୧୨ ବର୍ଷ ପରେ ଫେରିଲେ ଭାରତକୁ,ଗାଈ ଚରାଇବାକୁ ଯାଇ ଭୁଲରେ ପଶିଯାଇଥିଲେ ପାକିସ୍ତାନରେ,ଜାଣନ୍ତୁ ତାଙ୍କ ବିଷୟରେ ଓ କେମିତି ପାକିସ୍ତାନରେ ଥିଲା ତାଙ୍କ ବ-ନ୍ଦୀ ଜୀବନ ?

ଗୁଜୁରାଟର କଛ ଜିଲ୍ଲାର ଏକ ବ୍ୟକ୍ତି 2008 ରେ ଅଜାଣତରେ ଭାରତୀୟ ସୀମା ପାର କରି ପକିସ୍ତାନ ଭିତରକୁ ପଶିଯାଇଥିଲେ । ଶତ୍ରୁ ପକ୍ଷ ତାଙ୍କୁ ଜାସୁସ ଭାବି ତାଙ୍କୁ ଜେ-ଲରେ ଲମ୍ବା ସମୟ ପର୍ଯ୍ୟନ୍ତ ବନ୍ଦୀ କରି ରଖିଥିଲେ । ଏବେ ତାଙ୍କୁ ଜେ-ଲରୁ ମୁକ୍ତି ଦିଆଯାଇଛି ଓ ସେ ନିଜ ଦେଶ ଫେରିଛନ୍ତି।

ଗୁଜୁରାଟର ନାନା ଦିନାରା ଗ୍ରାମର 60 ବର୍ଷୀୟ ଇସମାଇଲ 2008 ରେ ନିଜ ଘରୁ ଗାଈ ଚରାଇବାକୁ ଯାଇ ଫେରିନଥିଲେ, ଭୁଲରେ ସେ ସୀମା ପାର କରି ପାକିସ୍ତାନ ଭିତରକୁ ପଶିଯାଇଥିଲେ । ତାଙ୍କୁ ସନ୍ଦିଗ୍ଧ ଭାବି ଗି-ର-ଫ କରାଯାଇଥିଲା ଓ ଜେଲରେ କ-ଏ-ଦୀ ବନାଯାଇଥିଲା ।

पाकिस्तान से लौटे इस्माइल

ପାଖାପାଖି ଏକ ଦଶକ ପର୍ଯ୍ୟନ୍ତ ନିଜ ଘରକୁ ନଫେରିବାରୁ 2017 ରେ ପାଖ ଗ୍ରାମର ଏକ ବ୍ୟକ୍ତି ରଫିଫ ପାକିସ୍ତାନରୁ ମୁକ୍ତ ହୋଇ ଘରକୁ ଆସିଲା ଓ ସେ କହିଲା ଇସମାଇଲ ଓ ମୁଁ ଉଭୟ କରାଚୀ ଜେ-ଲରେ ବନ୍ଦୀ ହୋଇଥିଲୁ । ଏହାପରେ ଇସମାଇଲ ପରିବାର ତାଙ୍କୁ ଭାରତ ଫେରାଇ ଆଣିବା ପାଇଁ ଜୋରଦାର ଚେଷ୍ଟା କଲେ ।

ସନ୍ଦିଗ୍ଧ ଆରୋପରେ ଇସମାଇଲଙ୍କୁ ପାକିସ୍ତାନ ଅଦାଲତ 2011 ମସିହାରେ ପାଞ୍ଚବର୍ଷର ବନ୍ଦୀ କରିଥିଲା । 2016 ରେ ଦଣ୍ଡ ସମାପ୍ତ ହୋଇଥିଲା କିନ୍ତୁ ସେ ପୁଣି ଚାରିବର୍ଷ ନିଜର ନାଗରିକତ୍ଵ ପ୍ରମାଣ ପାଇଁ ଲାଗିଥିଲା ।

ଏବେ 12 ବର୍ଷ ପରେ ତାଙ୍କୁ ଭାରତୀୟ ଅଦାଲତ ହାତକୁ ଦିଆଯାଇଥିଲା । ସେ ଘରକୁ ଫେରିବାପରେ କହିଥିଲେ, ଗାଈ ଚରାଇବା ସମୟରେ ସେ ଭୁଲରେ ପାକିସ୍ତାନ ଭିତରକୁ ପଶିଯାଇଥିଲା ଓ ତାଙ୍କୁ ଅନୁସନ୍ଧାନକାରୀ ଭାବି ଗି-ର-ଫ କରିଦିଆଗଲା ।

ସେ କହିଥିଲେ, ତାଙ୍କୁ ଆଇଏସଆଇ ଗି-ର-ଫ କରିବାପରେ 6 ମାସ ପର୍ଯ୍ୟନ୍ତ ନିଜ ପାଖରେ ରଖିଥିଲା । ଏହାପରେ ତାଙ୍କୁ ପାକିସ୍ତାନ ସେନାକୁ ହସ୍ତାନ୍ତର କରିଦିଆଗଲା, ପାକିସ୍ତାନ ତାଙ୍କୁ ନିଜ ପାଖରେ 3 ବର୍ଷ ରଖିବାପରେ ତାଙ୍କୁ 5 ବର୍ଷ ପର୍ଯ୍ୟନ୍ତ ଦ-ଣ୍ଡା-ଦେଶ ଦେଲା । 2016 ମସିହାରେ ତାଙ୍କର ଦ-ଣ୍ଡ ସମାପ୍ତ ହୋଇଥିଲା କିନ୍ତୁ ପୁଣିଥରେ ତାଙ୍କୁ କରାଚୀ ଜେ-ଲ ପଠାଗଲା।

Google

ଇସମାଇଲଙ୍କୁ ଏହି 12 ବର୍ଷ ମଧ୍ୟରେ ବହୁତ କିଛି ପାକିସ୍ତାନରେ ସହିବାକୁ ପଡିଥିଲା । ସେ ଲଗାତାର ପାକିସ୍ତାନ ଦ୍ୱାରା ମା-ର-ପି-ଟ ଖାଇଥିଲେ । ଏହାପରେ ସେ ଘରକୁ ଫେରିବାପରେ ଖୁସିର ମାହୋଲ ଫେରିଲା । ସେ କହିଥିଲେ, ତାଙ୍କୁ ଆଶା ଥିଲା କି, ସେ କେବେ ପାକିସ୍ତାନରୁ ଫେରିବେ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *