କେଟିଏମ ବାଇକ ଦେବେ କହି ଲୁ-ଟି-ନେ-ଲେ ୭୩ ହଜାର

ଅନଲାଇନରେ କେଟିଏମ ବାଇକ କିଣିବାକୁ ଯାଇ ଠକା-ମୀର ଶିକାର ହୋଇଛନ୍ତି ୨ ଯୁବକ। ଗାଡି ବୁକ ହୋଇଗଲା,ଇନସୁରାନ୍ସ ଚାଲିଛି ଏହିପରି ମି-ଥ୍ୟା ପ୍ରଲୋଭନ ଦେଖାଇ, ଅନଲାଇନ ଠ-କ ଥରକୁ ଥର ଲୁ-ଟି-ନେ-ଲା ମୁଟା ଅଙ୍କର ଟଙ୍କା। ଆଉ ଗାଡ଼ି ପାଇବା ଆଶାରେ ଥରକୁ ଥର ଟଙ୍କା ପଠାଇଥିଲେ,ଜଣେ ସରପଞ୍ଚଙ୍କ ପୁଅ ସହିତ ଜଣେ ଜେସିବି ଡ୍ରାଇଭର। କିନ୍ତୁ, ଗାଡ଼ିର ଦେଖାଦର୍ଶନ ମିଳିନଥିଲା,ହେଲେ ଆକାଉଣ୍ଟରୁ ଚାଲିଯାଇଥିଲା ୭୩ ହଜାର ୨ସହ ଟଙ୍କା। ପରେ ଠକା-ମିର ଶି-କା-ର ହୋଇଥିବା ଜାଣିପାରି ଥା-ନା-ରେ ଅଭି-ଯୋଗ କରିଥିଲେ।

ଠକା-ମିର ଶି-କା-ର ହୋଇଥିବା ୨ଯୁବକ ହେଉଛନ୍ତି, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସରପଞ୍ଚ ଉତ୍ମେ ହୁଇକାଙ୍କ ପୁଅ ସଚିନ ହୁଇକା ଓ ଅନ୍ୟ ଜଣକ ଖାଲକଣା ଗ୍ରାମର ଜେସିବି ଡ୍ରାଇଭର ସୁଖ ସାର୍କା।ଏହି ୨ଜଣ ଯୁବକ ଫେସବୁକରେ ଲାଇକ କରି କେଟିଏମ ବାଇକ ପାଇଁ ପ୍ରଥମେ ୩ ହଜାର ଟଙ୍କା ଅନଲାଇନ ସାହାର୍ଯ୍ୟରେ ଦେଇଥିଲେ। ଆପଣଙ୍କ ବାଇକ ରେଜିଷ୍ଟ୍ରେସନ ହେଇଗଲା,ଆପଣଙ୍କୁ ହୋମ ଡେଲିଭେରି କରି ଦିଆଯିବ ବୋଲି କହିଥିଲେ ଅନଲାଇନ ଠ-କ। ଆପଣ ଅନଲାଇନ ଦ୍ଵାରା ଟଙ୍କା ଜମା କରିବେ ନା ନଗଦ ଆକାରରେ ଟଙ୍କା ଦେବେ ବୋଲି ମଧ୍ୟ ପଚାରିଥିଲେ, ଅନଲାଇନ ଠ-କ। ଅନଲାଇନ ଠ-କ-ର କଥାକୁ ବିଶ୍ୱାସ କରି, ଏହି ୨ଯୁବକ ୨୧ ତାରିଖରେ ୨୨ହଜାର ଟଙ୍କା,୨୨ ତାରିଖରେ ୧୮ହଜାର ଟଙ୍କା ଜମା କରିଥିଲେ।

Google

ଟଙ୍କା ପାଇବା ପରେ ଅନଲାଇନ ଠ-କ ଜଣକ ୧୮ ହଜାର ୪ ଶହ ଟଙ୍କା ଦେବାକୁ କହିଥିଲା। କିନ୍ତୁ, ତମେ ୧୮ ହଜାର ଦେଇଥିବାରୁ ସେ ଟଙ୍କା ଫେରସ୍ତ କରିଦେଇଥିଲା। ଏହାପରେ, ୨ଯୁବକ ୧୮ ହଜାର ୪ ସହ ଟଙ୍କା ଦେଇଥିଲେ। ଟଙ୍କା ମିଳିବାର କିଛି ସମୟ ପରେ ତମ ଗାଡ଼ି ରାୟଗଡ଼ାରେ ପହଞ୍ଚି ଇନ୍ସୁରାନ୍ସ କାମ ଚାଲିଛି କହି ଇନ୍ସୁରାନ୍ସ ବାବଦକୁ ୧୪ ହଜାର ୮ସହ ଟଙ୍କା ମାଗିଥିଲା। ପୁଣିଥରେ, ଅନଲାଇନ ଠ-କ-ର କଥାକୁ ବିଶ୍ବାସ କରି ଏହି ୨ଯୁବକ ଅନଲାଇନରେ ଟଙ୍କା ଜମା କରିଥିଲେ।

ଏହିପରି ଭାବରେ ୭୩ ହଜାର ୨ସହ ଟଙ୍କା ଅନଲାଇନରେ ଜମା କରି ଘଣ୍ଟା ଘଣ୍ଟା ଜଗି ରହିଥିଲେ। କିନ୍ତୁ, ବାଇକର ଦେଖା ମିଳିନଥିଲା। ପରେ, ୨ଯୁବକ ଠକା-ମିର ଶି-କା-ର ହୋଇଥିବା ଜାଣିପାରି ଲକ୍ଷ୍ମୀପୁର ଥା-ନା-ରେ ଅଭି-ଯୋଗ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *