ମା’ ଓ ନବଜାତ ଶିଶୁଙ୍କ ପାଇଁ ଦେବଦୂତ ସାଜିଲେ ଯ-ବା-ନ, ଦେଖନ୍ତୁ ଭିଡିଓ

ଯିଏ ଗୁ-ଳି-କୁ ଭୟ କରେନି, ତାକୁ ବରଫ କ’ଣ ଡରାଇବ। ଯିଏ ଖର,ବର୍ଷା,ଶୀତ ଓ ତୁଷାରପାତ ସମୟରେ ମଧ୍ୟ ସୀ-ମା-ରେ ଶ-ତ୍ରୁ-ର ଗତିବିଧିକୁ ନ-ଜ-ର ରଖିବା ସହ ଆମକୁ ସୁରକ୍ଷା ଦେଇଥାନ୍ତି| ସେ ଆଉ କେହି ନୁହନ୍ତି, ଆମ ଯ-ବା-ନ। କେବଳ ଶ-ତ୍ରୁ-କୁ ନୁହେଁ, ବିପଦ ସମୟରେ ଦେଶର ନାଗରିକ ମାନଙ୍କୁ ସୁରକ୍ଷା କରିବା ପାଇଁ ପଛ-ଘୁଞ୍ଚା ଦେଇନଥାନ୍ତି। ଶନିବାର ଭାରତୀୟ ସେନାଙ୍କ ମଣିଷ ପଣିଆର ଆଉ ଏକ ଉଦାହରଣ।

ଦେବଦୂତ ସାଜି ଆସିଥିଲେ ଯ-ବା-ନ। ପ୍ରବଳ ବରଫ ଓ ତୁଷାରପାତ ମଧ୍ୟରେ ମା’ ଓ ନବଜାତ ଶିଶୁକୁ କାନ୍ଧରେ ବୋହି ନେଲେ। ୬ କିଲୋମିଟର ବାଟ କାନ୍ଧରେ ବୋହି ସୁରକ୍ଷିତ ଭାବରେ ନିଜ ଘରେ ପହଁଞ୍ଚାଇଛନ୍ତି। ଜମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲାରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଶନିବାର ଦିନ କୁପୱାଡା ଜିଲ୍ଲାରେ ପ୍ରବଳ ଥଣ୍ଡା ସହିତ ତୁଷାରପାତ ହୋଇଥିଲା।ଯାହାଦ୍ଵାରା ଯାତାୟାତ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦିଆଯାଇଥିଲା।

ଏହିଭଳି ପରିସ୍ଥିତିରେ ହସ୍ପିଟାଲରେ ଜଣେ ମା’ ଓ ନବଜାତ ଶିଶୁ ଫସି ରହିଥିଲେ। ଏହି ଖବର ପାଇବା ପରେ 28RR ବାଟାଲିଅନର ଯବା-ନ-ମାନେ ସେଠାରେ ପହଞ୍ଚି ମହିଳା ଓ ନବଜାତ ଶିଶୁକୁ ଉ-ଦ୍ଧା-ର କରିଥିଲେ। ଏହି ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି, “ଚିନାର କୋର”। ଏହି ସମୟର ଘଟ-ଣାକୁ ଏକ ଭିଡିଓରେ ଉତ୍ତୋଳନ କରି ଭାରତୀୟ ସେ-ନା-ର ଅଫିସିଆଲ୍ ଟୁଇଟର ଏକାଉଣ୍ଟରେ ସେୟାର କରିଦେଇଥିଲେ। ଯବା-ନମା-ନଙ୍କର ଏଭଳି ମହାନତାର ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଭିଡିଓଟି ଭାଇ-ରାଲ ହେବାରେ ଲାଗିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *