣ ସ୍ପଷ୍ଟ ହୋଇପାରୁ ନଥିଲା, କିନ୍ତୁ ଯେତେବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିଲା, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ |

ସୁରଟର ତିରୁପତି ନଗରରେ ରହୁଥିବା ଏହି ପରିବାର ମୂଳତଃ ବିହାରର ବାସିନ୍ଦା ଅଟନ୍ତି | କୁହାଯାଉଛି ଯେ ଏହି ପୁରା ପରିବାର ରବିବାର ଦିନ ବିହାର ଯିବାପାଇଁ ପ୍ରସ୍ତୁତି କରୁଥିଲେ, କିନ୍ତୁ ଏହାପୂର୍ବରୁ ଏହି ପରିବାରର ୧୬ ବର୍ଷୀୟ ଝିଅଟି ଘରେ ଆ-ତ୍ମ-ହ-ତ୍ୟା କରିଥିଲା | ତାର ଶ-ବ ଉପରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା | ସୂଚନା ମିଳିବାପରେ ପୋ-ଲି-ସ ଘଟଣାସ୍ଥଳରେ ପହଞ୍ଚିଗଲା | ପୋଲିସ ପରିବାର ଲୋକଙ୍କୁ ପଚରାଉଚରା କରିବାପରେ ଝିଅଟିର ଶ-ବ-କୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା | ପରିବାର ଲୋକମାନେ ଏହା କହିପାରୁ ନଥିଲେ ଯେ ଝିଅ ଏହିପରି ପଦକ୍ଷେପ କଣ ପାଇଁ ନେଲା |

Google

ସେହିପରି ଯେତେବେଳେ ଝିଅଟିର ପୋଷ୍ଟମର୍ଟମ ରିପୋର୍ଟ ପୋ-ଲି-ସ ହାତକୁ ଆସିଲା, ସେତେବେଳେ ପୁରା କାହାଣୀ ହିଁ ବଦଳିଗଲା | ପୋ-ଲି-ସ କହିଲା ଯେ ପୋ-ଷ୍ଟ-ମ-ର୍ଟ-ମ ରିପୋର୍ଟରେ ୧୬ ବର୍ଷୀୟ ଝିଅଟି ଦୁଇମାସ ଗର୍ଭବତୀ ଥିବାର ସୂଚନା ମିଳିଛି | ପୋ-ଲି-ସ ଏହି ସୂଚନା ପରିବାର ଲୋକଙ୍କୁ ମଧ୍ୟ ଦେଇଥିଲା | ଏହି ଖବର ଶୁଣିବା ମାତ୍ରେ ପରିବାର ଲୋକଙ୍କ ପାଦତଳୁ ମାଟି ଖସିଗଲା | ସେହିପରି ଏହି ମାମଲାରେ ଜଡିତ ଥାନା ଯାଞ୍ଚ ଅଧିକାରୀ ଏମବି ତଡବି କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ପୋ-ଲି-ସ ଏହି ମାମଲାକୁ ଆ-ତ୍ମ-ହ-ତ୍ୟା ଭାବି କାର୍ଯ୍ୟ କରୁଥିଲା, କିନ୍ତୁ ବର୍ତ୍ତମାନ ଏହା ଯାଞ୍ଚ କରାଯାଉଛି ଯେ କେହି ଚାପ ପକାଇଥିବାରୁ କିମ୍ବା ଦୁ-ଷ୍କ-ର୍ମ ମାମଲା ହୋଇନାହିଁ ତ ? ଏହିସବୁ କାରଣକୁ ଧ୍ୟାନରେ ରଖି ଆଗକୁ ଯାଞ୍ଚ କରାଯାଉଛି |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *