ଏହି ଫୋଟୋରେ ଥିବା ବତକକୁ ଆପଣ ଗଣିପାରିବେ କି ? ବିଜିନେସମ୍ୟାନ ଦେଲେ ଚ୍ୟାଲେଞ୍ଜ

ବିଜନେସମ୍ୟାନ ହର୍ଷ ଗୋୟନିକା ସୋସିଆଲ ମିଡିଆରେ ଲୋକମାନଙ୍କୁ ଏକ ପ୍ରଶ୍ନ ପଚାରି ଚ୍ୟାଲେଞ୍ଜ କରିଛନ୍ତି । ତାଙ୍କ ପ୍ରଶ୍ନ ଲୋକମାନଙ୍କୁ ବହୁତ ମୁସ୍କିଲ ଓ କନଫ୍ୟୁଜ କରିଦେଉଛି। ହର୍ଷ ଗୋୟନିକା ଏକ ଫୋଟୋକୁ ସୋସିଆଲ ମିଡିଆରେ ଶେୟର କରିଥିଲେ ଓ କ୍ୟାପ୍ସନରେ ଲେଖିଥିଲେ, ବହୁତ ବଡ଼ ସହଜ ପ୍ରଶ୍ନ ଓ କୁହନ୍ତୁ ତ ଏହି ଫୋଟୋରେ ଥିବା ବତକଙ୍କ ସଂଖ୍ୟା କେତେ ? ଏହି ଫୋଟୋ ଶେୟର ହେବାପରେ ବହୁତ ଲୋକ ଏହାର ଜବାବ ଦେବାପାଇଁ ଚେଷ୍ଟା କରୁଛନ୍ତି । ଲୋକମାନେ ବର୍ତ୍ତମାନ ସୁଦ୍ଧା ଏହାର ଜବାବ ଦେବାପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ଆପଣ ମଧ୍ୟ ଫୋଟୋକୁ ଦେଖି ଏହାର ଜବାବ ଦେଇପାରିବେ ଆପଣଙ୍କୁ ମଧ୍ୟ ଚେଷ୍ଟା କରିବା ଆବଶ୍ୟକ । ଆପଣ ଏହି ଫୋଟୋକୁ ବହୁତ ଧ୍ୟାନର ସହକାରେ ଦେଖନ୍ତୁ । ପ୍ରଥମ ନଜରରେ ଆପଣଙ୍କୁ 9ଟି ବତକ ଦେଖାଦେବ, କିନ୍ତୁ ଯେମିତି ଭାବରେ ଆପଣ ଏହାଉପରେ ଧ୍ୟାନ ଦେବେ ବତକଙ୍କ ସଂଖ୍ୟା ବଢ଼ୁଥିବାର ଆପଣ ଦେଖିବେ । ଏଥିପାଇଁ ଧ୍ୟାନର ସହିତ ଏହାକୁ ଦେଖନ୍ତୁ ଓ ନିଜର ଉତ୍ତର କମେଣ୍ଟ ସେସନରେ ଦିଅନ୍ତୁ।

ଆପଣଙ୍କୁ ଉତ୍ତର ଜଣାଇଦେବାକୁ ଚାହୁଁଛୁ କି, ଏହି ଫୋଟୋରେ 9ଟି ନୁହେଁ ବରଂ 16ଟି ବତକ ଅଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *