ବଦଳିବ ଯୁକ୍ତ୨ ପରୀକ୍ଷା ଢାଞ୍ଚା, ୫୦% ମଲ୍ଟିପୁଲ ଚଏସ,ଜାଣନ୍ତୁ ସମ୍ପୂର୍ଣ ଖବର

ବଦଳିବ ଯୁକ୍ତ୨ ପରୀକ୍ଷା ଢାଞ୍ଚା। ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି, ଚଳିତବର୍ଷ ଯୁକ୍ତ୨ ପରୀକ୍ଷାର ପରିବର୍ତ୍ତନ ହେବ। ୨୦୧୬ ବା ରେଜିଷ୍ଟ୍ରିଭୁକ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସିଲବସରୁ ପ୍ରଶ୍ନ ପଡ଼ିବ।

୫୦ନମ୍ବର ବିଶିଷ୍ଟ ମଲ୍ଟିପୁଲ ଚଏସର ପ୍ରଶ୍ନ ପ୍ରଶ୍ନପତ୍ରରେ ରହିବ। ମଲ୍ଟିପୁଲ ଚଏସର ପ୍ରତ୍ୟେକ ପ୍ରଶ୍ନ ୧ନମ୍ବର ବିଶିଷ୍ଟ ରହିବ। ହାରାହାରି ୩୦ ପ୍ରତିଶତ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ।

Google

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ୨ ବା ୩ ମାର୍କ ବିଶିଷ୍ଟ ରହିବ। ୩୦ପ୍ରତିଶତ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆସିବ ଏବଂ ଏହା ୫ ମାର୍କ ବିଶିଷ୍ଟ ପ୍ରଶ୍ନ ଆସିବ। ଛାତ୍ରଛାତ୍ରୀ ନିଜ ବିଦ୍ୟାଳୟରେ ପରୀକ୍ଷା ଦେବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ପରୀକ୍ଷା ଫି’କୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *