ଦେଖନ୍ତୁ ଭିଡିଓ : ଆ-ହ-ତ ଛୁଆକୁ ବଞ୍ଚା-ଇବାକୁ ଚିତା ବାଘ ସହ ଲ-ଢେ-ଇ କଲା ୱଇଲ୍ଡବିଷ୍ଟ , ଦେଖନ୍ତୁ କେମିତି ବାଘ ଭ-ୟ-ଭୀ-ତ ହେଲା

ଜଙ୍ଗଲ ଦୁନିଆରେ ବହୁତ ଜୀବଜନ୍ତୁଙ୍କ କ୍ରୂରତା ଦେଖିବାକୁ ମିଳିଥାଏ, କିନ୍ତୁ ବହୁବାର ହୃଦୟସ୍ପର୍ଶୀ ଭିଡିଓ ସାମନାକୁ ଆସିଥାଏ|ଏହି ଭିଡିଓକୁ ଦେଖିକି ଏମିତି ଲାଗେ ଯେ ପଶୁମାନଙ୍କର ମଧ୍ୟ ମଣିଷଭଳି ଭାବନା ରହିଥାଏ|ହୃଦୟସ୍ପର୍ଶୀ ଏମିତି ଏକ ଭିଡିଓ ଦକ୍ଷିଣ ଆଫ୍ରିକାର କ୍ରୁଗର ନେସନାଲ ପାର୍କରେ ଦେଖାଯାଇଛି|ଯେତେବେଳେ ଆ-ହ-ତ ଛୁଆକୁ ବଞ୍ଚା-ଇବାକୁ ଏକ ୱଇଲ୍ଡବିଷ୍ଟ ଚିତାକୁ ଦୈଡେଇ-ଥିଲା|

ଆପଣ ଜାଣି ତାଜୁବ ହେବେ ଯେ ଏହି ୱଇଲ୍ଡବିଷ୍ଟ , ସିଂହ,ଚିତ୍ତା ଭଳି ପଶୁମାନଙ୍କୁ ସହଜରେ ଶି-କା-ର କରିଥାଏ, କିନ୍ତୁ ୱଇଲ୍ଡବିଷ୍ଟ ଚିତାକୁ ଡରି ଡରି ନିଜର ଆ-ହ-ତ ଛୁଆକୁ ବଞ୍ଚାଇ-ବାକୁ ଚେଷ୍ଟା କରିଥିଲାଓ ଦୈଡେଇକି ଭଗେଇଥିଲା|ସୋସିଆଲ ସାଇଟରେ ଏହି ଭିଡିଓ ଭାଇରାଲ ହେଉଛି|ଏହି ଭିଡିଓକୁ ୨୪ ବର୍ଷୀୟ ନାଡବ ଓସେନଡ୍ରିଓର ଉଠେଇଥିଲେ|ନାଡବ ୟୁଟ୍ୟୁବ ଚ୍ୟାନେଲ କ୍ରୁଗର ସାଇଟିଙ୍ଗକୁ କହିଲେ ଯେ ବହୁଦିନରୁ ଏହି ୱଇଲ୍ଡ ଲାଇଫ ପାର୍କ ସୋର କରୁଥିଲେ|ତାଙ୍କୁ ଚିତାର ସମୁହ ମଧ୍ୟ ଦେଖାଯାଇଥିଲା|

ନାଡବଙ୍କ ଅନୁସାରେ ସେ ୧୮ ଜାନୁଆରୀ ଦିନ ୱଇଲ୍ଡ ଲାଇଫ କୁକୁର ସନ୍ଧାନରେ ବାହାରିଥିବା ବେଳେ ଏହି ଘଟଣା ହୋଇଥିଲା|ସେ କହିଛନ୍ତି ଯେ ଜଙ୍ଗଲୀ ସୁଅର ୱଇଲ୍ଡବିଷ୍ଟର ଛୁଆକୁ ଆ-ହ-ତ କରିଥିଲେ|ସେତେବେଳେ ଚିତା ଖାଇବାକୁ ପହଞ୍ଚିଥିଲା|ଏହି ସମୟରେ ଛୁଆକୁ ବଞ୍ଚାଇ-ବାକୁ ମାଦା ୱଇଲ୍ଡବିଷ୍ଟ ଆସିଥିଲା ଓ ଚିତା ଉପରେ ଆ-କ୍ର-ମ-ଣ କରି ଘଉଡେଇ ଥିଲେ|ଚିତା ମଧ୍ୟ ଡରିକି ଦୂରକୁ ଚାଲିଗଲା ଓ ଅନ୍ୟ ୱଇଲ୍ଡବିଷ୍ଟ ମଧ୍ୟ ପହଞ୍ଚିଗଲେ|ଯଦିଓ ଆହତ କାରଣରୁ ୱଇଲ୍ଡବିଷ୍ଟର ଛୁଆର ମୃ-ତ୍ୟୁ ଘଟିଥିଲା ଓ ଫଳରେ ଛାଡିକି ଗଲା|ଏହାପରେ ଚିତା କିଛି ସମୟପରେ ଆସିଲା ଓ ତାକୁ ଖାଇ-ବାକୁ ନେଇଗଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *