ମହିଳାଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ବାକ୍ସରେ ବ-ନ୍ଦ କରି ରଖିଲା ,ବ-ଳା-ତ୍କା-ର ଏବଂ ଟ-ର୍ଚ-ର କଲା, ତଥାପି କିଡ-ନାପର ସହିତ ସେହି ମହିଳାଙ୍କର ପ୍ରେମ ହେଲା,ଜାଣନ୍ତୁ ପୁରା ଘଟଣା

ଆମେରିକାରେ ରହୁଥିବା ଏକ ୨୦ବର୍ଷୀୟ ଝିଅ କୋଲିନ ଷ୍ଟେନ ହିଚହାଇକିଙ୍ଗ ଜରିଆରେ ସଦାବେଳେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗା ଯାଉଥିଲା|ହିଚହାଇକିଙ୍ଗ ମାନେ ଲୋକଙ୍କ ଦ୍ୱାରା ଲିଫ୍ଟ ନେଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବା|କୋଲିନ ଷ୍ଟେନ ଏମିତି ଏକ ଦମ୍ପତ୍ତିଙ୍କୁ ଲିଫ୍ଟ ମାଗିଥିଲେ କିନ୍ତୁ ଏହା ସବୁଠାରୁ ଭୁଲ ସାବ୍ୟସ୍ତ ହୋଇଥିଲା|ବର୍ଷ ୧୯୭୭ ରେ ହୋଇଥିବା ଘଟଣା ଏତେ ଭ-ୟା-ବ-ହ ଯେ ଏହା ଉପରେ ଏକ ଫିଲ୍ମ ତିଆରି ହୋଇଛି ଯାହାର ନାମ ଦ ଗାର୍ଲ ଇନ୍ ଦ ବକ୍ସ ରହିଛି|

ପ୍ରକୃତରେ କୋଲିନ ପାଖରେ ଥିବା ଦୋସ୍ତର ଜନ୍ମଦିନ ପାର୍ଟିକୁ ଯିବାକୁ ଥିଲା, କିନ୍ତୁ ୨୩ବର୍ଷୀୟ କେମରୁନ ହୁକର ଓ ତାଙ୍କ ପତ୍ନୀ ଜୋନିସ କୋଲିନଙ୍କୁ ବେ-ହୋ-ସ୍ କରିବା ପରେ ତାଙ୍କୁ କାର୍ଲିଫର୍ଣିଆ ନିଜ ଘର ନେଇଥିଲେ ଓ ତାଙ୍କୁ ଏକ ତାବୁତନୁମା ବାକ୍ସରେ ବ-ନ୍ଦ କରିଥିଲେ|ଏହି ବାକ୍ସରେ ସେ ୭ ବର୍ଷ ପର୍ଯ୍ୟନ୍ତ ବ-ନ୍ଦ କରି ରଖିଲେ|କୋଲିନଙ୍କୁ ୨୩-୨୩ ଘଣ୍ଟା ଏହି ବାକ୍ସରେ ରଖାଯାଉଥିଲା,କେବଳ ରେ-ପ୍ ଓ ଟର୍ଚର ନିମନ୍ତେ ବାହାରକୁ ଅଣାଯାଉଥିଲା|

Google

କୋଲିନଙ୍କୁ ନା କେବଳ ଭୋକ ଉପବାସରେ ରଖାଯାଉଥିଲା, ତାଙ୍କର ବ୍ରେନୱଶ୍ ମଧ୍ୟ କରାଯାଉଥିଲା|ଯଦି ସିଏ ପଳାଇବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ମା-ରି-ଦେବାକୁ ଧ-ମ-କ ଦେଇଥିଲେ|ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା ଯେଉଁଥିରେ ଲେଖାଯାଇଥିଲା ଯେ କେମରୁନ ଓ ଜେନିସ କୋଲିନଙ୍କ ମାଲିକ ଓ ସେ ଚାକର ଅଟନ୍ତି|

ଯଦିଓ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ କୋଲିନଙ୍କୁ ଅପ-ହରଣର ୩ବର୍ଷ ପରେ ତାଙ୍କ ପ୍ୟାରେଣ୍ଟସ ଘରକୁ ନେଇଗଲେ|କୋଲିନଙ୍କୁ ଏମିତି ବ୍ରେନୱଶ୍ କରିଥିଲେ ଯେ ସେ କହିଲା କେମରୁନ ଓ ତାଙ୍କର ବୟଫ୍ରେଣ୍ଡ୍ ଖୁସି ଅଟନ୍ତି|କୋଲିନ ନିଜ ଘର ଲୋକଙ୍କୁ ଏତେ ଦୁଃଖରେ ଥାଇ ମଧ୍ୟ ମନାଇଥିଲେ|ଏହା ପରେ ତାଙ୍କୁ ବେଶୀ ସମୟ ବାହାରେ ବିତାଉଥିଲେ|

ହୂକର କୋଲିନଙ୍କୁ ଦ୍ୱିତୀୟ ପତ୍ନୀ ବନାଇବାକୁ ନିର୍ଣ୍ଣୟ ନେଇଥିଲେ, ଯାହାଫଳରେ ଜୋନିସ ବହୁ ନାରାଜ ହୋଇଥିଲେ ଓ ସେ କୋଲିନଙ୍କୁ ସମସ୍ତ ସଚାଇ ବତାଇଦେଲେ|ଜେନିସ କହିଲେ ଯେ କମ୍ପାନୀ ନାମରେ କୈାଣସି ସଂସ୍ଥା ନାହିଁ,ହୁକର ଏହା୍ ଶୋ-ଷ-ଣ କରୁଛନ୍ତି|ଜେନିସ କହିଲା ଯେ ୧୫ ବର୍ଷ ବୟସରୁ ସେ ବହୁତ ଟ-ର୍ଚ-ର କରିଆସୁଥିଲା|

ଏଥିରେ ଚିନ୍ତିତ ହୋଇ ଜେନିସ ହୁକର ସହ ଏକ କଣ୍ଟ୍ରାକ୍ଟ ସାଇନ କରିଥିଲେ, ଯେଉଁଥିରେ ହୁକର ଏକ ସେ-କ୍ସ ସ୍ଲେ-ଭ-ର ମାଙ୍ଗ କରିଥିଲେ ଓ ଏହି କାରଣରୁ କୋଲିନଙ୍କୁ କି-ଡ-ନା-ପ କରାଯାଇଥିଲା|୭ବର୍ଷ ପରେ ୟାନି ୧୯୮୪ ରେ କୋଲିନଙ୍କୁ ବସ ଷ୍ଟେସନରେ ବସାଇଥିଲେ ଓ ନିଜେ ଦୁଇ ଛୁଆ ସହ ପଳାଇଥିଲେ|

Google

ଏହା ପରେ ଜେନିସ ପୋ-ଲି-ସ-ଙ୍କୁ ନିଜ ପତ୍ନୀଙ୍କ ସମସ୍ତ କାରନାମା କହିଥିଲେ, ଫଳରେ ହୁକରଙ୍କୁ ୧୦୪ ବର୍ଷର ସ-ଜା ହୋଇଥିଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *