ଗଣିତଜ୍ଞ ନିଜର ଗାର୍ଲଫ୍ରେଣ୍ଡକୁ ଏମିତି କଲେ ପ୍ରପୋଜ ,ମେସେଜରେ ଲେଖିଲେ -‘12.999’, ଅର୍ଥ ପଚାରିବାରୁ ମିଳିଲା ଏପରି ଉତ୍ତର,ଜାଣନ୍ତୁ ସେ ସଂଖ୍ୟାର ମାନେ କଣ ?

ବିଜନେସମ୍ୟାନ ହର୍ଷ ଗୋଏଙ୍କା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି | ସେ ମଜାଳିଆ ଭିଡିଓ ଏବଂ ଜୋକ୍ସ ସେୟାର କରିଥାନ୍ତି | ତାଙ୍କର ଟ୍ୱିଟ ଗୁଡିକୁ ବହୁତ ପସନ୍ଦ କରାଯାଇଥାଏ | କିଛି ଦିନ ପୂର୍ବରୁ ହର୍ଷ ଗୋଏଙ୍କା ଏକ ପୋଷ୍ଟ ସେୟାର କରିଥିଲେ | ସେ ଫଟୋ ସେୟାର କରି ପଚାରିଥିଲେ ଯେ ଏହି ଚିତ୍ରରେ କେତୋଟି ବତକ ଅଛନ୍ତି | ବର୍ତ୍ତମାନ ସେ ଏକ ଜୋକ୍ସ ସେୟାର କରିଛନ୍ତି, ଯାହାକୁ ପଢିବାପରେ ଲୋକମାନେ ଖୁବ ହସୁଛନ୍ତି | ଏଠାରେ ସେ କହିଥିଲେ ଯେ ପୁଅଟି କିପରି ଗଣିତ ଲଗାଇ ଝିଅଟିକୁ ପ୍ରପୋଜ କଲା |

ହର୍ଷ ଗୋଏଙ୍କା ଜୋକ୍ସ ସେୟାର କରିଥିଲେ | ଲେଖିଥିଲେ ଯେ, ‘ଜଣେ ଗଣିତଜ୍ଞ ନିଜର ଗାର୍ଲଫ୍ରେଣ୍ଡକୁ ଏକ ନୋଟ ପଠାଇଲେ, ଯେଉଁଥିରେ ଲେଖାଯାଇଥିଲା ‘12.9999999’ ଏହା ଦେଖି ଗାର୍ଲଫ୍ରେଣ୍ଡ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଦେଖାହେବା ପରେ ସେ ପଚାରିଲେ, ‘ତୁମର ନୋଟର ​​ଅର୍ଥ କ’ଣ ଥିଲା ? ଯାହାଉପରେ ଗଣିତଜ୍ଞ ଉତ୍ତର ଦେଲେ, ‘ ତୁମର ହେବାକୁ ଲାଗିଲିଣି |’

Google

ସେ ଏହି ଟ୍ୱିଟ ଜାନୁଆରୀ ୨୬ ତାରିଖରେ କରିଥିଲେ, ଯାହାକୁ ବହୁତ ପସନ୍ଦ କରାଯାଉଛି | ଏହି ଟ୍ୱିଟରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ହଜାରରୁ ଅଧିକ ଲାଇକ ଏବଂ ୨୦୦ ରୁ ଅଧିକ ରି-ଟ୍ୱିଟ କରାଯାଇଛି | ଲୋକମାନେ ତାଙ୍କର ଜୋକକୁ ସବୁଠାରୁ ଫନି ବୋଲି ମାନିଥିଲେ | ଗାୟକ ତଥା ଅଭିନେତ୍ରୀ ସୋଫି ଚୌଧୁରୀ ମଧ୍ୟ ତାଙ୍କ ଟ୍ୱିଟକୁ ପ୍ରଶଂସା କରିଛନ୍ତି |

ସୋଫି ଲେଖିଛନ୍ତି, ‘ହର୍ଷ, ତୁମର ଟ୍ୱିଟ ବହୁତ ଭଲ ଲାଗିଥାଏ | ସବୁବେଳେ ପଢି ହସ ଲାଗିଥାଏ |’

କମେଣ୍ଟ ସେକ୍ସନରେ ଲୋକମାନେ ଏପରି ପ୍ରତିକ୍ରିୟା ଦେଇଛନ୍ତି …

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *