ଏହି ବଡ଼ ବିଜିନେସ୍ ମ୍ୟାନ ଖୁସି ହୋଇ ଭାରତର ୬ କ୍ରିକେଟରଙ୍କୁ ଉପହାର ଦେବେ ଦାମୀ କାର, ଜାଣନ୍ତୁ ସେ ବିଜିନେସ୍ ମ୍ୟାନ କିଏ ଏବଂ କାହାକୁ କାହାକୁ ଓ କେଉଁ କାର ଉପହାର ଦେବେ ?

ପୂରା ଦେଶ ଭାରତୀୟ କ୍ରିକେଟ ଦଳ ଉପରେ ଆଶୀର୍ବାଦ ଓ ଶୁଭେଚ୍ଛା ଦେଉଛନ୍ତି|ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହି ୬ ଖେଳାଳିଙ୍କୁ ନୂଆ ଥର ଉପହାର ଦେବା ପାଇଁ କହିଛନ୍ତି, ଯେଉଁମାନେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଐତିହାସିକ ବିଜୟ ହାସଲ କରିଛନ୍ତି|ମହିନ୍ଦ୍ରା ୱସିଙ୍ଗଟନ ସୁନ୍ଦର,ଶାର୍ଦୁଲ ଠାକୁର, ମହମ୍ମଦ ସିରାଜ,ନଵଦୀପ ସୈନି,ଟି ନଟରାଜନ,ଶୁଭମ ଗିଲଙ୍କୁ ନୂଆ ଭାବେ ଲଞ୍ଚ ହୋଇଥିବା ଥର ୨୦୨୦ଏସୟୁଭି ଦେବାପାଇଁ ଘୋଷଣା କରିଛନ୍ତି|

ଏହି ଗାଡିର ଡିଜାଇନ୍ କଥା ଯଦି କହିବା ଏହା ଏକ ଇଭୋଲ୍ୟୁସନାରୀ ଦେଖିବାକୁ ମିଳିବ ଯାହା ବଡ ଗ୍ରାହକ ପାଇଁ ପସନ୍ଦଯୋଗ୍ୟ|ଏହାର ଡାଇମେନସନ ଵଡ ରହିଛି|ବଡ ହ୍ୱିଲ ଆର୍ଚ ସହ ଵଡି ବିଲଡିଙ୍ଗ ଓ ରିଫାଇନ୍ଡ ଲାଇସେନ୍ସରେ ଏହା ଵଡ ଆକର୍ଷକ ଦେଖାଯାଇଥାଏ|ଏହି ଏସୟୁଭିର ଗ୍ରାଉଣ୍ଡ କ୍ଲିୟରାନ୍ସ ୨୨୬ ମିମି ଯାହା ବହୁତ ଉଚ୍ଚତା|

Google

ଏହାର ଏକ ଖାସ କଥା ହେଲା ଥର ଏକ ମହଶୂର ବିଦେଶୀ ଏସୟୁଭି ଭଳି ଦେଖାଯାଏ|କିନ୍ତୁ ମହିନ୍ଦ୍ରା ଥରର ଜିପ୍ ଇତିହାସ ୭୦ବର୍ଷ ପୂରୁଣା|ତେଣୁ ଏଥିରେ ଚୋରିର ପ୍ରଶ୍ନ ଉଠୁନାହିଁ|ତେଣୁ ଏହା ବଜାରରେ ସବୁଠାରୁ ଭଲ ଓ ନୂଆ ଢାଞ୍ଚାରେ ନିର୍ମାଣ କରାଯାଇଛି|

ଏହାର କୋଟିଙ୍ଗ ଓ ଫିନିସିଙ୍ଗ ପର୍ଯ୍ୟନ୍ତ ଏହାର ଡିଜାଇନ୍ ଠାରୁ ଇକ୍ୟୁପମେଣ୍ଟ ପର୍ଯ୍ୟନ୍ତ ପସନ୍ଦଯୋଗ୍ୟ ଓ ଆକର୍ଷଣୀୟ କରିବା ପାଇଁ ମହିନ୍ଦ୍ରା ବହୁତ ପରିଶ୍ରମ କରିଛି|ଏଥିରେ ୬ସିଟର ଓ ୪ ସିଟର ଲେଆଉଟ୍ ମିଳେ ଓ ଆଣ୍ଡ୍ରଏଡ ଅଟୋ ଭଳି ସମସ୍ତ ସୁବିଧା ରହିଛି|

Google

ଏଥିରେ ବହୁତ ପାୱାର ଟ୍ରେନ ଗିୟର ବକ୍ସ ଅପ୍ସନ୍ ମଧ୍ୟ ରହିଛି|ଏହା ପ୍ରଥମ ଥର ପେଟ୍ରୋଲ ଇଞ୍ଜିନରେ ପରୀଚାଳିତ|ଏହାର ୨.୦ ଲିଟର ୟୁନିଟ ୧୫୨ ବିଏଚପି ପାୱାର ଉତ୍ପନ୍ନ କରିଥାଏ|

ଏହାର ସୁରକ୍ଷା କଥା ଯେ ୨୦୨୦ ଥରରେ ଦୁଇଟି ଫ୍ରଣ୍ଟ ଏୟାରବ୍ୟାଗ ଷ୍ଟେଡର୍ସ ମିଳିଥାଏ|ଏହା ସର୍ବଶ୍ରେଷ୍ଠ ଅଫ ରୋଡର୍ସ ଭାବେ ପରିଚିତ|ଏଥିରେ ଆନ୍ତର୍ଜାତିକ ୱଇପ୍ ଡାଉନ୍ ଓ ଟାୟାରର ଦିଗ ନିର୍ଣ୍ଣୟ ନିମନ୍ତେ ମନିଟର ମଧ୍ୟ ରହିଛି|

छवि

ଏହାକୁ ୪ଷ୍ଟାର ରେଟିଙ୍ଗ ମଧ୍ୟ ମିଳିଛି|ମହିନ୍ଦ୍ରା ଥର ଭାରତର ସୁରକ୍ଷିତ କାର ଭାବେ ପରିଚିତ|ଏହାର ମୂଲ୍ୟ ୯.୮୦ ଲକ୍ଷରୁ ଆରମ୍ଭ ହୋଇ ୧୩.୭୫ ଲକ୍ଷ ପର୍ଯ୍ୟନ୍ତ ରହିଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *