ଟିଭିରେ ଡିବେଟ ସମୟରେ ନେତା ମାନଙ୍କ ମଧ୍ୟରେ ହେଲା ବିଧା-ଗୋଇଠା ମ-ରା-ମ-ରି । ଭିଡ଼ିଓ ଦେଖିଲେ ଆପଣ ହସିହସି ଗଡ଼ିଯିବେ

ଟିଭି ଡିବେଟରେ ନେତା ମାନଙ୍କ ମଧ୍ୟରେ ପାଟିତୁଣ୍ଡ ସର୍ବଦା ସାଧାରଣ କଥା ଅଟେ । ଏହି ଡିବେଟରେ ଉଭୟ ନେତା ନିଜର ମତ ପ୍ରଦାନ କରି ନିଜକୁ ସଠିକ ଜାହିର କରିଥାନ୍ତି । କେବେକେବେ ତ ଲାଗିଥାଏ ଏହି ଡିବେଟ ଝଗଡ଼ାରେ ପରିଣତ ହେବ କିନ୍ତୁ ଏହା ହୋଇନଥାଏ । ପାକିସ୍ତାନରେ କିନ୍ତୁ ଏଭଳି ଦେଖିବାକୁ ମିଳିଛି, ଯେଉଁଠାରେ ଉଭୟ ନେତା ଡିବେଟ ସମୟରେ ନିଜର କ୍ରୋ-ଧ-କୁ ଅଟକାଇ ନପାରି ଝଗଡ଼ା କରିଥିଲେ ।

ଡିବେଟ ସମୟରେ ହେଲା ମା-ର-ପି-ଟ :-

ପକିସ୍ତାନରେ ବେଳେବେଳେ ଏମିତି କିଛି ହୋଇଥାଏ ଯାହାକି ଦୁନିଆ ସାରା ଲୋକଙ୍କୁ ଏଣ୍ଟରଟେନ କରାଇଥାଏ । କେବେ ତାଙ୍କ ସହର ମାନଙ୍କରେ ଅନ୍ଧାର ହୋଇଯାଏ ତ କେବେ କିଛି ହୋଇଯାଇଥାଏ । କିନ୍ତୁ ଏହିଥର କିଛି ଅଲଗା ମାମଲା ସାମ୍ନାକୁ ଆସିଛି । ଆମ ଦେଶରେ ସର୍ବଦା ନେତା ମାନଙ୍କ ମଧ୍ୟରେ ବି-ବା-ଦ ଚାଲିଥାଏ କିନ୍ତୁ କେବେ ମାରପିଟ ହୋଇନଥିଲା କିନ୍ତୁ ଏହିଦେଶ ତାହା କରି ଦେଖାଇଛି । ଆଜ୍ଞା ହଁ ପାକିସ୍ତାନରେ ନେତା ମାନଙ୍କ ମଧ୍ୟରେ ଟିଭିରେ ଡିବେଟ ଚାଲିଥିବା ସମୟରେ ମାରପିଟ ହୋଇଯାଇଥିଲା ।

ଦୁଇ ନେତାଙ୍କ ମଧ୍ୟରେ ମା-ର-ପି-ଟ ହେବାର ଏହି ଦୃଶ୍ୟ ସୋସିଆଲ ମିଡିଆରେ ଜୋରରେ ଭାଇରାଲ ହେଉଛି । ଭାଇରାଲ ଭିଡ଼ିଓରେ ଆପଣ ସଫା ସଫା ଦେଖିପାରିବେ କି, ଉଭୟ ନେତାଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହେଉଛି ଓ ପରେ ଜଣେ ନେତା ଉଠିଯାଇ ଅନ୍ୟକୁ ଠେଲା ମା-ରି-ଥି-ଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *