ସମୟ ରାତି ୨ଟାରେ ମେଲ୍ ଚେକ୍ କରିବାକୁ ଉଠିଥିଲେ ବ୍ୟକ୍ତି,ଦେଖିଲେ ୭୫ କୋଟି ଟଙ୍କା ସେ ଜଣେ ଜିତି ଯାଇଛନ୍ତି,ଆଉ ତା ପରେ ..ଜାଣନ୍ତୁ ପୁରା ଘଟଣା

ଅଷ୍ଟ୍ରେଲିଆରେ ରହୁଥିବା ଏକ ବ୍ୟକ୍ତି ଗୁରୁବାର ଦିନ ଶୀଘ୍ର ଆଖି ଲାଗିଯିବାରୁ ସୋଇପଡ଼ିଥିଲେ, କିନ୍ତୁ ୨ଟାରେ ନିଦ ଭାଙ୍ଗିବାରୁ ସେ ଉଠି ଇ-ମେଲ୍ ଚେକ୍ କରିବାକୁ ଲାଗିଥିଲେ|କିନ୍ତୁ ତାଙ୍କୁ ଅନୁମାନ ଥିଲା ଯେ ଏକ ବଡ ପରିମାଣରେ ମୂଲ୍ୟ ଜିତିବେ|

ପ୍ରକୃତରେ ଏହି ବ୍ୟକ୍ତି ପାୱାରୱଲ୍ ଲଟେରୀରେ ୧୦ମିଲିୟନ ଡଲାରର ଜ୍ୟାକପଟ୍ ହାସିଲ କରିଥିଲେ|ବ୍ରିସବେନର ଟ୍ରେଣ୍ଡଗେଟରେ ରହୁଥିବା ଏହି ବ୍ୟକ୍ତି ଟ୍ରେଡିଙ୍ଗ କରେ ଓ ପୂର୍ବରୁ କିଛି ବର୍ଷ ଧରି ଲଟେରୀରେ ଟଙ୍କା ଲଗାଏ|ଏହି ବ୍ୟକ୍ତି ଯେତେବେଳେ ଜାଣିଲେ ଯେ ପାୱାରୱଲର ୧୦ ମିଲିଯନ ଡଲାରର ପୁରସ୍କାର ଜିତିଛନ୍ତି,ଯାହା ପାଖାପାଖି ୭୫ କୋଟି ଟଙ୍କା ହେବ, ସେତେବେଳେ ନିଦ ଭାଙ୍ଗିଗଲା|

Google

ବ୍ୟକ୍ତିସହ କଥାବାର୍ତ୍ତା ହେଲାବେଳେ ସେ କହିଲେ ଯେ ତାଙ୍କୁ ଲାଗିଲା ଯେ ସେ ୧୦ହଜାର ଡଲାର ଜିତିଛନ୍ତି|ଏହାକୁ ନେଇ ସେ ବହୁତ ଖୁସି ଥିଲେ କାରଣ ସେ ଟପ୍ ପ୍ରାଇଜ୍ ଜିତିଥିଲେ|ଏହି ବ୍ୟକ୍ତି ଜିତିଥିବା ପରିମାଣ ୧କୋଟି ଡଲାର ଯାହା ପାଖାପାଖି ୭୫ କୋଟି ଟଙ୍କା ହେବ|

ଏହାପରେ ସେ କହିଛନ୍ତି ଏହା ମୋ ନିଜର କାମ| ଜିତିଲା ପରେ ମଧ୍ୟ ଏହା କରିବି|ମୁଁ ଏହି କଥା ପରିବାରକୁ ଜଣାଇଥିଲି ଓ କହିଥିଲି ଯେ ଜିତିବା ପରେ ମଧ୍ୟ ଏହା ଜାରି ରଖିବି|ଯଦି ଏହା ମୁଁ ନକରେ ତେବେ ମୋତେ ବୋର ଲାଗେ|ଏବେ ମୋର ପ୍ରାୟ ସମସ୍ୟା ଶେଷ ହୋଇଛି|

ଏହି ବ୍ୟକ୍ତି ନିଜ ବାପା ମା’ଙ୍କ ପାଇଁ ଏକ ଘର ନେବାକୁ ଯୋଜନା କରୁଛନ୍ତି|ସେ କହିଛନ୍ତି ମୋ ଦିମାଗରେ ବହୁତ କିଛି ଜିନିଷ ରହିଛି କିନ୍ତୁ ଠିକ ଭାବରେ ଭାବି ପାରୁନାହିଁ କାରଣ ମୋତେ ଏହା ସ୍ୱପ୍ନଭଳି ଲାଗୁଛି|ପୂର୍ବବର୍ଷ ୧୪ପାୱରୱଲ୍ ଡିଭିଜନ ୧ନମ୍ଵର ବିଜେତାଙ୍କୁ ମୋଟ୍ ୪୭୦ ମିଲିୟନ ଡଲାର ଅର୍ଥରାଶି ମିଳିଥିଲା

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *