“ଦ କପିଲ ଶର୍ମା ସୋ” ବନ୍ଦ ହେବାକୁ ଯାଉଛି, ଜାଣନ୍ତୁ ସମ୍ପୂର୍ଣ୍ଣ କାରଣ

କପିଲ ଶର୍ମାଙ୍କ କମେଡି ସୋ, ‘ଦ କପିଲ ଶର୍ମା ସୋ’ ଦର୍ଶକଙ୍କୁ ସବୁବେଳେ ମନୋରଞ୍ଜନ କରିଆସିଛି। ଏହି ସୋ’ରେ ବଲିଉଡରୁ ଆରମ୍ଭ କରି ଛୋଟ ପରଦାର ବହୁ ସଂଖ୍ୟକ ଅତିଥି ଆସି ସେମାନଙ୍କର ଚଳଚ୍ଚିତ୍ରର ପ୍ରମୋସନ କରିଥାନ୍ତି। ଦର୍ଶକମାନେ ଏହି ସୋ’କୁ ବହୁ ଭଲପାଇବା ମଧ୍ୟ ଦେଇଛନ୍ତି। ଲକଡାଉନ ପରେ ଏହି ସୋ ପୁଣି ଆରମ୍ଭ ହୋଇଥିଲା। କିନ୍ତୁ, ଏବେ କପିଲ ଶର୍ମା ଦର୍ଶକମାନଙ୍କ ପାଇଁ ଏକ ଖରାପ ଖବର ନେଇ ଆସିଛନ୍ତି। ଏହି ସୋ’ର ସିଜିନ ଶେଷ ହେବାକୁ ଯାଉଛି।

Google

ସୂଚନା ଅନଯାୟୀ, “ଦ କପିଲ ଶର୍ମା ସୋ”ର ଏହି ସିଜିନ ବର୍ତ୍ତମାନ ବନ୍ଦ ହେବାକୁ ଯାଉଛି, କିଛି ଦିନ ପାଇଁ। ସୋ’କୁ ନେଇ ସରକାରୀ ଘୋଷଣା ମଧ୍ୟ କରାଯିବ। ଏହି ସିଜିନ ଶେଷ ହେଲା ପରେ ଏହାର ଦ୍ଵିତୀୟ ସିଜିନ ସାମ୍ନାକୁ ଆସିବ। ସେହି ପର୍ଯ୍ୟନ୍ତ ଦର୍ଶକମାନଙ୍କୁ “ଦ କପିଲ ଶର୍ମା ସୋ”ର ଫ୍ରେସ ଏପିସୋଡ ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଏହିଭଳି ପରିସ୍ଥିତିରେ ପ୍ରଶଂସକମାନେ ନିରାଶ ହେବା ଆବଶ୍ୟକ ନାହିଁ, କାରଣ କପିଲ ଶର୍ମା ଖୁବ୍ ଶୀଘ୍ର ନୂଆ ଶୈଳୀରେ ଆପଣଙ୍କୁ ମନୋରଞ୍ଜନ କରିବା ପାଇଁ ଆସିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *