କ୍ୟାନ୍ସରରେ ପୀଡିତ ଥିବା ଝିଅକୁ ଖୁସି କରିବା ପାଇଁ ମାଆ କଲେ ଏମିତି କାମ, ଦେଖିଲେ ଆପଣ ବି ହୋଇଯିବେ ଖୁସି,ଜାଣନ୍ତୁ ପୁରା ଖବର

ସମସ୍ତଙ୍କ ଜୀବନରେ ମାଆ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାନ୍ତି, ପ୍ରତ୍ୟେକ ବ୍ୟକ୍ତି ପାଇଁ ମାଆ ସମ୍ପର୍କ ଅମୂଲ୍ୟ ହୋଇଥାଏ । ମାଆ ନିଜ ପିଲାର ପ୍ରତିଟି ସୋପାନରେ ସାଥ ଦେଇଥାଏ । ମାଆ ଏମିତି ଜିନିଷ ହୋଇଥାଏ ଯିଏକି ପ୍ରତିଟି ସମୟରେ ପିଲାର ସାଥ ଦେଇଥାଏ । ସୋସିଆଲ ମିଡିଆରେ ଏହିସମୟରେ ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି, ଏଥିରୁ ଆପଣ କହିବେ କି, ମାଆ ସହିତ କାହାର ତୁଳନା ନାହିଁ ।

ଏହି ଭିଡ଼ିଓରେ ଜଣେ ମାଆ ନିଜର ପିଲାକୁ ସାହସ ଦେବାପାଇଁ କିଛି କରିଛନ୍ତି । ଯାହାକୁ ଦେଖି ଆପଣ ହ-ଇ-ରା-ଣ ହୋଇଯିବେ ଓ ଆପଣଙ୍କ ଆଖିରୁ ଲୁହ ଝରିପଡ଼ିବ । ଏହି ଭିଡ଼ିଓ ବହୁତ ଭାବୁକପୁର୍ଣ୍ଣ ଅଟେ । ଏଥିରେ ପିଲାଟିକୁ କ୍ୟା-ନ୍ସ-ର ହୋଇଯାଇଛି ଓ ମାଆ ତାଙ୍କ ପାଇଁ ଯାହା କରିଛନ୍ତି ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ । ରେକ୍ସ ଚ୍ୟାପମ୍ୟାନ ଏକ ଭିଡ଼ିଓ ଟ୍ୱିଟରରେ ଶେୟର କରିଛନ୍ତି । ଏଥିରେ ସେ ଲେଖିଥିଲେ, ମାଆ ଝିଅକୁ ସାହସ ଓ ସରପ୍ରାଇଜ ଦେଉଛି, ବର୍ତ୍ତମାନ ତାଙ୍କ ଝିଅ କ୍ୟାନ୍ସର ସହିତ ଲଢ଼ୁଛି ।

ଏହି ଭିଡ଼ିଓରେ ଆପଣ ଦେଖିପାରିବେ କି, ମାଆ ପ୍ରଥମେ ନିଜ ଝିଅର ବାଳ କାଟୁଛି । ଏହିସମୟରେ ସେ ଅଚାନକ ନିଜ ବାଳ ମଧ୍ୟ କାଟି ଦେଉଛି । ଝିଅ ପ୍ରଥମତଃ ହ-ଇ-ରା-ଣ ହୋଇଯାଉଛି ଓ ମାଆ ତାଙ୍କୁ ଚୁପ ରହିବାକୁ କହିଛନ୍ତି । ମାଆ ଏହିପରି କରିବା ଦେଖି ଝିଅ କାନ୍ଦୁଛି । ଏହି ଭିଡ଼ିଓକୁ ଏବେପର୍ଯ୍ୟନ୍ତ 20 ଲକ୍ଷରୁ ଉର୍ଦ୍ଧ୍ବ ବାର ଦେଖାଯାଇସାରିଛି । ବହୁତ ଲୋକ ଏଥିରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଭିଡ଼ିଓକୁ ଦେଖିବାପରେ କେତେକ ଲୋକ ମାଆ ଓ ଝିଅକୁ ପ୍ରେମଭରା ମେସେଜ ପଠାଇଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *