ହ-ତ୍ୟା-କା-ରୀ ସାଜିଲେ ଡାକ୍ତର : ବେଡ ଖାଲି କରିବା ପାଇଁ ୨ କରୋନା ରୋଗୀଙ୍କୁ ମା-ରି-ଦେ-ଲା ଡାକ୍ତର,ଜାଣନ୍ତୁ ପୁରା ଖବର

ଇଟାଲୀରେ ୨ଜଣ ରୋଗୀଙ୍କୁ ହ-ତ୍ୟା କରିବା ଅଭି-ଯୋଗ-ରେ ଜଣେ ଡାକ୍ତରଙ୍କୁ ଗି-ର-ଫ କରିଛି ପୋ-ଲି-ସ। କାର୍ଲୋ ମୋସକା ନାମକ ୪୭ ବର୍ଷୀୟ ଜଣେ ଡାକ୍ତର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଲୋମ୍ବାରଡି ସହରରେ ଅବସ୍ଥିତ ଏକ ସ୍ବତନ୍ତ୍ର ୱାର୍ଡରେ ସେ ଦାୟିତ୍ୱରେ ଥିଲେ। ସେହି ସ୍ଵତନ୍ତ୍ର ୱାର୍ଡରେ ଦୁଇ ଜଣ ବୟସ୍କ କରୋନା ରୋଗୀଙ୍କୁ ଅଧିକ ମାତ୍ରାରେ ନିଶ୍ଚେତକର ଡୋଜ ଦେଇ ମା-ରି ଦେଇଥିଲେ। ଦୁଇ ମୃ-ତ ରୋଗୀଙ୍କ ମଧ୍ୟରୁ ଜଣେ ୬୧ବର୍ଷ ବୟସ୍କ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୮୦ବର୍ଷ ହୋଇଥିଲା। ରୋଗୀଙ୍କୁ ଏପରି ମା-ରି-ବା ପୂର୍ବରୁ, ସେ ସ୍ଵତନ୍ତ୍ର ୱାର୍ଡ ଭିତରୁ ସମସ୍ତ କର୍ମଚାରୀମାନଙ୍କୁ କିଛି ବାହାନା କରି ବାହାରକୁ ପଠାଇ ଦେଉଥିଲେ। ରୋଗୀଙ୍କୁ ମା-ରିବା-ପରେ ନିଜ ଦେହରେ ଯେମିତି କିଛି ଦାଗ ନଲାଗିବ, ସେଥିପାଇଁ ସେ ସେମାନଙ୍କର ମେଡିକାଲ ରି-ପୋ-ର୍ଟକୁ ବଦଳାଇ ଦେଉଥିଲେ। ସେହି ୱାର୍ଡର ଦୁଇଜଣ ନର୍ସଙ୍କ ଭିତରେ ହୋଇଥିବା କଥାବାର୍ତ୍ତା ରେ-କ-ର୍ଡିଂରୁ ଏହି ଘ-ଟ-ଣା ସାମନାକୁ ଆସିଥିଲା। ଏହି ଦୁଇ ନର୍ସ ହ୍ୱାଟ୍ସଆପରେ ଚାର୍ଟ କରିଥିଲେ।

Google

ଗତବର୍ଷ ଏପ୍ରିଲ ମାସରେ, କେହି ଜଣେ ଅ-ଜ୍ଞା-ତ ବ୍ୟକ୍ତି ପ୍ରଥମେ ପୋ-ଲି-ସକୁ ଏହି ବିଷୟରେ ସୂଚନା ଦେବା ସହିତ ହ୍ୱାଟ୍ସଆପ ଚାର୍ଟର ରେ-କ-ର୍ଡ ପଠାଇଥିଲେ। ଏହାପରେ ପୋ-ଲି-ସ ଘ-ଟ-ଣା-ର ତ-ଦ-ନ୍ତ ଆରମ୍ଭ କରିଦେଇଛି। କିନ୍ତୁ,ଏବେ ଆଉ ୩ ଜଣ ରୋଗୀଙ୍କ ମୃ-ତ୍ୟୁ ପଛରେ ଏହି ଡାକ୍ତରଙ୍କ ହାତ ରହିଥିବା ସ-ନ୍ଦେ-ହ କରାଯାଉଛି। ଡ଼ାକ୍ତରଙ୍କୁ ଏବେ ପୋ-ଲି-ସ ଗି-ର-ଫ କରି ପଚରାଉଚରା କରୁଛି। କିନ୍ତୁ, ଡାକ୍ତର କହୁଛନ୍ତି ଯେ, ତାଙ୍କ ଉପରେ ଲଗାଯାଇଥିବା ଅଭି-ଯୋ-ଗ ମି-ଥ୍ୟା ବୋଲି ସୂଚନା ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *