ଫେବୃଆରୀ ୧୫ରୁ ସ୍ୱାଭାବିକ ଭାବରେ ଖୋଲିବ ରାଜ୍ୟର ସମସ୍ତ କୋ-ର୍ଟ

କରୋନା କଟକଣା ଲାଗିଥିବାରୁ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ହା-ଇକୋ-ର୍ଟ। ଫେବୃଆରୀ ୧୫ତାରିଖରୁ ରାଜ୍ୟର ସମସ୍ତ ଅ-ଦାଲ-ତ ସ୍ଵାଭାବିକ ଭାବରେ ଚାଲିବ। SOP ପାଳନ ସହିତ ଅନ୍ୟ ହା-ଇକୋ-ର୍ଟ ଓ ଟ୍ରି-ବ୍ୟୁନା-ଲରେ ବ୍ୟକ୍ତିଗତ ଭାବରେ ହା-ଜି-ରା ପକାଇବା ପାଇଁ ନିର୍ଦ୍ଦେଶ ଜା-ରି କରାଯାଇଛି।

Google

ବ୍ୟକ୍ତିଗତ ଭାବରେ ହା-ଜି-ରା ସହିତ ଜଣେ ଚାହିଁଲେ ଭର୍ଜୁ-ଆଲ୍ ପ୍ଲାଟଫର୍ମରେ ଅ-ଦା-ଲ-ତ ପାଖରେ ହା-ଜ-ର ହୋଇପାରିବ। ବ୍ୟକ୍ତିଗତ ଭାବରେ ହା-ଜି-ରା ପାଇଁ, ସଂପୃକ୍ତ ବ୍ୟକ୍ତି ହା-ଜ-ର ହେବାର ପୂର୍ବ ଦିନ ଓ-କି-ଲଙ୍କ ଜରିଆରେ ରେ-ଜିଷ୍ଟ-ରକୁ ଅବ-ଗତ କରିବାକୁ ପଡ଼ିବ। ଏହି ବିଷୟରେ ପୂର୍ବ ଦିନ ସନ୍ଧ୍ୟାରେ ରେଜି-ଷ୍ଟ୍ରିଙ୍କୁ କହିବା ପାଇଁ ସମସ୍ତ ଓ-କି-ଲକୁ ନିର୍ଦ୍ଦେଶ ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *