୫ ବର୍ଷର ଭଉଣୀ ଜୀବନ ବ-ଞ୍ଚା-ଇ-ବା ପାଇଁ ଷଣ୍ଢ ସହିତ ଯୁ-ଦ୍ଧ କରିଥିଲେ ୧୩ ବର୍ଷୀୟ ଭାଇ, ସ୍କୁଲ ବ୍ୟାଗକୁ କରିଥିଲେ ଅ-ସ୍ତ୍ର,ଜାଣନ୍ତୁ କେମିତି ଏକ ସ୍କୁଲ ବ୍ୟାଗ ଦ୍ଵାରା ଷ-ଣ୍ଢ ସହ ଲ-ଢେ-ଇ କରିଥିଲେ ଏହି ୧୩ ବର୍ଷୀୟ ବାଳକ !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଶିଶୁ ପୁରସ୍କାର ଜିତିଥିବା ଦେଶର ୩୨ ଜଣ ପିଲାଙ୍କ ସହ କଥା ହୋଇଥିଲେ | ସେଥିମଧ୍ୟରୁ ଟପ ଥ୍ରୀ ପିଲାଙ୍କୁ ବାହାଦୁର ପୁରସ୍କାର ଦେଇଥିଲେ, ଯେଉଁଥିରେ ୟୁପିର ବାରାବାଙ୍କୀ ନିବାସୀ ଦିବ୍ୟାନସ ସିଂ ମଧ୍ୟ ସାମିଲ ଅଛନ୍ତି, ଯିଏକି ସ୍କୁଲ ବ୍ୟାଗକୁ ଅ-ସ୍ତ୍ର କରି ୧୩ ବର୍ଷ ବୟସରେ ଷଣ୍ଢ ସହ ଯୁ-ଦ୍ଧ କରି ନିଜ ଭଉଣୀର ଜୀବନ ବଞ୍ଚା-ଇଥିଲେ | ଯେଉଁଥିରେ ପ୍ରଭାବିତ ହୋଇ ରାଷ୍ଟ୍ରପତି ରାମନାଥ କୋବିଦ, ପୂର୍ବତନ ରାଜ୍ୟପାଳ ରାମ ନାୟକ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମ୍ମାନିତ କରିଥିଲେ | ଯାହାଙ୍କର ସାହସର କାହାଣୀ ଆଜି ଆମେ ଆପଣଙ୍କୁ କହୁଛୁ |

ଦିବ୍ୟାନସଙ୍କ ବୟସ ଏହି ସମୟରେ ୧୬ ବର୍ଷ ହୋଇଯାଇଛି | ସେ ବାରବାଙ୍କି ସହରର ବାସିନ୍ଦା ଏବଂ ସେ ଜଣେ ସାହସୀ ହେବା ସହିତ ଜଣେ ଭଲ ଛାତ୍ର ଅଟନ୍ତି | ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, କଥାଟି ଜାନୁଆରୀ ୩୦ ତାରିଖ ୨୦୧୮ ର ଅଟେ, ଯେତେବେଳେ ଦିବ୍ୟାନସ ସିଂ ମାତ୍ର ୧୩ ବର୍ଷର ଥିଲେ | ସେ ନିଜର ପାଞ୍ଚ ବର୍ଷର ଭଉଣୀ ସମୃଦ୍ଧି ସହିତ ଅନ୍ୟ ଆଠଜଣ ସ୍କୁଲ ପିଲାଙ୍କ ସହ ଫେରୁଥିଲେ |

Google

ସହରର ରୋଡୱେ ବସ ବେସ ପାଖରେ ଏକ ଷଣ୍ଢ ତାଙ୍କ ଭଉଣୀ ଉପରକୁ ଆ-କ୍ର-ମ-ଣ କରିଥିଲା | କୁହାଯାଉଛି ଯେ ନିଜ ଭଉଣୀଙ୍କ ଜୀ-ବ-ନ ପ୍ରତି ବି-ପ-ଦ ଦେଖି ଦିବ୍ୟାନସୁ ସାହସ ଏବଂ ଅଦମ୍ୟ ସାହସ ଦେଖାଇ ନିଜ ସ୍କୁଲ ବ୍ୟାଗରେ ହିଁ ଆ-କ୍ର-ମ-ଣ-କା-ରୀ ଷଣ୍ଢ ସହ ଯୁ-ଦ୍ଧ କଲେ ଏବଂ ସେହି ବ୍ୟାଗ ସାହାଯ୍ୟରେ ଷଣ୍ଢକୁ ଘଉ-ଡାଇ ଭଉଣୀର ଜୀ-ବ-ନ ର-କ୍ଷା କରିଥିଲେ | ସେହି ସମୟରେ ଦିବ୍ୟାନସୁଙ୍କ ଡାହାଣ ହାତରେ ଚାରୋଟି ଜାଗାରେ ଫ୍ୟା-କ୍ଚ-ର ହୋଇଯାଇଥିଲା |

ଦିବ୍ୟାନସ ସିଂଙ୍କ ବାପା ଡକ୍ଟର ଡିବି ସିଂ ଲକ୍ଷ୍ନୌ ସ୍ଥିତ ଡକ୍ଟର ଶକୁନ୍ତଲା ମିଶ୍ର ଦିବ୍ୟାଙ୍ଗ ବିଶ୍ୱବିଦ୍ୟାଳୟରେ ଛାତ୍ର କଲ୍ୟାଣ ବିଭାଗର ଆସୋସିଏଟ ମୁଖ୍ୟ ଏବଂ ମା ଡକ୍ଟର ବିନିତା ସିଂ ପେଷାର ସ୍ଥିତ ଶ୍ରୀ ଗଙ୍ଗା ମେମୋରିଆଲ ପିଜି କଲେଜରେ ଉପ ପ୍ରାଚାର୍ଯ୍ୟ ଅଛନ୍ତି |.

ଦିବ୍ୟାନସଙ୍କୁ ଏହାପୂର୍ବରୁ ମଧ୍ୟ ୨୦୧୮ ମସିହାରେ ଜାତୀୟ ଶିଶୁ କଲ୍ୟାଣ ପରିଷଦ ଦ୍ୱାରା ‘ରାଣୀ ଲକ୍ଷ୍ମୀବାଇ ବୀରତା’ ପୁରସ୍କାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଛି | ୨୦୧୯ ବର୍ଷ ଜୀବନ ରକ୍ଷା ପଦକ ପାଇ ସାରିଛନ୍ତି |

ଦିବ୍ୟାନସ ରାଜ୍ୟ ସ୍ତରୀୟ ସାଇଣ୍ଟିଫିକ ଇନୋଭେସନ ପୁରସ୍କାର ୨୦୧୯, ଜଙ୍ଗ ଚାଇଲଡ ଆୱାର୍ଡ ଫର ସାଇଣ୍ଟିଫିକ ଇନୋଭେସନ ୨୦୧୮ ସହିତ ଦୁଇ ଡ୍ରଜନରୁ ଅଧିକ ପୁରସ୍କାର ପାଇଁ ନିଜ ବାପାମା ଓ ନିଜ ଜିଲ୍ଲାର ନାମ ରଖିଛନ୍ତି |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *