ଯୁବରାଜ ସିଂହଙ୍କ ସ-ମ-ସ୍ୟା ବଢିଲା, ୟୁଜବେନ୍ଦ୍ର ଚହଲଙ୍କ ବିଷୟରେ ଦେଇଥିଲେ ଅ-ପ-ମା-ନ ଜନକ ଟିପ୍ପଣୀ

ଟିମ ଇଣ୍ଡିଆର ପୂର୍ବତନ କ୍ୟାପ୍‌ଟେନ୍‌ ଯୁବରାଜ ସିଂହଙ୍କ ସ-ମ-ସ୍ୟା ବଢ଼ିବାରେ ଲାଗିଛି। ବିସିସିଆଇ ତାଙ୍କୁ ସେୟଦ ମୁସ୍ତାକ୍‌ ଅଲ୍ଲୀ ଟ୍ରଫି ୨୦୨୧ରେ ଖେଳିବାକୁ ଅ-ନୁ-ମ-ତି ଦେଇନଥିବା ସମୟରେ, ଏବେ ତାଙ୍କ ଉପରକୁ ଆଉ ଏକ ବି-ପ-ଦ ଆସିଯାଇଛି।

Google

ସୂଚନା ମୁତାବକ, ଗତବର୍ଷ ଯୁବରାଜ ସିଂହ ରୋହିତ ଶର୍ମାଙ୍କ ସହ ଲା-ଇ-ଭ ଚା-ର୍ଟ କରୁଥିଲେ। ସେହି ସମୟରେ ୟୁଜବେନ୍ଦ୍ର ଚହଲଙ୍କ ଉପରେ ଏକ ଅ-ପ-ମା-ନ ଜନକ ଟିପ୍ପଣୀ ଦେଇଥିଲେ। ପରେ ଭିଡିଓ ଭା-ଇ-ରା-ଲ ହୋଇଯାଇଥିଲା। ବି-ବା-ଦୀ-ୟ ସ-ମ-ସ୍ୟା ଦେଖାଯିବା କାର-ଣରୁ ଯୁବରାଜ ଚହଲଙ୍କୁ କ୍ଷମା ମାଗିଥିଲେ।

ପରେ ନ୍ୟାସନାଲ ଅଲାୟନ୍ସ ଓ ଦଳିତ ମାନବ ଅଧିକାରର ସଂଯୋଜକ ରଜତ କଲସନ୍‌ ଅ-ଦା-ଲ-ତ-ରେ ଯୁବରାଜ ସିଂହଙ୍କ ବି-ରୁ-ଧ-ରେ ପିଟି-ସନ୍‌ ଦା-ଖ-ଲ କରିଥିଲେ। ଯାହାଦ୍ୱାରା ବି-ବା-ଦ ଅଧିକ ବଢ଼ିବାରେ ଲାଗିଥିଲା। ସେହିସମୟରେ ଯୁବରାଜଙ୍କୁ ଗି-ର-ଫ କରିବା ପାଇଁ ଦାବି ମଧ୍ୟ କରିଥିଲେ। ଦଳିତ ସମାଜ ପାଇଁ ସେ ବ୍ୟବହାର କରିଥିବା ଅପ-ମାନ-ଜନକ ଶବ୍ଦ ପାଇଁ, ହରିୟାଣା ପୋ-ଲି-ସ-ରେ ମା-ମ-ଲା ରୁ-ଜୁ କରାଯାଇଥିଲା। ଆଉ ଏବେ କେ-ସ-କୁ ଚଣ୍ଡୀଗଡ଼ ପୋ-ଲି-ସ-କୁ ହସ୍ତାନ୍ତର କରାଯାଇଛି। ଚଣ୍ଡୀଗଡ଼ ପୋ-ଲି-ସ ମା-ମ-ଲା ବିଷୟରେ ତ-ଦ-ନ୍ତ କରୁଛନ୍ତି। କୋ-ର୍ଟ ମା-ମ-ଲା ବିଷୟରେ ଜାଣିବା ପାଇଁ ଏପ୍ରିଲ ୪ ତାରିଖରେ ରି-ପୋ-ର୍ଟ ଦା-ଖ-ଲ କରିବା ପାଇଁ ଅନୁ-ମତି ଦେଇଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *