ଏହି କମ୍ପାନୀ ଦେଉଛି ଟଫି ଖାଇବାକୁ ଫୁଲ ଟାଇମ ଚାକିରି, ମିଳିବ ଲକ୍ଷ ଲକ୍ଷ ଟଙ୍କାର ପ୍ୟାକେଜ, ଅତିଶୀଘ୍ର ଆବେଦନ କରନ୍ତୁ

କଣ ଆପଣ ଟଫି ଖାଇବାକୁ ପସନ୍ଦ କରନ୍ତି? ତେବେ ଆପଣଙ୍କ ପାଇଁ ଏକ ଭଲ ଅଫର ଅଛି। ଯେଉଁଠି ଆପଣଙ୍କୁ ଟଫି ଖାଇବା ସହିତ ସେଲାରୀ ମଧ୍ୟ ମିଳିବ। ଏହି କଥା ଶୁଣି ଆପଣ ଚିନ୍ତା କରୁଥିବେକି ଟଫି ଖାଇଲେ ସେଲାରୀ କାହିଁକି ମିଳିବ। କିନ୍ତୁ, ଏହା ସତ ଅଟେ। ଗୋଟିଏ କମ୍ପାନୀ ଟଫି ଟେଷ୍ଟ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଖୋଜୁଅଛି। ଯାହାକୁ ସେ ଏହି କାମ ପାଇଂ ସେଲାରୀ ଦେବ। ଖାସ କଥା ହେଉଛିକି ଆପଣ ଦୁନିଆର କେଉଁଠିବି ରହି ମଧ୍ୟ ଏହି ଟଫିକୁ ଟେଷ୍ଟ କାମ କରିପାରିବେ। ଏହି ଟଫି କମ୍ପାନୀର ନାମ ହେଉଛି କେଣ୍ଡୀ ଫନହାଉସ। ଯାହାକି କାନାଡାର ଅଟୋରିୟ ରାଜ୍ୟର ସିନିସାଉଗା ସହରରେ ଅଟେ। ଏହି କମ୍ପାନୀକୁ ଫୁଲ ଟାଇମ ଓ ପାର୍ଟ ଟାଇମ ଭାବରେ ‘କେଣ୍ଡୀୟଲୋଜିଷ୍ଟ’ ଆବଶ୍ୟକ। ଯିଏକି କମ୍ପାନୀ ଦ୍ଵାରା ପ୍ରସ୍ତୁତ ଟଫିକୁ ସାରା ଦୁନିଆ ଲୋକଙ୍କୁ ଜଣାଇପାରିବେ।

Google

ଏହି କେଣ୍ଡୀ କମ୍ପାନୀ ନିଜର ବିଜ୍ଞାପନରେ କହିଲେକି, ସେ ପ୍ରତ୍ଯେକ ଘଣ୍ଟା ପ୍ରତି ୪୭ ଡଲାର ଟଙ୍କା ଦେବେ। ଯଦି ଆପଣ ଏହିପରି ଭାବରେ ୮ଘଣ୍ଟା କାମ କରିଲେ ତେବେ ଆପଣ ୩୭୬ ଡଲାର ଟଙ୍କା ଆୟ କରିପାରିବେ। ଏହି ମୂଲ୍ୟ ପ୍ରତିଦିନ ହିସାବରେ ୨୭,୪୪୭ ଟଙ୍କା ଓ ମାସକୁ ୮,୨୩,୪୧୦ ଟଙ୍କା ହେବ। ଅର୍ଥାତ ବାର୍ଷିକ ଭାବରେ ଦେଖିଲେ ସମୁଦାୟ ୯୮,୮୦,୯୨୦ ଟଙ୍କା ହେବ। ସବୁଠୁ ଖାସ କଥା ହେଉଛିକି ଏହି କମ୍ପାନୀ ଆପଣଙ୍କୁ ଘରେ ବସି କାମ କରିବାକୁ ପଡିବ। ଆପଣଙ୍କୁ ଏହି ପ୍ରୋଡ଼କ୍ଟକୁ ଟେଷ୍ଟ କରି କଣ ଠିକ ଓ କଣ ଭୁଲ କହିବାକୁ ହେବ। ଏହା ସହିତ ମଧ୍ୟ କେଉଁ ପ୍ରକାର ଫ୍ଲେବର ମିଶାଇ ହେବ ତାହା ମଧ୍ୟ କହିବେ।

କେଣ୍ଡୀ ଫନହାଉସ ନିଜର ୱେବସାଇଟରେ ଏହି ଚାକିରି ବିଷୟରେ ବିଜ୍ଞାପନ ଦେଇଛନ୍ତି। ଯାହାକୁ ଏପ୍ଲାଇ କରିବାର ଶେଷ ତାରିଖ ଫେବୃୟାରୀ ୧୫ ଅଟେ। ବିଳମ୍ବ କରନ୍ତୁ ନାହିଁ, ଅତିଶୀଘ୍ର ଆପଣ କମ୍ପାନୀର ୱେବସାଇଟକୁ ଯାଇ ଏହି ଚାକିରି ପାଇଁ ଏପ୍ଲାଇ କରନ୍ତୁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *