କଙ୍କଡା ସହିତ ପଙ୍ଗା ନେବା ବିଲେଇକୁ ପଡିଲା ମହଙ୍ଗା, ଭାଇରଲ ଭିଡିଓ ଦେଖି ଆପଣ ମଧ୍ୟ ହସିବେ,ଦେଖନ୍ତୁ ଭିଡ଼ିଓ

ଆପଣ ସୋସିଆଲ ମିଡିଆରେ ବିଲେଇର ଅନେକ ଭିଡିଓ ଦେଖିଥିବେ | ସେହି ଭିଡିଓଗୁଡ଼ିକରେ ବିଲେଇର କୌତୁହଳପୂର୍ଣ୍ଣ ଏବଂ ବିଭିନ୍ନ ପ୍ରକାରର କାର୍ଯ୍ୟକଳାପ ଆପଣଙ୍କୁ ବହୁତ ଭଲ ଲାଗିଥିବ | ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରଲ ହେଉଛି | ଏହି ଭିଡିଓରେ ବିଲେଇ କଙ୍କଡାକୁ ବିଚଳିତ କରିବା ତା’ଉପରେ ଭାରି ପଡିଯାଉଛି | ଏହି ଫନି ଭିଡିଓକୁ ଦେଖି ଆପଣ ମଧ୍ୟ ହସିବାକୁ ଲାଗିବେ |

ବିଲେଇର ଓ କଙ୍କଡ଼ା ସହିତ ସାମ୍ନା :-

ଭାଇରଲ ହେଉଥିବା ଏହି ଫନି ଭିଡିଓରେ ଦେଖାଯାଉଛି ଯେ ଗୋଟିଏ ବିଲେଇ ଶାନ୍ତିରେ ବସିଥିବା ଏକ କଙ୍କଡାକୁ ବାରମ୍ବାର ନିଜ ପଞ୍ଝା ସାହାଯ୍ୟରେ ଛୁଇଁ ବିଚଳିତ କରୁଛି | ତା’ସତ୍ତ୍ୱେ ମଧ୍ୟ କଙ୍କଡଟି ଶାନ୍ତ ହୋଇ ବସିଛି, କିନ୍ତୁ ବିଲେଇଟି କଙ୍କଡାକୁ ହଇରାଣ କରିବା ବନ୍ଦ କରୁନାହିଁ | ବିଲେଇକୁ ଦେଖି ଏପରି ଲାଗୁଛି, ସତେ ଯେମିତି ସେ ଏପରି ଜୀବକୁ ପ୍ରଥମଥର ପାଇଁ ଦେଖୁଛି |

ବିଲେଇକୁ ଶିକ୍ଷା ଦେବା ପାଇଁ ରାଗିଲା କଙ୍କଡା :-

ବିଲେଇଟି ବାରମ୍ବାର ହଇରାଣ କରିବା ପରେ କଙ୍କଡା ମଧ୍ୟ ରାଗିଯାଉଛି ଏବଂ ବିଲେଇକୁ ଏକ ଶିକ୍ଷା ଦେବାକୁ ନିଷ୍ପତ୍ତି ନେଇଥାଏ | ଏହାପରେ ବିଲେଇଟି ଯେପରି ନିଜ ପାଦରେ କଙ୍କଡାଟିକୁ ଛୁଇଁଲା, କଙ୍କଡା ତୁରନ୍ତ ବିଲେଇର ପାଦ ଧରିନେଇଥାଏ | ଏହା ପରେ ତ ବିଲେଇର ଅବସ୍ଥା ଏତେ ଖରାପ ହୋଇଯାଏ ଯେ ସେଠାରେ ଉପସ୍ଥିତ ଲୋକମାନେ ମଧ୍ୟ ହସିଥାନ୍ତି |

ଏହି ଭିଡିଓ ଟ୍ୱିଟର ୟୁଜର ଏଭିଏଟର ଅନିଲ ଚୋପ୍ରା ପୋଷ୍ଟ କରିଛନ୍ତି | ସେ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ‘ ଏହା ଧ୍ୟାନଦେବା ଉଚିତ ଯେ ନିଜ କାମରେ ହିଁ ଧ୍ୟାନ ଦିଅନ୍ତୁ ‘ |

ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ :-

ଏହି ଭିଡିଓକୁ ସୋସିଆଲ ମିଡିଆରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୩୦୦ ରୁ ଅଧିକ ଥର ଦେଖାଗଲାଣି | ଏହାସହିତ ଲୋକମାନେ ପୋଷ୍ଟରେ ବହୁତ ଲାଇକ ଏବଂ କମେଣ୍ଟ ମଧ୍ୟ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *