ଜିଓର ଏହି ପ୍ଲାନରେ ମିଳିବ ୭୪୦ ଜିବି ଡାଟା,ଥରେ କରନ୍ତୁ ରିଚାର୍ଜ, ବର୍ଷସାରା ଟେନସନ ଖତମ,ଜାଣନ୍ତୁ ସମସ୍ତ ପ୍ଲାନ ବିଷୟରେ

ମାର୍କେଟରେ ପ୍ରବେଶ କରୁକରୁ ଚର୍ଚ୍ଚିତ ହୋଇଥିବା ରିଲାଏନ୍ସ ପ୍ରମୁଖ ମୁକେଶ ଅମ୍ବାନୀଙ୍କ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଏବେ ମଧ୍ୟ ଲଗାତାର ଚର୍ଚ୍ଚିତ ହୋଇଛି|କହିରଖେ ଯେ ୧ଜାନୁଆରୀ ୨୦୨୧ରୁ ଜିଓ ନିଜର ପ୍ରିପେଡ ପ୍ଲାନରେ କୈାଣସି ନେଟୱର୍କକୁ ଅନଲିମିଟେଡ୍ କଲିଙ୍ଗ ସୁବିଧା ଦେଉଛି|ଏମିତିରେ ଜିଓର ପ୍ଲାନ ଅତ୍ୟନ୍ତ ଲାଭଦାୟକ ଓ ଆକର୍ଷକ ଅଟେ|

କହିରଖେ ଯେ ଜିଓ ନିଜର କୋଟିକୋଟି ୟୁଜର୍ସଙ୍କୁ ଏମିତି କିଛି ପ୍ଲାନ ଦେଇଥାଏ ଯେଉଁଥିରେ ଏକ୍ସଟ୍ରା ଡାଟା ମଧ୍ୟ ମିଳିଥାଏ|ଏହି ଡାଟା ପ୍ରତିଦିନ ମିଳୁଥିବା ଡାଟା ଠାରୁ ଅଲଗା|ଇତିକି କେବଳ ନାହିଁ,ଏହି ପ୍ଲାନରେ ଏକ ବର୍ଷ ପାଇଁ ଡିସନି+ହଟଷ୍ଟାର ସବସ୍କ୍ରିପସନ୍ ଫ୍ରିରେ ମିଳେ|ଚାଲନ୍ତୁ ଜାଣିବା-

Google

୪୦୧ଟଙ୍କାରେ ୬ଜିବି ଏକ୍ସଟ୍ରା ଡାଟା:

୪୦୧ ଟଙ୍କାର ପ୍ଲାନ ସମସ୍ତେ ନେଇପାରିବେ|ଏହି ପ୍ଲାନରେ ଜିଓ ଗ୍ରାହକଙ୍କୁ ପ୍ରତିଦିନ ୩ଜିବି ଡାଟା ଦେଇଥାଏ|ଏହାର ବୈଧତା ୨୮ ଦିନ ରହିଛି|ପ୍ରତିଦିନ ୩ଜିବି ହିସାବରେ ମୋଟ୍ ୮୪ ଜିବି ଡାଟା ମିଳିଥାଏ|ଏହା ସହ ୬ ଜିବି ଡାଟା ଏକ୍ସଟ୍ରା ମିଳେ,ମାନେ ମୋଟ୍ ୯୦ଜିବି ଡାଟା ମିଳିଥାଏ|ଏହି ପ୍ଲାନରେ ୟୁଜର୍ସ ଅନଲିମିଟେଡ୍ କଲିଙ୍ଗ,୧୦୦ ଏସଏମଏସ୍,ଡିସନି,ହଟଷ୍ଟାର ସବସ୍କ୍ରିପସନ,ଜିଓ ଆପ୍ସର କମ୍ପ୍ଲିମେଣ୍ଟ୍ରି ସବସ୍କ୍ରିପସନ ରହିଛି|

୭୭୭ଟଙ୍କାରେ ୫ଜିବି ଏକ୍ସଟ୍ରା ଡାଟା:

ଜିଓର ୭୭୭ବାଲା ପ୍ଲାନ ମଧ୍ୟ ରହିଛି, ଯେଉଁଥିରେ ୫ ଜିବି ଏକ୍ସଷ୍ଟ୍ରା ଡାଟା ମିଳେ,ଏହାର ବୈଧତା ୮୪ ଦିନ ରହିଛି|ପ୍ରତିଦିନ ୧.୫ ଜିବି ଡାଟା ମିଳେ|ମୋଟ୍ ୧୨୬+୫=୧୩୧ଜିବି ଡାଟା ମିଳିଥାଏ|ଏଥିରେ ୟୁଜର୍ସ ଅନଲିମିଟେଡ୍ କଲିଙ୍ଗ,,୧୦୦ ଏସଏମଏସ୍,ଡିସନି,ହଟଷ୍ଟାର ସବସ୍କ୍ରିପସନ,ଜିଓ ଆପ୍ସର କମ୍ପ୍ଲିମେଣ୍ଟ୍ରି ସବସ୍କ୍ରିପସନ ରହିଛି||

Google

୨୫୯୯ଟଙ୍କାରେ ୧୦ଜିବି ଏକ୍ସଟ୍ରା ଡାଟା:

ଏହି ପ୍ଲାନରେ ଦୈନିକ ୨ଜିବି ଡାଟା ମିଳେ|ଏହା ର ବୈଧତା ୧ବର୍ଷ|ପୁରା ପ୍ଲାନରେ ୟୁଜର୍ସକୁ ୭୩୦ ଜିବି ଡାଟା ମିଳିଥାଏ|ଏହା ସହ ୧୦ଜିବି ଫ୍ରି ମାନେ ମୋଟ୍ ୭୪୦ଜିବି ମିଳିଥାଏ|ଅନ୍ୟପ୍ଲାନ ଭଳି ଏଥିରେ ମଧ୍ୟ ଅନଲିମିଟେଡ୍ କଲିଙ୍ଗ,,୧୦୦ଏସଏମଏସ୍,ଡିସନି,ହଟଷ୍ଟାର ସବସ୍କ୍ରିପସନ,ଜିଓ ଆପ୍ସର କମ୍ପ୍ଲିମେଣ୍ଟ୍ରି ରହିଛି| ସବସ୍କ୍ରିପସନ ରହିଛି

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *