ଆପଣଙ୍କ ଗାଡିର ନମ୍ବର ପ୍ଲେଟର ଶେଷ ନମ୍ବର ‘୧’ ରହିଛି କି ? ତୁରନ୍ତ ଲଗାନ୍ତୁ ଏହି ନମ୍ବର ପ୍ଲେଟ, ନହେଲେ କଟିବ ଚାଲାଣ,ଜାଣନ୍ତୁ ପୁରା ସୂଚନା

ଆପଣଙ୍କ କାରର ନମ୍ବର ପ୍ଲେଟ ଥରେ ଚେକ କରନ୍ତୁ। ଯଦି ଆପଣଙ୍କ କାରର ନମ୍ବର ପ୍ଲେଟର ଶେଷରେ “୦୧” ଅଛି। ତା’ହେଲେ, ଆପଣ ଏକ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। କାରଣ, ଉତ୍ତରପ୍ରଦେଶରେ ଯୋଗୀ ସରକାର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ନିର୍ଣ୍ଣୟ କରିଛନ୍ତି।

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଉପରେ ଦିଲ୍ଲୀରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୟୁପି ବାସିନ୍ଦା ମାନଙ୍କୁ କିଛି ମାତ୍ରାରେ ଆରାମ ମିଳିଥିବା ସମୟରେ, ଯୋଗୀ ସରକାର ଏବେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯୋଗୀ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଯଦି ଆପଣଙ୍କର ଗାଡ଼ିରେ ଶେଷ ଅଙ୍କ “୦” କିମ୍ବା “୧” ରହିଥିବ, ତା’ହେଲେ ଆପଣଙ୍କୁ ୧୫ ଜୁଲାଇ ୨୦୨୧ ପୂର୍ବରୁ ଆପଣଙ୍କ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ପଡିବ। ଆଉ ଯଦି ନମ୍ବର ପ୍ଲେଟରେ ଶେଷ ସଂଖ୍ୟା “୮” ଓ “୯” ହୋଇଥାଏ, ତା’ହେଲେ ମାଲିକ ମାନଙ୍କୁ ଜୁଲାଇ ୧୫ ତାରିଖ ୨୦୨୨ ସୁଦ୍ଧା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ସମୟ ଦିଆଯାଇଛି।

Google

ଯଦି ଆପଣ ଏପରି କରି ନାହାନ୍ତି, ତା’ହେଲେ ପରିବହନ ବିଭାଗ ଆପଣଙ୍କର ଚାଲାଣ କଟାଯାଇପାରେ। ଏହା ସହିତ, ପରିବହନ ଗାଡ଼ି ଗୁଡ଼ିକ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ଫିଟନେସ ମଧ୍ୟ କରିପାରିବେ ନାହିଁ। ଅନ୍ୟ ଗାଡ଼ି ପାଇଁ ଟାଇମ ଟେବୁଲ ମଧ୍ୟ ପ୍ରକାଶ କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *