କୃଷକ ଟ୍ରାକ୍ଟର ରାଲି : ବେରିକେଡସ ଭାଙ୍ଗି ଘୋଡ଼ା ଉପରେ ଚଢି ଦିଲ୍ଲୀରେ ପଶିଲେ କୃଷକ , ଭାଇରାଲ ହେଲା ଭିଡିଓ

ଗଣତନ୍ତ୍ର ଦିବସ ଅବସର ରେ କୃଷକ ମାନଙ୍କର ଆଜି ଟ୍ରାକ୍ଟର ରାଲି ହେଉଛି। କୃଷକ ମାନଙ୍କ ଏହି ରାଲି ରେ କୃଷକ ମାନେ ଘୋଡ଼ା ଉପରେ ବସିଥବାର ନଜର ଆସିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଅଧିକ ଭାଇରାଲ ହୋଇଛି।

ଗଣତନ୍ତ୍ର ଦିବସ ଅବସର ରେ କୃଷକ ମାନଙ୍କର ଟ୍ରାକ୍ଟର ରାଲିି ହୋଇଛି। ଦିଆଯାଇଥିବା ସମୟ ପୂର୍ବରୁ କୃଷକ ମାନେ ସୀଙ୍ଘୁ ଏବଂ ଟିକରୀ ବର୍ଡର ଉପରେ ବେରିକେଡସ ଭାଙ୍ଗି ଦେଲେ, ଯେଉଁ କାରଣରୁ ହଙ୍ଗାମା ସୃଷ୍ଟି ହୋଇଛି। କୃଷକ ମାନଙ୍କର ଏହି ରାଲିି ରେ କୃଷକ ମାନେ ଘୋଡ଼ା ଉପରେ ବସି ଥିବାର ନଜର ଆସିଥିଲେ। ଯେଭଳି
ବେରିକେଡସ ଭାଙ୍ଗିଲା କୃଷକ ମାନେ ଘୋଡ଼ା ଉପରେ ସବାର ହୋଇ ଦିଲ୍ଲୀ ରେ ପଶିଲେ।ଏହାର ଏକ ଭିଡିଓ ବହୁତ ଭାଇରାଲ ହେଉଛି। ଏହି ଭିଡିଓ କୁ ନ୍ୟୁଜ ଏଯେନ୍ସୀ ଏଏନଆଇ ସେୟାର କରିଛି। ସୋସିଆଲ ମିଡ଼ିଆ ରେ ଏହି ଭିଡିଓ ଅଧିକ ଭାଇରାଲ ହେଉଛି।

କହି ରଖୁଛୁ କି ରାଷ୍ଟ୍ରୀୟ ରାଜଧାନୀ ସହିତ ଜଡ଼ିତ ସିଂଙ୍ଘୁ ଏବଂ ଟିକରି ବର୍ଡ଼ର ଉପରେ ପ୍ରଦର୍ଶନ କରୁଥିବା କୃଷକ ମାନଙ୍କର କିଛି ସମୂହ ମଙ୍ଗଳବାର ଦିନ ପୋଲିସ ଅବରୋଧକ କୁ ଭାଙ୍ଗି ଦିଲ୍ଲୀ ରେ ଦାଖିଲ ହୋଇ ଗଲେ। ଏହାପରେ କୃଷକ ମାନେ ଅନେକ ସମୟ ପର୍ଯ୍ୟନ୍ତ ମୁକରବା ଚଉକା ଉପରେ ବସିଲେ, କିନ୍ତୁ ଏହାପରେ ସେମାନେ ସେଠାରେ ଲଗା ଯାଇଥିବା ବେରିକେଡ ଏବଂ ସିମେଣ୍ଟ ର ଅବାରୋଧକ କୁ ଭାଙ୍ଗିବାକୁ ଉଦ୍ୟମ କରି ଥିଲେ।

କୃଷକ ମାନଙ୍କ ସମୂହ ଉପରେ ପୋଲିସ ଲୁହ ଗ୍ୟାସ ଏବଂ ଠେଙ୍ଗା ର ଚାର୍ଜ କରିଥିଲେ। ଅଧିକାରୀ ଙ୍କ କହିବା ଅନୁସାରେ ସୁରକ୍ଷା କର୍ମୀ କୃଷକ ମାନଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ ଏବଂ କହିଥିଲେ କି ରାଜପଥ ଉପରେ ଗଣତନ୍ତ୍ର ଦିବସ ର ପ୍ୟାରେଡ଼ ସମାପ୍ତ ହେବା ପରେ ଦିଲ୍ଲୀ ରେ ଟ୍ରାକ୍ଟର ପ୍ୟାରେଡ଼ କରିବାର ଅନୁମତି ଦିଆ ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *