ବାର୍ଡ ଫ୍ଲୁ ପରେ ଏବେ ଗାଈ-ମଇଁଷିରେ ବ୍ୟାପୁଛି ଏହି ଭ-ୟ-ଙ୍କ-ର ରୋଗ, ସଂସ୍ପର୍ଶରେ ଆସିଵା କ୍ଷଣି ହେଉଛି ପଶୁମାନଙ୍କର ଅବସ୍ଥା ସାଙ୍ଘାତିକ,ଜାଣନ୍ତୁ ପୁରା ଖବର

ଭାରତରେ ଗୋଟିଏ ପରେ ଗୋଟିଏ ବେମାରୀ ବ୍ୟାପି ଚାଲୁଅଛି|ପ୍ରଥମେ ଦେଶରେ କରୋନା ଆତଙ୍କ ଥିଲା|ଏଵେ ଏଥିରୁ ବଞ୍ଚିବା ପାଇଁ ଲୋକଙ୍କୁ ଟିକା ଲଗାଇବା ଆରମ୍ଭ ହୋଇଯାଇଛି|ଏହା ପରେ ଵାର୍ଡ ଫ୍ଲୁ ,ଏଵେ ଗାଈ-ମଇଁଷିରେ ବ୍ୟାପୁଛି ଏକ ଭୟଙ୍କର ବେମାରୀ|

ଏହି ବେମାରୀକୁ ଲମ୍ପି ଡିଜିଜ ନାମ ଦିଆଯାଇଛି|ଏଥିରେ ପଶୁଙ୍କ ଶରୀରରେ ଵଡ ଘା ହେଉଛି, ଫଳରେ ଉଠିବସି ପାରୁନାହାନ୍ତି|ସବୁଠାରୁ ଚିନ୍ତାଜନକ ବିଷୟ, ଏହି ବେମାରୀର ଚିକିତ୍ସା ମିଳିପାରିନାହିଁ|

Google

ଲମ୍ପି ଡିଜିଜ ସର୍ବାଧିକ ଦୁଧିଆଳୀ ପଶୁମାନଙ୍କୁ ଆକ୍ରମଣ କରିଥାନ୍ତି|ଫଳରେ ଦୁଗ୍ଧ ଦେବା କ୍ଷମତା ହ୍ରାସ ପାଏ|ଦେଖୁଦେଖୁ ସମସ୍ତ ଶରୀରକୁ ଏହି ଘା ବ୍ୟାପୀ ମୃତ୍ୟୁ ହୋଇଥାଏ|

ଭାରତରେ ଏହି ଵେମାରୀର ପ୍ରଥମ ମାମଲା ୨୦୧୯ ରେ ଆସିଥିଲା|ରିସର୍ଚ୍ଚ ଅନୁସାରେ ଏହି ଭାଇରସର ଉପଚାର ଏପର୍ଯ୍ୟନ୍ତ ମିଳିନାହିଁ|କେବଳ ଲକ୍ଷଣ ଅନୁସାରେ ପଶୁମାନଙ୍କୁ ଔଷଧ ଦିଆଯାଏ|

ଲମ୍ପି ଡିଜିଜ୍ ପଶୁମାନଙ୍କ ଶରୀରରେ ଗଣ୍ଠି ବନେଇଥାଏ|ଏହା ପରେ ବଡବଡ ଘା ରେ ପରିଣତ ହୋଇଥାଏ|ଜ୍ୱର ହେଵା ସହ ଭାଇରସ ଆକ୍ରମଣ କରିଥାଏ|ଯଦି ପଶୁ ଗର୍ଭବତୀ ହୋଇଥାଏ ତେବେ ଗର୍ଭପାତ ସୁଯୋଗ ବଢ଼ିଥାଏ|

ପଶୁମାନଙ୍କୁ ଏହି ବେମାରୀ ଜଣଙ୍କ ଠାରୁ ଅନ୍ୟକୁ ବ୍ୟାପିଥାଏ|ନା କେବଳ ଗୋଟିଏ ଜାଗାରେ ପାଣି ପିଇଵା ଫଳରେ ଲାର ଓ ଚାରା ଏକାଠି ଖାଇବା ଫଳରେ ଏହି ଭାଇରସ ବ୍ୟାପିଥାଏ|ଏକ ମାଛିଓ ମଶା କାମୁଡିବା ଫଳରେ ଏହା ବ୍ୟାପିଥାଏ|

ଲମ୍ପି ଡିଜିଜ ୧୯୨୯ ମସିହାରେ ପ୍ରଥମେ ଆଫ୍ରିକାରେ ମିଳିଥିଲା|ଏହା ବହୁତ ପଶୁମାନଙ୍କୁ ଆକ୍ରମଣ ପରେ ଗ୍ରିସ ଓ ରୂଷରେ ମଧ୍ୟ ତଵାହୀ ମଚାଇଥିଲା|ଏହା ବାଂଲାଦେଶ ଓ ଅନ୍ୟାନ୍ୟ ଏସୀୟ ଦେଶଗୁଡ଼ିକୁ ବ୍ୟାପିଥିଲା|

Google

ଏଵେ ଭାରତରେ ବ୍ୟାପୁଥିବା ଏହି ରୋଗ କୃଷକମାନଙ୍କ ପାଇଁ ଚିନ୍ତାର କାରଣ|ଦୁଗ୍ଧ ବ୍ୟବସାୟୀଙ୍କୁ କ୍ଷତି ହେଉଛି|ତାମିଲନାଡୁ ସହ କେଳ, ଛତିଶଗଡ଼,ଆସାମ, ମଧ୍ୟପ୍ରଦେଶ,ଓଡିଶା, ଝାଡ଼ଖଣ୍ଡ ସହିତ ଅନ୍ୟ ରାଜ୍ୟରେ ଏହା ଖୁବ ଜୋରରେ ବ୍ୟାପୁଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *