କରୋନା ଦୁଃଖକୁ ଦୂର କରିବା ପାଇଁ ଲୋକମାନେ ଆରମ୍ଭ କଲେ ବିୟର ଯୋଗ,ଦେଖନ୍ତୁ ଏହି ବିଅର ଯୋଗର ଭିଡ଼ିଓ

କରୋନା କାରଣରୁ ବହୁତ ଲୋକ ଚିନ୍ତିତ|ଏକୁଟିଆ ହୋଇଗଲେ|ବହୁତ ଲୋକଙ୍କ ଚାକିରି ଚାଲିଗଲା|ଦୁଃଖମୟ ଦିନ ଥିଲା|ଏହା ମଧ୍ୟରେ କମ୍ବୋଡିଆର କିଛି ଲୋକ ଦୁଃଖ ଦୂର କରିବା ପାଇଁ ଏକ ନୁଆ ପ୍ରକାରର ଯୋଗ ବାହା୍ କରିଛନ୍ତି|ଫୋନମ ପେନ୍ହଙ୍କର ଟୁ ବର୍ଡ କ୍ରାଫ୍ଟ ବିୟର ବ୍ରୁଅରୀ ଏକ ସେବା ଆରମ୍ଭ କରିଛନ୍ତି|ଏଥିରେ ସେମାନେ ହାତରେ ବିୟର ଗ୍ଲାସ ଧରି ଯୋଗ କରିବା ଆରମ୍ଭ କରିଛନ୍ତି|

ସହରରେ ଯେତେବେଳେ କରୋନା କାରଣରୁ ଜଣଙ୍କ ବି ମୃତ୍ୟୁ ହୋଇନଥିଲା ତ ସେତେବେଳେ ଏହି ଲୋକମାନେ ଏମିତି କଲେ|ଏଥିରେ ସେମାନେ ଯୋଗର ପ୍ରସିଦ୍ଧ ପୋଜ୍ ବନାଇଥିଲେ, ହାତରେ ବିୟର ଗ୍ଲାସ ଧରିଲେ ଓ ଯୋଗ କଲେ|ଏଥିରେ କେବଳ ଲୋକାଲ ଲୋକ ନୁହେଁ ତା ସହ ଵିଦେଶୀ ଲୋକ ମଧ୍ୟ ସାମିଲ ହୋଇଥିଲେ|

Google

୨୫ ବର୍ଷୀୟ ସ୍ରିଲିନ ବାଚା କହନ୍ତି ଯେ ତାଙ୍କୁ ଵିୟର ଯୋଗ ଠିକ ଲାଗେ|ସେ ପାରମ୍ପରିକ ଯୋଗରେ ଶିଘ୍ର ଵୋର ହୋଇଯାଆନ୍ତି|ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଯୋଗ କରୁଥିବା ସମୟରେ ମଧ୍ୟ ଲୋକମାନେ ବିୟରର ସିପ ନେଉଛନ୍ତି|ଅନ୍ନା ଯୋଗା ନିର୍ଦ୍ଦେଶକ କହିଛନ୍ତି ଯେ ଏହା ସିରିୟସ ଯୋଗ ନାହିଁ|ଏହା ଏକପ୍ରକାରର ଲୋକଙ୍କ ସହ ମିଳାମିଶା ପାଇଁ ଓ ମନୋରଞ୍ଜନ ପାଇଁ ଯୋଗ|ଯଦିଓ ଏହା ପ୍ରଥମଥର ନାହିଁ ୨୦୧୩ ମସିହାରେ ବର୍ଣିଙ୍ଗମେନ ଫେଷ୍ଟିଭଲ ୟୁଏସରେ ଏହି ଯୋଗ କରାଯାଇଥିଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *