ମିଳିଲା ୨୩୦୦ ବର୍ଷର ଅଭିଶପ୍ତ ‘ଜୁସ’, ୩୬ ହଜାର ଲୋକ ପିଇବାକୁ କଲେ ଦାବି,ଜାଣନ୍ତୁ ସେ ଅଭିଶପ୍ତ ‘ଜୁସ’ ବିଷୟରେ

ପ୍ରାଚୀନ ପିରାମିଡର ଦେଶ କୁହାଯାଉଥିବା ମିଶରରେ ଦୁଇବର୍ଷ ପୂର୍ବେ ଏକ ରହସ୍ୟମୟ ଜୁସ ମିଳିଥିଲା । ଏହି ଜୁସ ଏକ ପୁରୁଣା କଳା ରଙ୍ଗର କଫିନ ଭିତରେ ରହିଥିଲା । ଏହି ଖବର ମିଶରରେ ବହୁତ ଜୋରରେ ଖେଳିଯାଇଥିଲା । ଏଥିସହ ୩୬ ହଜାର ଲୋକ ଏହାକୁ ପିଇବାକୁ ଦାବି କରିଛନ୍ତି । ଉତ୍ତର ମିଶରର ଆଲେକଜାଣ୍ଡ୍ରିଆ ଅଞ୍ଚଳରେ ପୁରାତନ-ତତ୍ୱବିତ କାମ କରୁଥିଲେ ଓ ସେ ୧୦ ଫୁଟର ଏକ ଗର୍ତ୍ତ ଦେଖିଲେ |

ଏହି ଗର୍ତ୍ତରୁ ଏକ ମମି ବାହାରିଥିଲା ଯାହାକି 30 ରୁ 305 ଇସାପୁର୍ବ ମଧ୍ୟରେ ଶାସନ କରୁଥିବା ପଟୋଲେମିକ କାଳ ଥିଲା । ପୁରାତନ-ତତ୍ୱବିତ ଯେତେବେଳେ ଏହି ମମି କୁ ଖୋଲିଥିଲେ ସେତେବେଳେ ଏଥିରୁ ତିନୋଟି ମଣିଷ କଙ୍କାଳ ମିଳିଥିଲା। କୁହାଯାଉଛି ଏହି ତିନି ଶରୀର ସୈନିକ ମାନଙ୍କର ଅଟେ, ଯାହାକୁ ଲାଲ ପାଣି ମଧ୍ୟରେ ରଖାଯାଇଥିଲା । ଯେତେବେଳେ ଏହା ଭିତରୁ ପାଣି ସଦୃଶ କିଛି ବାହାରିଥିଲା ଓ ସେ ସମୟରେ ଚାରିଆଡେ ବବାଲ ଖେଳିଗଲା। ଲୋକମାନେ ଏହାକୁ ପିଇବାକୁ ଦାବି କରିଥିଲେ ।

Google

 

ଜଣେ ୟୁଜର ଏକ ନିବେଦନ ପତ୍ର ଜାରି କରିଦେଲେ ଯାହାଦ୍ୱାରା ଏଥିରେ 36 ହଜାର ଲୋକମାନେ ମଧ୍ୟ ସାଇନ କରିଦେଲେ । ଏହି ଲୋକମାନଙ୍କର ଦାବି ହେଉଛି ରହସ୍ୟମୟୀ ‘ଜୁସ’ କୁ ତାଙ୍କୁ ପିଇବାକୁ ଦିଆଯାଉ । ଲୋକମାନଙ୍କର ମାନିବା ହେଉଛି ଏହି ଜୁସରେ ଦୈବୀ ଶକ୍ତି ଥାଇପାରେ ଓ ଏହାକୁ ପିଇବା ଉଚିତ ଯାହାଦ୍ୱାରା ଆମକୁ ଶକ୍ତି ମିଳିପାରିବ ।

ଅନ୍ୟ କିଛି ଲୋକମାନଙ୍କ କହିବା ଉଚିତ କି, ଏହାକୁ ଖୋଲିବା ଉଚିତ ନୁହେଁ କାରଣ ଏହା କରିବା ଦ୍ୱାରା ବିଶ୍ୱରେ ପୁଣିଥରେ କରାଳ ପ୍ଲେଗ ମହାମାରୀ ବ୍ୟାପିପାରେ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *