ବଡ ଖବର: ଜଳିଗଲା ବସ ,୫୩ ମୃ-ତ

ଜଳିଗଲ ଯାତ୍ରୀବାହୀ ବସ। ଯାତ୍ରୀବାହୀ ବସଟି ଏକ ଗ୍ୟାସ ବୋଝେଇ ଟ୍ରକ ସହ ଧ-କ୍କା ହେବାପରେ ଯାତ୍ରୀବାହୀ ବସରେ ଘଟ-ଣାସ୍ଥ-ଳରେ ନି-ଆଁ ଲାଗିଯାଇଥିଲା। ଯାହାଦ୍ବାରା, ୫୩ ଜଣ ମୃ-ତ୍ୟୁବ-ରଣ କରିଛନ୍ତି। କିନ୍ତୁ, ୨୯ରୁ ଅଧିକ ଲୋକ ଆ-ହ-ତ ହୋଇଛନ୍ତି। ସମସ୍ତ ଆ-ହ-ତ ଲୋକମାନଙ୍କୁ ଉ-ଦ୍ଧା-ର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆହ-ତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଦୁର୍ଘ-ଟଣାଟି ଆଜି ଭୋର ୩ଟା ସମୟରେ ଘଟିଛି।

Google

ସୂଚନା ଅନୁଯାୟୀ, ଆଫ୍ରିକାର କେମ୍ରୁନ ଅଞ୍ଚଳର ପଶ୍ଚିମ ସହର ଡଚାଙ୍ଗରେ ଏହି ଦୁର୍ଘ-ଟଣାଟି ଘଟିଛି। ଏହି ଯାତ୍ରୀବାହୀ ବସଟି ପଶ୍ଚିମ ସହର ଫୋମ୍ପାନରୁ ରାଜଧାନୀ ୟୋଣ୍ଡାକୁ ଯାତ୍ରା କରିଥିଲା। ଏହି ଯାତ୍ରା ସମୟରେ ସାମନାରୁ ଆସୁଥିବା ଏକ ଗ୍ୟାସ ବୋଝେଇ ଟ୍ରକ ସହିତ ଧ-କ୍କା ହେବା ଦ୍ବାରା ବସଟି ଘଟ-ଣାସ୍ଥଳରେ ଓଲଟି ପଡିଯାଇଥିଲା। ଯାହାଫଳରେ ବସରେ ନି-ଆଁ ଲାଗିଯାଇଥିଲା। ଯାତ୍ରୀବାହୀ ବସରେ ଯାତ୍ରୀ ଚାପି ହୋଇଯାଇଥିଲେ ଓ ଆଉ କିଛି ଲୋକ ନି-ଆଁରେ ପୋ-ଡ଼ି ହୋଇ ପ୍ରା-ଣ ହରାଇଥିଲେ।

Google

ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ବାସିନ୍ଦା ଓ ପ୍ରଶାସନ ପହଞ୍ଚି ଉ-ଦ୍ଧା-ର କାର୍ଯ୍ୟ ଆରମ୍ଭ କରିଦେଇଥିଲେ। ଉ-ଦ୍ଧା-ର କରିସାରିବା ପରେ, ଦୁର୍ଘ-ଟଣା-ରେ ମୋଟ ୫୩ଜଣ ମୃ-ତ୍ୟୁବ-ରଣ କରିଥିବା ବେଳେ ୨୯ଜଣ ଗୁରୁ-ତର ଆ-ହତ ହୋଇଛନ୍ତି ବୋଲି ସ୍ଥାନୀୟ ପୋ-ଲି-ସ ସୂଚନା ଦେଇଛନ୍ତି। ଖରାପ ରାସ୍ତା ଓ ବେପାରୁଆ ଗାଡ଼ି ଚାଳକଙ୍କ ପାଇଁ ଏହିପରି ଦୁର୍ଘ-ଟଣା ହୋଇଥାଇ ପାରେ ବୋଲି ପ୍ରଶାସନ ସୂଚନା ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *