ଅ-ଶ୍ଳୀ-ଳ ଭିଡ଼ିଓ ଦେଖୁଥିବା ଲୋକଙ୍କ ପାଇଁ ବଢିଲା ମୁସ୍କିଲ, ପପୁଲାର ୱେବସାଇଟରୁ ଡାଟା ଲିକ,ଜାଣନ୍ତୁ ପୁରା ଖବର

ଏକ ପପୁଲାର ପ- ର୍ନ ୱେବ୍ସାଇଟର ୟୁଜର୍ସଙ୍କ ତଥ୍ୟ ଲିକ ହୋଇଯାଇଛି। ଏହି ତଥ୍ୟରେ ୟୁଜର୍ସଙ୍କ ନାମ ଓ ଇମେଲ ପରି ସୂଚନା ସାମିଲ ଅଛି। ରିପୋର୍ଟ ମୁତାବିକ, ହ୍ୟାକର୍ଷ ଏହି ତଥ୍ୟର ବ୍ୟବହାର ସାଇବର ଆଟାକ କିମ୍ବା ୟୁଜର୍ସଙ୍କୁ ବ୍ଲାକମେଲ କରିବା ପାଇଁ ବ୍ୟବହାର କରିପାରେ।

ସାଇବର ୟୁଜର ଏକ ରିପୋର୍ଟ ମୁତାବିକ, ମାଇଫ୍ରିକେମ୍ସ ନାମକ ଏକ ପର୍ନ ୱେବସାଇଟର ତଥ୍ୟ ଲିକ ହୋଇଯାଇଛି। ଲିକ ହୋଇଥିବା ତଥ୍ୟରେ ପାଖାପାଖି ୨୦ଲକ୍ଷ ୟୁଜର୍ସଙ୍କ ସୂଚନା ଥିଲା। ରିପୋର୍ଟ ଅନୁସାରେ ଲିକ ହୋଇଥିବା ତଥ୍ୟରେ ୟୁଜର୍ସଙ୍କ ଇମେଲ ଆଇଡି, ଠିକଣା, ୟୁଜରନେମ ଓ ପାସୱାର୍ଡ ଭଳି ଜିନିଷ ସାମିଲ ଅଛି। ଏହି ଜିନିଷକୁ ବ୍ଲାକମାର୍କେଟରେ ବିକ୍ରି କରାଯାଉଛି।

Google

ତଥ୍ୟ ବଦଳରେ ବିଟକୋଏନ:-

ରିପୋର୍ରେ କୁହାଯାଇଛିକି ୟୁଜର ଡାଟାବେସକୁ ଏକ ହ୍ୟାକର୍ଷଙ୍କ ଏକ ପ୍ରସିଦ୍ଧ ଫୋରମରେ ବିକ୍ରି କରାଯାଉଛି। ତଥ୍ୟ ବଦଳରେ ବିଟକୋଏନ ଡିମାଣ୍ଡ କରାଯାଉଛି। ୧୦ ହଜାର ୟୁଜର୍ସଙ୍କ ତଥ୍ୟ ବଦଳରେ ୧୫୦୦ ଡଲାର ବିଟକୋଏନ ରୂପରେ ନିଆଯାଉଛି। ଦାବି କରାଯାଉଛିକି ୧୦ହଜାର ୟୁଜର୍ସଙ୍କ ତଥ୍ୟକୁ କିଣି ଅତିକମରେ ୧୦ହଜାର ଡଲାର ଆୟ କରିହେବ।

ତଥ୍ୟ ଲିକର ଖବର ଆସିବା ପରେ ପ-ର୍ନ ୱେବସାଇଟ ନିଜେ ଏହି ବିଷୟରେ ସୂଚନା ଦେଇଛି ଓ କହିଛିକି ୟୁଜର୍ସଙ୍କୁ ସୂଚନା ଦେବା ପରେ ପାସୱାର୍ଡକୁ ରିସେଟ କରାଯାଇଛି।

ଚୋରୀ କରାଯାଇଥିବା ତଥ୍ୟର ଏକ ସେମ୍ପଲ ଦେଖିବା ପରେ ଜଣାପଡିଛିକି, ଏଥିରେ ୟୁଜରନେମ, ଠିକଣା, ମାଇଫ୍ରିକେମ୍ସ ଟୋକନ ବାଲାନ୍ସ ଓ ପାସୱାର୍ଡ ଇନଫରମେସନ ପ୍ଳାନ ଟେକଷ୍ଟ ଭାବରେ ଲେଖା ହୋଇଛି। ଜଣାଇଦେଉଛୁକି ମାଇଫ୍ରିକେମ୍ସ ଏକ ପପୁଲାର ପର୍ନୱେବସାଇଟ ଯେଉଁଥିରେ ପାଖାପାଖି ମାସିକ ୭୦ମିଲିୟନ ଦର୍ଶକ ଅଛନ୍ତି। ପପୁଲାର ଏଡଲ୍ଟ ସାଇଟ ମାମଲାରେ ଏହା ୨୭ତମ ସ୍ଥାନରେ ଅଛି। ଯଦି ଆପଣ ମାଇଫ୍ରିକେମ୍ସ ୟୁଜର ତେବେ ଭଲ ହେବ ଆପଣ ଅତିଶୀଘ୍ର ନିଜର ପାସୱାର୍ଡକୁ ପରିବର୍ତ୍ତନ କରିଦିଅନ୍ତୁ।

Google

ଧ୍ୟାନଦିଅନ୍ତୁ, ହ୍ୟାକର୍ଷ ଅନେକ ପ୍ରକାର ଚୋରୀ କରାଯାଉଥିବା ସୂଚନା ବ୍ୟବହାର କରିପାରନ୍ତି। ହ୍ୟା-କ-ର୍ଷ ୟୁଜରଙ୍କ ମାଇଫ୍ରିକେମ୍ସ ଟୋକନ ବାଲାନ୍ସକୁ ମଧ୍ୟ ଶେଷ କରିପାରିବେ। ଏହା ବ୍ଯତୀତ ୟୁଜର୍ସଙ୍କୁ ବ୍ଲାକମେଲ କରିବା ପାଇଁ ଇମେଲ ଆସିବା, ଯେଉଁଥିରେ ତାଙ୍କର ଏହି ସୂଚନା ପରିବାର କିମ୍ବା ସାଙ୍ଗମାନଙ୍କ ସହିତ ସେୟାର କରିଦିଆଯିବ ବୋଲି ଧମକ ମଧ୍ୟ ମିଳିଛି। ଇମେଲ ଏଡ୍ରେସକୁ ସ୍ପାମ ପାଇଁ ବ୍ୟବହାର କରାଯାଇପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *