ଝରାଫୁଲ ହ-ତ୍ୟା ମାମଲା: କାହିଁକି ଭୁବନେଶ୍ୱରରୁ ନେଇ କୁଆଖିଆରେ ଝରାଫୁଲକୁ ଫିଙ୍ଗିଲେ ପ୍ରେମିକ ରାକେଶ ?

ରମାଦେବୀ ବିଶ୍ଵବିଦ୍ୟାଳୟର ଯୁକ୍ତ୩ ଛାତ୍ରୀ ଝରାଫୁଲ ନାୟକଙ୍କୁ ଭୁବନେଶ୍ୱରରେ ହ-ତ୍ୟା କରି ଯାଜପୁରରେ ଫିଙ୍ଗି ଦେଇଥିଲେ ଅଭି-ଯୁକ୍ତ ରାକେଶ। ମୁଖ୍ୟ ଅଭି-ଯୁକ୍ତ ରାକେଶ ସ୍ୱାଇଁଙ୍କୁ ଗି-ରଫ କରିଛି ଭୁବନେଶ୍ୱର ପୋ-ଲିସ। ଅଭି-ଯୁକ୍ତ ଗି-ରଫ ହେବା ପରେ ଝରାଫୁଲଙ୍କ ମ-ର୍ଡର ମି-ଷ୍ଟ୍ରି ଉପରୁ ଧୀରେ ଧୀରେ ପରଦା ହଟିବାରେ ଲାଗୁଛି। ଭୁବନେଶ୍ବରରେ ହ-ତ୍ୟା କରିବା ପରେ ପ୍ର-ମାଣ ଓ ମୃ-ତଦେ-ହ ଫୋପାଡ଼ିବା ପାଇଁ କରିଥିଲେ ଷ-ଡ଼ଯ-ନ୍ତ୍ର। ମୃ-ତଦେ-ହକୁ ୨ଜଣ ସ୍କୁଟିରେ ନେଇ ଯାଉଥିବାର ଦୃ-ଶ୍ୟ ସି-ସିଟି-ଭିରେ କ-ଏଦ ହୋଇଯାଇଥିଲା, ଏହି ସି-ସିଟି-ଭି ଫୁ-ଟେଜ ଆଧାରରେ ଯାଜପୁର ପୋ-ଲି-ସ ତ-ଦନ୍ତ ଆରମ୍ଭ କରିଛି। ଭୁବନେଶ୍ୱର ସୁନ୍ଦର୍ପଡ଼ି ଅଞ୍ଚଳରେ ରେ-ଡ କରିଥିଲା ପୋ-ଲି-ସ।

ସନ୍ଧ୍ୟାରେ ମୁଖ୍ୟ ଅ-ଭିଯୁ-କ୍ତଙ୍କୁ କମିଶନରେଟ ପୋ-ଲି-ସ ଗି-ରଫ କରିବା ପରେ, ଅଭି-ଯୁକ୍ତକୁ ଏୟାରଫିଲ୍ଡ ଥା-ନାକୁ ନିଆଯାଇଥିଲା। ଆଉ ପରେ କୁଆଖିଆ ପୋ-ଲିସ-କୁ ହସ୍ତାନ୍ତର କରିଛି, କ-ମିଶ-ନରେଟ ପୋ-ଲିସ। ତ-ଦନ୍ତ-ରୁ ଜଣାପଡିଛି ଯେ, ରାକେଶ ହେଉଛନ୍ତି ଝରାଫୁଲଙ୍କ ପୁରୁଷ ବନ୍ଧୁ। ସି-ସିଟି-ଭି ଫୁ-ଟେଜ ଅନୁସାରେ, ସ୍କୁଟିର ପଛପଟେ ବସିଥିଲେ ମୁଖ୍ୟ ଅ-ଭିଯୁ-କ୍ତ ରାକେଶ।ପୋ-ଲିସ-କୁ ଭୁଆଁ ବୁଲାଇବା ପାଇଁ କରିଥିଲେ ଷ-ଡ଼ଯ-ନ୍ତ୍ର। ଝରାଫୁଲଙ୍କ ମୃ-ତଦେ-ହକୁ ସ୍କୁଟିରେ ବସାଇ ଫିଙ୍ଗିଦେବା ପାଇଁ କରିଥିଲେ ଷ-ଡ଼ଯ-ନ୍ତ୍ର। ପୋ-ଲିସ ସୂତ୍ରରୁ ପ୍ରକାଶ ପାଇଛି ଯେ, ସ୍କୁଟି ଚଳାଉଥିବା ବ୍ୟକ୍ତି ଜଣକ ରକେଶଙ୍କ ସାଙ୍ଗ ଶେଖର। ଆଉ ଏବେ ସେ ଫେ-ରା-ର ଅଛନ୍ତି। ଶେଖରକୁ ଗି-ର-ଫ କରିବା ପାଇଁ ତ-ଦନ୍ତ କରୁଛି ଭୁବନେଶ୍ୱର କମି-ଶନ-ରେଟ ପୋ-ଲି-ସ। ଏହି ମା-ମ-ଲାରେ ତ-ଦନ୍ତ କରୁଛନ୍ତି, ଜଣେ ଡିଏସପି।

୨୬ତାରିଖ ଦିନ ପ୍ରାୟ ୧୧ଟା ସମୟରେ ଝରାଫୁଲ ଭୁବନେଶ୍ୱରରୁ ବସ ଯୋଗେ ମୟୂରଭଞ୍ଜ ଅଞ୍ଚଳର ଯଶିପୁର ସ୍ଥିତ ତାଙ୍କ ଗାଁକୁ ଯିବାପାଇଁ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ, ବାଣୀବିହାର ଠାରେ ବସରୁ ଓହ୍ଲାଇ ପଡ଼ିଥିଲେ। ଆଉ ୨୭ ତାରିଖ ଦିନ ତାଙ୍କ ମୃ-ତ ଦେହ ଯାଜପୁର ଅଞ୍ଚଳରୁ ମିଳିଥିଲା। ଏହି ଘ-ଟ-ଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅ-ଭିଯୁ-କ୍ତ ଗି-ର-ଫ ହେବା ପରେ ହ-ତ୍ୟାକା-ଣ୍ଡ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି।

ଝରାଫୁଲ ହ-ତ୍ୟା ମା-ମଲା-ରେ ରାକେଶ ସ୍ୱାଇଁଙ୍କୁ ଗି-ରଫ କରିଛି ପୋ-ଲିସ। ସୂଚନା ଅନୁସାରେ, ରାକେଶ ଜଣେ ପାଇପ ମିସ୍ତ୍ରୀ ହୋଇଥିବାବେଳେ ମୟୂରଭଞ୍ଜ ଅଞ୍ଚଳର ଯଶିପୁର ଗାଁରେ ଭୂତଳ ପାଇପ ବିଛା କାମରେ ନିୟୋଜିତ ଥିଲେ। ଆଉ ସେବେଠାରୁ ଦୁଇଜଣଙ୍କ ମଧ୍ୟରେ ପ୍ରେ-ମ ହୋଇଯାଇଥିଲା। ଆଉ ଝରାଫୁଲ ଭୁବନେଶ୍ୱର ଆସିବାପରେ ରାକେଶ ତାଙ୍କ ସହ ମିଳାମିଶା ମଧ୍ୟ କରୁଥିଲେ। ୨୬ ତାରିଖ ଦିନ ସକାଳେ ଯଶିପୁର ଅ-ଭିମୁ-ଖେ ଯାତ୍ରା କରିବା ପାଇଁ ଝାଡେଶ୍ଵର ବସରେ ଚଢ଼ିଥିଲେ ଓ ପରେ ବାଣୀବିହାର ଛକରେ ଓହ୍ଲାଇ ପଡିଥିଲେ। ଚାଲିଚାଲି ରୂପାଲି ଛକ ପାଖକୁ ଯିବା ପରେ ସେଠାରେ ଅପେକ୍ଷା କରିଥିବା ରାକେଶ ତାଙ୍କୁ ସ୍କୁଟରରେ ବସାଇ ରାଜଧାନୀର ଏକ ହୋଟେଲକୁ ନେଇଯାଇଥିଲେ। ଦୁହେଁ ଏକାଠି ରାତି ବିତାଇ ଥିଲେ। ଆଉ ସକାଳେ ଝରାଫୁଲ ଅ-ଚେ-ତ ହୋଇପଡ଼ିବାରୁ ସାଙ୍ଗ ଶେଖରକୁ ଡାକିଥିଲେ। ଆଉ ଦୁହେଁ ମିଶି ଝରାଫୁଲଙ୍କୁ ସ୍କୁଟର ମଝିରେ ବସାଇ ଜାତୀୟ ରାଜପଥରେ କିଛିବାଟ ଗଲାପରେ ଝରାଫୁଲଙ୍କର ମୃ-ତ୍ୟୁ ହୋଇଯାଇଥିଲା, ପରେ ମୃ-ତ୍ୟୁ ହୋଇଥିବା ଜାଣିପାରି ଭୟରେ ମୃ-ତଦେ-ହକୁ କୁଆଖିଆ ନିକଟରେ ଫିଙ୍ଗି ଦେଇ ପଳାଇ ଯାଇଥିଲେ।

ଝରାଫୁଲ ହ-ତ୍ୟା ପଛରେ ପ୍ରେ-ମ !

ଝରାଫୁଲଙ୍କୁ ହ-ତ୍ୟା କରିଛି ପ୍ରେମିକ ରାକେଶ ?

ରାତି ବିତାଇବା ପରେ ହୋଟେଲରେ ଅ-ଚେତ ହେଲେ କେମିତି ?

ସ୍କୁଟରରେ ଝରାଫୁଲଙ୍କୁ ନେବା ସମୟରେ କେମିତି ହେଲା ମୃ-ତ୍ୟୁ ?

ରାକେଶ ଓ ବନ୍ଧୁ ଶେଖର ମିଶି ହ-ତ୍ୟା କରିଛନ୍ତି କି ?

ଭୁବନେଶ୍ବରରୁ ନେଇ କୁଆଖିଆରେ କାହିଁକି ଫିଙ୍ଗିଲେ ମୃ-ତଦେ-ହ ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *