ଷ୍ଟେଜ ଉପରେ ମହିଳାଙ୍କ ସହିତ ଅ-ଶ୍ଳୀ-ଳ ଡ୍ୟାନ୍ସ କଲେ ବିଜେପି ନେତା, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ,ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ ଏକ ଭିଡ଼ିଓ ବହୁତ ଜୋରରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତି ଏକ ପ୍ରଫେସନାଲ ଡ଼୍ୟାନ୍ସର ସହିତ ଅ-ଶ୍ଳୀ-ଳ ହରକତ କରୁଥିବାର ନଜର ଆସିଛନ୍ତି । କୁହାଯାଉଛି ବ୍ୟକ୍ତି ଜଣକ ରାଜସ୍ଥାନର ଏକ ବିଜେପି ନେତା ଅଟନ୍ତି ।

ଘଟଣାଟି ହେଉଛି ଚିତୋର ଜିଲ୍ଲା ମାଙ୍ଗରୋଲ କ୍ଷେତ୍ରର । ଏହା ଏକ ବିବାହ ସମାରୋହର ବୋଲି କୁହାଯାଉଛି । ଯେଉଁଠାରେ କୈଳାଶ ଗୁଜର ଏକ ମହିଳାଙ୍କ ସହିତ ଅ-ଶ୍ଳୀ-ଳ ନୃତ୍ୟ କରୁଥିବାର ଦୃଶ୍ୟ ସମ୍ନାକୁ ଆସିଛି ।

Google

ଏହି ଭିଡ଼ିଓ ଜାନୁଆରୀ 23 ତାରିଖର ବୋଲି କୁହାଯାଉଛି । ସୋସିଆଲ ମିଡିଆରେ ବର୍ତ୍ତମାନ ଏହା ଜୋରରେ ଭାଇରାଲ ହେବାରେ ଲାଗିଛି ।

ଏହି ମାମଲାରେ କୈଳାଶ ଗୁର୍ଜର ସଫେଇ ଦେଇ କହିଛନ୍ତି, ମୁଁ ନିଜର ପରିବାର ବିବାହ ସମାରୋହରେ ଭାଗ ନେବାପାଇଁ ଯାଇଥିଲି। ଏଠାରେ କେହି ଜଣେ ମୋ ରାଜନୀତିକ ଛବି ଖରାପ କରିବାପାଇଁ ଏହିପରି ଭିଡ଼ିଓ ଭାଇରାଲ କରିଛି ।

କୈଳାଶ ଗୁର୍ଜର ପ୍ରତାପଗଡ଼ ଜିଲ୍ଲାର ଛୋଟିସାଦଡ଼ି କ୍ଷେତ୍ରର ବିଜେପି ମଣ୍ଡଳ ଅଧ୍ୟକ୍ଷ ଅଟନ୍ତି । ଏହି ଭିଡ଼ିଓ ସେହି ସମୟରେ ଭାଇରାଲ ହେଇଛି ଯେଉଁସମୟରେ ସେଠାରେ ନିର୍ବାଚନ ଆରମ୍ଭ ହୋଇଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *