ଝରାଫୁଲ ଘ-ଟ-ଣା : ଫାଷ୍ଟଫୁଡ ଦୋକାନରେ ଝରାଫୁଲ ଓ ରାକେଶ ବିରିୟାନି ଖାଇବାକୁ ଯାଇଥିଲେ,ସେଠାରେ ବାନ୍ତିକଲେ ଝରାଫୁଲ,ଆଉ ତା ପରେ ..ଜାଣନ୍ତୁ ପୁରା ଖବର

ଭୁବନେଶ୍ୱର ସ୍ଥିତ ରମାଦେବୀ କଲେଜ ଛାତ୍ରୀ ଝରାଫୁଲ ମୃ-ତ୍ୟୁ ଘ-ଟ-ଣା ର ଗୁ-ମର ଖୋଲିବାରେ ଲାଗିଛି। ଅଭି-ଯୁକ୍ତ ରାକେଶ ସ୍ୱାଇଁଙ୍କୁ ୫ଦିନିଆ ରିମା-ଣ୍ଡରେ ନେବା ପାଇଁ ଆବେ-ଦନ କରିଛି ଯାଜପୁର ପୋ-ଲି-ସ। ୨୬ତାରିଖରେ ଝରାଫୁଲଙ୍କ ମୃ-ତ ଶ-ରୀ-ର ଯାଜପୁର ଅଂଚଳର କୁଆଖିଆରୁ ଉ-ଦ୍ଧାର କରିଛି ପୋ-ଲି-ସ। ସି-ସି-ଟି-ଭି ଫୁ-ଟେ-ଜକୁ ଖୋଳତାଡ କରି ରାକେଶ ସ୍ୱାଇଁଙ୍କୁ ଗି-ର-ଫ କରିଛି ଏୟାରଫିଲଡ ଥା-ନା ପୋ-ଲି-ସ। ଏହା ପରେ ଯାଜପୁର ପୋ-ଲି-ସକୁ ହସ୍ତାନ୍ତର କରିଛି ଏୟାରଫିଲଡ ଥା-ନା ପୋ-ଲି-ସ।

CCTV

ଅଭି-ଯୁକ୍ତ ରାକେଶ ସ୍ୱାଇଁଙ୍କୁ କୋ-ର୍ଟ ଚା-ଲାଣ କରି ଜେ-ଲ ହାଜ-ତକୁ ପଠାଯାଇଛି। ଆଉ ଏବେ ଯାଜପୁର ପୋ-ଲି-ସ ୫ଦିନିଆ ରିମା-ଣ୍ଡରେ ନେବାପାଇଁ ଆବେ-ଦନ କରାଯାଇଛି। ସିସି-ଟିଭି ଭିଜୁ-ଆଲ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସିବା ପରେ ଆଗକୁ କଣ ତଥ୍ୟ ଆସୁଛି,ସେ ଉପରେ ସମସ୍ତଙ୍କର ନଜର ରହିଛି। ୨୬ତାରିଖ ଦିନ ଝରାଫୁଲ ଓ ରାକେଶ ଦୁହେଁ ମିଶି ଫାଷ୍ଟଫୁଡ ଦୋକାନକୁ ବିରିୟାନି ଖାଇବା ପାଇଁ ଯାଇଥିଲେ। ବିରିୟାନି ବାଢ଼ିବା ପରେ ରାକେଶ ଝରାଫୁଲଙ୍କୁ ଖୁଆଇଦେଇଥିଲେ। ବିରିୟାନି ଖାଇବାପରେ ଝରାଫୁଲ ଅସୁ-ସ୍ଥ ହୋଇପଡ଼ିଥିଲେ ଏବଂ ପେଟ କାଟୁଛି କହି କାନ୍ଦିପକାଇ ଥିଲେ। ଝରାଫୁଲ ଫାଷ୍ଟଫୁଡ ବାସିବା ନେଇ ବାନ୍ତି ମଧ୍ୟ କରିଥିଲେ।ଏହାପରେ ରାକେଶ ଝରାଫୁଲଙ୍କୁ ବୁଝାବୁଝି କରି ଏକ ସ୍କୁଟି ସାହାର୍ଯ୍ୟରେ ଦୁହେଁ ପଳାଇଥିଲେ।

CCTV

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *