ନିଜ ପିଲାଙ୍କୁ କୁକୁର ମାଂସ ଖାଇବାକୁ ଦେଉଥିଲେ ମହିଳା,ସମସ୍ତେ ଜାଣିଲା ପରେ ହେଲେ ଆଶ୍ଚର୍ଯ୍ୟ

ପୂର୍ବ ୟୁରୋପର ୟୁକ୍ରେନରେ ଚକିତକଲା ଭଳି ଏକ ଘଟ-ଣା ସାମନାକୁ ଆସିଛି। ୟୁକ୍ରେନର ସୀମା ଋଷ ସୀମାକୁ ଛୁଇଁଥାଏ। କିନ୍ତୁ,ଏଥର ଋଷ ସହିତ ନୁହଁ ଅନ୍ୟ କାରଣ ପାଇଁ ଚର୍ଚ୍ଚାରେ ରହିଛି। ୟୁକ୍ରେନ ଦେଶର ଖାର୍କିଭ ଅଞ୍ଚଳରେ ୩୦ ବର୍ଷୀୟ ମହିଳା ଲିଲିଆଙ୍କୁ ଗି-ର-ଫ କରାଯାଇଛି। ଏହି ମହିଳା ଜଣଙ୍କ ନାମରେ ପିଲାମାନଙ୍କୁ ଅତି ଶୋଚନୀୟ ଅବସ୍ଥାରେ ରଖିଥିବା କଥା ଅଭି-ଯୋଗ ଆସିଛି। ପଡୋଶୀମାନେ ଏହି ଘଟ-ଣାକୁ ସାମନାକୁ ଆଣିଛନ୍ତି। ମହିଳାଙ୍କର ମାନସିକ ସ୍ଥିତି ଠିକ ନଥିବା କଥା ସନ୍ଦେ-ହ କରାଯାଉଛି।

Google

ଏହି ମହିଳା ଜଣଙ୍କ ଖାର୍କିଭ ଅଞ୍ଚଳରେ ନିଜ ଦୁଇ ପିଲାଙ୍କ ସହିତ ରହୁଥିଲେ। ପିଲାମାନଙ୍କର ଭୋକକୁ ମେଣ୍ଟାଇବା ପାଇଁ ନିଜ ଅଞ୍ଚଳରେ ବୁଲୁଥିବା କୁକୁର ମାନଙ୍କୁ ମା-ରି ସେମାନଙ୍କ ମାଂସ ଖାଇବାକୁ ଦେଉଥିଲେ। ଆଉ ତାଙ୍କ ଘର ଏପରି ଅବସ୍ଥାରେ ଥିଲା, ଯେମିତି ଜଣେ ବ୍ୟକ୍ତି ଯଦି ସେଇ ଘରେ ଗୋଟେ ଦିନ ରୁହନ୍ତି, ତା’ହେଲେ ଶ୍ୱା-ସରୁ-ଦ୍ଧ ହୋଇ ମୃ-ତ୍ୟୁ ବ-ରଣ ହୋଇଯାଇପାରେ। କାରଣ, ବହୁ ବର୍ଷ ଧରି ସେଇ ଘର ସଫା କରାଯାଇନଥିଲା, ସେଥିପାଇଁ ଘରର ସବୁଆଡେ ଅଳିଆ ଆବର୍ଜନା ହୋଇ ରହିଥିଲା। ଘର ଭିତରର ଚାରିପାଖରେ ମୂଷା ମଧ୍ୟ ବୁଲୁଥିଲେ। ଘରୁ ଆସୁଥିବା ଦୁର୍ଗନ୍ଧ ପଡୋଶୀ ମାନଙ୍କର ନିକଟରେ ପହଞ୍ଚିବା ପରେ ପୋ-ଲି-ସ-କୁ ଖବର ଦେଇଥିଲେ। ଆଉ ପୋ-ଲି-ସ ଆସିବା ପରେ ଘରର ଅବସ୍ଥା ଦେଖି ପୋ-ଲି-ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Google

ମହିଳାଙ୍କର ବଗିଚାର ଅବସ୍ଥା ମଧ୍ୟ ବହୁତ ଶୋଚନୀୟ ଥିଲା। ପ୍ରଥମେ, କିଛି ସଂଗଠନର ସାହାର୍ଯ୍ୟରେ ପୋ-ଲି-ସ ପିଲାମାନଙ୍କୁ ସ୍ୱଚ୍ଛତା ସହିତ ଖାଦ୍ୟ ଓ ପାଣିର ସୁବିଧା କରିଥିଲା। ପିଲାମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା ପାଇଁ ମେଡ଼ିକାଲକୁ ପଠାଇଥିଲେ। ବିଲ ଦେଇନଥିବା ପାଇଁ ତାଙ୍କ ଘରୁ ଜଳ ଓ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା। ଏହି ମହିଳା ଜଣକ ନିଜର ପିଲାମାନଙ୍କୁ ବାହାରକୁ ମଧ୍ୟ ଛାଡୁ ନଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *