୨୪ ବର୍ଷୀୟ ବୟଫ୍ରେଣ୍ଡ ନିଜର ୪୫ ବର୍ଷୀୟା ଗାର୍ଲଫ୍ରେଣ୍ଡ ଠାରୁ 1.5 ଲକ୍ଷ ଟଙ୍କା ଲୁ-ଟି-ଲା, ଆଉ ତା ପରେ “ବୁଢ଼ୀ” କହି ବ୍ରେକଅପ କଲା,ଜାଣନ୍ତୁ ପୁରା ଖବର

ଆମେରିକାର ନରଫକ ଅଞ୍ଚଳରେ ରହୁଥିବା ଜଣେ 45 ବର୍ଷର ମହିଳାଙ୍କ ପାଖରୁ ତାଙ୍କ 24 ବର୍ଷୀୟ ଇଜିପ୍ଟିଆନ ବୟଫ୍ରେଣ୍ଡ ଦେଢ଼ଲକ୍ଷ ଟଙ୍କା ନେବାପରେ ତାଙ୍କୁ ବୁଢ଼ୀ ଓ ମୋଟି କହି ବ୍ରେକଅପ କରିଦେଇଛନ୍ତି । ଏହିକଥାକୁ ନେଇ ସେ ବହୁତ ବିଚଳିତ ଅଛନ୍ତି ।

45 ବର୍ଷର ଜୋଆନା ଗର୍ଲିଙ୍ଗ 2001 ମସିହାରୁ ଇଜିପ୍ଟର ଏକ ରିଜର୍ଟକୁ ଛୁଟି ପାଇଁ ଯାଉଥିଲେ । 2018 ମସିହାରେ ଜୋଆନା ଯେତେବେଳେ ଇଜିପ୍ଟ ଯାଇଥିଲେ, ସେସମୟର ସେ ହୋଟେଲର ୱେଟର ହାସନ ଖାଲିଦଙ୍କୁ ପ୍ରଥମ ଦେଖାରେ ହିଁ ଭଲ ପାଇଥିଲେ । ଜୋଆନା ଓ ତାଙ୍କ ପତିଙ୍କ ଭିତରେ ପୂର୍ବରୁ କିଛି ବିବାଦ ଚାଲିଥିଲା ସେଥିପାଇଁ ସେ ହାସନଙ୍କ ଆଡ଼କୁ ଆକର୍ଷିତ ହୋଇଥିଲେ । ଜୋଆନା କୁହନ୍ତି ହାସନ ତାଙ୍କ ସହ ବହୁତ ଫ୍ଲର୍ଟ କରନ୍ତି ଓ ତାଙ୍କୁ ବହୁତ ଭଲ ମଧ୍ୟ ଅନୁଭବ କରାଇଥାନ୍ତି ମ ସେଥିପାଇଁ ଜୋଆନା ତାଙ୍କ ସହିତ ଶାରୀରିକ ହେବାକୁ ମନବଳାଇଥିଲେ ।

Google

ଜୋଆନା ଯେତେବେଳେ ନରଫକ ଫେରିଥିଲେ ସେତେବେଳେ ସେ ନିଜ 20 ବର୍ଷର ପ୍ରେମକୁ ଭାଙ୍ଗିଦେଇଥିଲେ ଓ ଇଜିପ୍ଟ ଚାଲିଯାଇଥିଲେ । ସେଠାରେ ହାସନ ଜୋଆନାଙ୍କ ସହିତ ସମ୍ପର୍କ ରଖିଥିଲେ ଓ ତାଙ୍କ ଠାରୁ 1500 ପାଉଣ୍ଡ ରଖିଥିଲେ ଓ ପରେ ତାଙ୍କୁ ତାଙ୍କ ଭବିଷ୍ୟତ ପାଇଁ ଟଙ୍କା ବନାଇବା ଆଳରେ ନରଫକ ଫେରାଇ ଦେଇଥିଲେ । ଏହାପରେ ହାସନ ମେସେଜ ଜରିଆରେ ଜୋଆନାଙ୍କୁ କହିଥିଲେ, ତମେ ବହୁତ ବୁଢ଼ୀ ଓ ମୋଟି ଅଟ । ମୁଁ ଇଜିପ୍ଟ ଝିଅଙ୍କୁ ବିବାହ କରିବି ।

ଜୋଆନା କହିଥିଲେ, ମୋତେ ଲାଗିଥିଲା ହାସନ ମୋତେ ପ୍ରେମ କରୁଛି ଓ ମୋତେ ବିବାହ କରିବାକୁ ଚାହୁଁଛି କିନ୍ତୁ ମୁଁ ଜାଣିନଥିଲି କି, ସେ ମୋ ଟଙ୍କାକୁ ଭଲ ପାଉଥିଲା । ମୁଁ ଏତେ ବୋକା ଯେ, ହାସନ ପାଇଁ ନିଜର ବିବାହ ସମ୍ପର୍କ ଭାଙ୍ଗିଦେଇଥିଲି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *