କଙ୍ଗନା ରଣାୱତଙ୍କ ଵଡ ଘୋଷଣା,ଏବେ ଭାରତ ପାଇଁ ହେବେ ଇନ୍ଦିରା ଗାନ୍ଧୀ,ଜାଣନ୍ତୁ ସମ୍ପୂର୍ଣ ଖବର

ସଦାବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍ ବଡ ଘୋଷଣା କରିଛନ୍ତି|ସେ ନିଜର ଆସନ୍ତା ଫିଲ୍ମରେ ବିଶିଷ୍ଟ ରାଜନୀତିଜ୍ଞ ଓ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୁମିକା ନିର୍ବାହ କରିବାକୁ କହିଛନ୍ତି|କୁହାଯାଉଛି ଯେ ଏହା ବାୟୋପିକ୍ କାଟାଗୋରିରେ ହେବ ନାହିଁ, ଏହି ଫିଲ୍ମ ସହ ବହୁ ଅଭିନେତା ଦେଖିବାକୁ ମିଳିବ|ଏହାର ସୂଚନା କଙ୍ଗନା ନିଜେ କହିଛନ୍ତି|

ପ୍ରକୃତରେ କଙ୍ଗନା ଆସନ୍ତା ଫିଲ୍ମରେ ବିଶିଷ୍ଟ ରାଜନୀତିଜ୍ଞ ଓ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରୋଲ ନିର୍ବାହ କରିବେ|ସେ କହିଛନ୍ତି ଆମେ ଏହି ପ୍ରଜେକ୍ଟରେ କାମ କରୁଛୁ ଓ ଏହି ଫିଲ୍ମର ସ୍କ୍ରିପ୍ଟ ଖୁବ ଶୀଘ୍ର ଆସୁଛି|ଏହା ଇନ୍ଦିରାଙ୍କ ବାୟୋପିକ ନାହିଁ,ଏକ ଭବ୍ୟ ପିରିୟଡ଼ ଫିଲ୍ମ ହେବ,ଯାହା ଆଜିର ପିଢିର ସାମାଜିକ ରାଜନୈତିକ ଅବସ୍ଥାକୁ ବୁଝିବାକୁ ସାହାଯ୍ୟ କରିବ|

Google

ଏହି ଫିଲ୍ମରେ ବହୁ ବଡ଼ବଡ଼ ଅଭିନେତା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆସୁଛନ୍ତି|କହିରଖେ ଯେ କଙ୍ଗନା ଜୟଲଳିତାଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ଥଲାଇବିର ସୁଟିଂ ସମାପ୍ତ କରିଛନ୍ତି|ଏହା ସହ ସେ ଏକ ଆକ୍ସନ ଫିଲ୍ମ ଧାକଡ ସହ ତେଜସର ସୁଟିଂ କରୁଛନ୍ତି|ତେଣୁ ସେ ବହୁ ବ୍ୟସ୍ତ ଅଛନ୍ତି|

କଙ୍ଗନା ନିଜ ରୋଲ ନିର୍ଵାହ କରି କହିଛନ୍ତି ଯେ ଏହି ଫିଲ୍ମରେ ବହୁତ ପ୍ରମୁଖ କଳାକାରମାନେ କାମ କରିବେ ଓ ଇନ୍ଦିରା ଗାନ୍ଧୀ ରୂପେ ଭାରତର ରାଜନୈତିକ ଓ ଅର୍ଥନୈତିକ ବ୍ୟବସ୍ଥାର ନିର୍ବାହ ପାଇଁ ମୁଁ ଉତ୍ସାହିତ|

ସୂଚନାଯୋଗ୍ୟ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ସହ କଙ୍ଗନା ଏହି ଫିଲ୍ମର ପ୍ରଡ୍ୟୁସନ କରିବେ|କହିରଖେ ଯେ ଏହି ଫିଲ୍ମର କାହାଣୀ ସହ ସ୍କ୍ରିପ୍ଟ ମହଶୂର ନିର୍ଦ୍ଦେଶକ ସାଇ କବୀର ଲେଖୁଛନ୍ତି|ସୂଚନାଯୋଗ୍ୟ ଯେ ସାଇ କବୀର କଙ୍ଗନାର ପୂର୍ବ ଫିଲ୍ମ ରିବାଲ୍ୱର ରାଣୀର ନିର୍ଦ୍ଦେଶନା କରିବା ସହ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ଫଳରେ , ଫିଲ୍ମ ଭଲ ଇନକମ୍ ହୋଇଥିଲା|

Google

 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *