ବାହୁବଳୀ : ମୁଣ୍ଡରେ ଉଠାଇଲେ ୧୪୦ କିଲୋ ଓଜନର ବାଇକ, ଭିଡିଓ ହେଲା ଭାଇରାଲ,ଦେଖନ୍ତୁ ଭିଡ଼ିଓ

ଏବେ ସୋସିଆଲ ମିଡିଆରେ ୯ ସେକେଣ୍ଡର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ମୁଣ୍ଡରେ ମୋଟରସାଇକେଲ ଉଠାଇବାର ଦେଖିବାକୁ ମିଳିଛି। ବ୍ୟକ୍ତି ଜଣକ ମୁଣ୍ଡରେ ବାଇକ ରଖି ବସ ଉପରକୁ ଉଠୁଛନ୍ତି। ଏବେ ଏହି ଭିଡିଓଟି ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ଭିଡିଓ ସେୟାର କରି Dr. ଅଜୟିତା ଲେଖିଛନ୍ତି ଯେ, ଭାରତ ସତରେ ଅବିଶ୍ୱସନୀୟ। ଭିଡିଓଟି ପୋଷ୍ଟ ହେବା ମାତ୍ରେ ଭାଇରାଲ ହୋଇଗଲା। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ଯିଏ ଏହି ଭିଡିଓ ଦେଖୁଛି, ସେ ବ୍ୟକ୍ତିଜଣଙ୍କୁ ପ୍ରଶଂସା କରୁଛନ୍ତି। କିଏ ବାହୁବଳୀ କହିଲା ବେଳକୁ ଆଉ କିଏ ମଧ୍ୟ ଶକ୍ତିମାନ ବୋଲି କହୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *