ଆଇପିଏଲ 2021 : ଖେଳାଳିଙ୍କୁ ରିଟେନ ଓ ରିଲିଜ କରିବା ପରେ କେଉଁ ଦଳ ପାଖରେ କେତେ ଟଙ୍କା ରହିଲା,ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ଆଇପିଏଲର 14 ତମ ସଂସ୍କରଣ ପାଇଁ ଜାନୁଆରୀ 20 ତାରିଖ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ଏହି ଦିନରେ ପ୍ରତିଟି ଦଳ ନିଜର ରିଟେନ ଓ ରିଲିଜ ଖେଳାଳିଙ୍କ ଲିଷ୍ଟ ଜାରି କରିଥିଲେ । ଅଷ୍ଟ୍ରେଲିଆର ତିନି ପ୍ରମୁଖ ଖେଳାଳି ଷ୍ଟିଭ ସ୍ମିଥ, ଗ୍ଲେନ ମାକ୍ସୱେଲ ଓ ଆରୋନ ଫିଞ୍ଚଙ୍କୁ ଝଟକା ଲାଗିଛି କାରଣ ଏମାନଙ୍କୁ ସେମାନଙ୍କ ଆଇପିଏଲ ଦଳ ରିଲିଜ କରିଦେଇଛି ।

ଷ୍ଟିଭ ସ୍ମିଥଙ୍କୁ ରାଜସ୍ଥାନ ରୟାଲସ ରିଲିଜ କରି ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଅଧିନାୟକ ନିଯୁକ୍ତି ଦେଇଛି । ସେହିପରି ଗ୍ଲେନ ମାକ୍ସୱେଲଙ୍କୁ ପଞ୍ଜାବ ବାଦ ଦେଇଥିବା ବେଳେ ଆରୋନ ଫିଞ୍ଚଙ୍କୁ ବାଙ୍ଗାଲୋର ରିଲିଜ କରିଦେଇଛି । ସେହିପରି ରାଇନାଙ୍କୁ ଚେନ୍ନାଇ ନିଜ ଦଳରେ ରଖିବାର ନିଷ୍ପତ୍ତି ନେଇଛି ।

ପ୍ରମୁଖ ଖେଳାଳି ମାନଙ୍କ ମଧ୍ୟରୁ ପଞ୍ଜାବ ସେଲଡନ କଟ୍ରେଲ, ଜିମି ନିଶାମ ଓ ମୁଜୀବ ଉର ରେହମାନଙ୍କୁ ବାଦ ଦେଇଛି । ସେହିପରି ମୁମ୍ବାଇ ଓ ଚେନ୍ନାଇ ଲସିଥ ମାଲିଙ୍ଗା ଓ ହରଭଜନ ସିଂହଙ୍କୁ ମଧ୍ୟ ଦଳରେ ରଖି ନାହାଁନ୍ତି ।

ଆସନ୍ତୁ ଜାଣିବା ପ୍ରତିଟି ଦଳର ରିଲିଜ ଓ ରିଟେନ ଖେଳାଳିଙ୍କ ନାମ :-

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର :-

Google

ରିଟେନ ଖେଳାଳି :- ବିରାଟ କୋହଲି (ଅଧିନାୟକ), ଏବି ଡି ଭିଲିୟର୍ସ, ଦେବଦତ୍ତ ପାଦିକଲ, ମହମ୍ମଦ ସିରାଜ, ନବଦୀପ ସାଇନି, ୱାଶିଂଟନ୍ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ଜୋଶ ଫିଲିପ, ପୱନ ଦେଶପାଣ୍ଡେ, ଶାହବାଜ ଅହମ୍ମଦ, ଆଦାମ ଜାମ୍ପା, କେନ ରିଚାର୍ଡସନ ।

ରିଲିଜ ଖେଳାଳି :- ଗୁରକୀରତ ସିଂ, ମୋଇନ୍ ଅଲି, ପାର୍ଥିବ ପଟେଲ, ପୱନ ନେଗି, ଶିବମ ଦୁବେ, ଉମେଶ ଯାଦବ, ଆରୋନ ଫିଞ୍ଚ, କ୍ରିସ ମୋରିସ, ଡେଲ ଷ୍ଟେନ, ଆରୋନ ଫିଞ୍ଚ ।

ବଳକା ରାଶି : 35.9 କୋଟି

ଚେନ୍ନାଇ ସୁପର କିଙ୍ଗସ :-

ରିଟେନ ଖେଳାଳି :-

ଏମଏସ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେଏମ ଆସିଫ, ଦୀପକ ଚହର, ଡୱେନ ବ୍ରାଭୋ, ଫାଫ ଡୁ ପ୍ଲେସିସ୍, ଇମ୍ରାନ ତାହିର, ନାରାୟଣ ଜଗଦୀଶନ, କର୍ଣ୍ଣ ଶର୍ମା, ଲୁଙ୍ଗି ନିଗିଡି, ମିଚେଲ ସାଣ୍ଟନର୍, ରବିନ୍ଦ୍ର ଜାଡେଜା, ରିତୁରାଜ ଗାଇକୱାଦ, ଶାର୍ଦୁଲ ଠାକୁର ହେଜଲଉଡ୍, ସାଇ କିଶୋର, ସାମ୍ କରନ୍ ।

ରିଲିଜ ଖେଳାଳି :- ହରଭଜନ ସିଂହ, ପୀୟୂଷ ଚାୱାଲା, ଶେନ ୱାଟସନ, ମୂରଲୀ ବିଜୟ, କେଦାର ଯାଦବ ।

ବାକି ରାଶି :- 19.9 କୋଟି

ରାଜସ୍ଥାନ ରୟାଲସ :-

ରିଟେନ ଖେଳାଳି :- ସଞ୍ଜୁ ସାମସନ୍ (ଅଧିନାୟକ), ବେନ୍ ଷ୍ଟୋକ୍ସ, ଜୋଫ୍ରା ଆର୍ଚର, ଜୋସ୍ ବଟଲର, ରିଆନ୍ ପାରାଗ, ଶ୍ରେୟାସ ଗୋପାଳ, ରାହୁଲ ତେୱାଟିଆ, ମହିପାଲ ଲୋମର, କାର୍ତ୍ତିକ ଟାୟାଗି, ଆଣ୍ଡ୍ରିୟୁ ଟାଇ, ଜୟଦେବ ଉନାଦକତ, ମୟଙ୍କ ମାର୍କଣ୍ଡେ, ଯଶସ୍ୱି ଜୟଶ୍ୱାଲ, ଅନୁଜ ରାୱତ, ଡେଭିଡ ମିଲର, ମନନ ଭୋରା ।

ରିଲିଜ ଖେଳାଳି :-

ଷ୍ଟିଭ ସ୍ମିଥ, ଅଙ୍କିତ ରାଜପୁତ, ଓଶେନ ଥୋମାସ, ଆକାଶ ସିଂ, ବରୁଣ ଆରୋନ, ଟମ କରନ, ଅନିରୁଦ୍ଧ ଯୋଶୀ, ଶଶାଙ୍କ ସିଂ।

ବଳକା ରାଶି :- 34.85 କୋଟି

ଦିଲ୍ଲୀ କ୍ୟାପିଟାଲସ

ରିଟେନ ଖେଳାଳି :- ଶିଖର ଧାୱନ, ପ୍ରୀତି ଖାଁ, ଅଜିଙ୍କ୍ୟ ରାହାନେ, ରିଷଭ ପନ୍ତ, ଶ୍ରେୟାସ ଆୟର (ଅଧିନାୟକ), ଅକ୍ଷାର ପଟେଲ, ଅମିତ ମିଶ୍ର, ଇଶାନ୍ତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ, ଲଲିତ ଯାଦବ, ହର୍ଷଲ ପଟେଲ, ଆବେଶ ଖାନ, ପ୍ରବୀଣ ଦୁବେ, କାଗିସୋ ରାବଡା, ଏନରିଚ ନର୍ଜେ , ଶିମ୍ରନ୍ ହେଟମାୟାର୍, କ୍ରିସ୍ ୱକସ୍, ଡାନିଏଲ୍ ସାମ ।

ରିଲିଜ ଖେଳାଳି :- ମୋହିତ ଶର୍ମା, ତୁଷାର ଦେଶପାଣ୍ଡେ, କେମୋ ପାଲ, ସନ୍ଦୀପ ଲାମିଚାନେ, ଆଲେକ୍ସ କେରୀ, ଜେସନ ରୟ ।

ବଳକା ରାଶି :- 12.9 କୋଟି

Google

ସନରାଇଜର୍ସ ହାଇଦ୍ରାବାଦ

ରିଟେନ ଖେଳାଳି :- ଡେଭିଡ ୱାର୍ଣ୍ଣର (କ୍ୟାପଟେନ), ଅଭିଷେକ ଶର୍ମା, ବେସିଲ ଥାମ୍ପି, ଭୁବନେଶ୍ୱର କୁମାର, ଜନି ବେୟାରଷ୍ଟୋ, କେନ ୱିଲିୟମସନ, ମନୀଷ ପାଣ୍ଡେ, ମହମ୍ମଦ ନବୀ, ରସିଦ ଖାନ, ସନ୍ଦୀପ ଶର୍ମା, ଶାହବାଜ ନାଡିମ, ଶ୍ରେୟସ ଗୋସ୍ବାମୀ, ସିଦ୍ଧାର୍ଥ କୌଲ, ଖାଲିଲ ଅହମ୍ମଦ, ନଟରାଜନ, ବିଜୟ ଶଙ୍କର, ଋଦ୍ଧିମାନ ସାହା, ଅବଦୁଲ ସମାଦ, ମିଚେଲ ମାର୍ଶ, ଜେସନ ହୋଲ୍ଡର, ପ୍ରିୟମ ଗର୍ଗ, ବିରାଟ ସିଂ ।

ରିଲିଜ ଖେଳାଳି :-

ସଞ୍ଜୟ ଯାଦବ, ବି.ଭି. ସନ୍ଦୀପ, ବିଲି ଷ୍ଟାନଲେକ୍, ଫାବିଆନ୍ ଆଲେନ୍, ୱାଇ ପ୍ରୀତିରାଜ ।

ବଳକା ରାଶି :- 10.75 କୋଟି

କିଙ୍ଗସ ଇଲେଭେନ ପଞ୍ଜାବ

ରିଟେନ ଖେଳାଳି :- ଲୋକେଶ ରାହୁଲ (କ୍ୟାପଟେନ), କ୍ରିସ ଗେଲ, ମୟଙ୍କ ଅଗ୍ରୱାଲ, ନିକୋଲାସ ପୁରାଣ, ମନଦୀପ ସିଂ, ସରଫରାଜ ଖାନ, ଦୀପକ ହୁଡା, ପ୍ରଭାସୀମ୍ରନ ସିଂ, ମହମ୍ମଦ ଶାମି, କ୍ରିସ ଜୋର୍ଡାନ, ଦର୍ଶନ ନାଲକାଣ୍ଡେ, ରବି ବିସ୍ନୋଇ, ମୁରୁଗାନ ଅଶ୍ୱିନ, ଅର୍ଶଦୀପ ସିଂ, ହରପ୍ରୀତ ସିଂ, ଇଶାନ୍ ପୋରେଲ୍ ।

ରିଲିଜ ଖେଳାଳି :- ଗ୍ଲେନ୍ ମ୍ୟାକ୍ସୱେଲ, କରୁଣ ନାୟାର, ହାର୍ଦ୍ଦାସ ଭିଲଜୋନ୍, ଜଗଦୀଶ ସୁଚିତ, ମୁଜିବ-ଉର-ରେହମାନ, ଶେଲଡନ କଟ୍ରେଲ, ଜିମି ନିଶାମ, କୃଷ୍ଣପ୍ପା ଗୋଥାମ , ତାଜିନ୍ଦର ସିଂ ।

ବଳକା ରାଶି :- 53.2 କୋଟି ଟଙ୍କା

ମୁମ୍ବାଇ ଇଣ୍ଡିଆନ୍ସ

ରିଟେନ ଖେଳାଳି :- ରୋହିତ ଶର୍ମା, ଆଦିତ୍ୟ ତାରେ, ଅନମୋଲ ପ୍ରୀତ ସିଂହ, ଧବଲ କୂଳକରଣୀ, ହାର୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଇଶାନ କିଶନ, ଯଶପ୍ରୀତ ବୁମରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ଼, କ୍ୱିଣ୍ଟନ ଡ଼ି କକ, ରାହୁଲ ଚହର, ସୂର୍ଯ୍ୟକୁମାର ଯାଦବ, କ୍ରିସ ଲିନ, ମୋହସିନ ଖାନ, ସୌରଭ ତିୱାରୀ, ଟ୍ରେଣ୍ଟ ବୋଲଟ ।

ରିଲିଜ ଖେଳାଳି :- ମିଚେଲ ମ୍ୟାକ୍ଲିନାଘନ, ଜେମ୍ସ ପାଟିନସନ, ଲସିଥ ମାଲିଙ୍ଗା, ନାଥନ କୁଲଟରନାଇଲ, ଏସ ରଦରଫୋର୍ଡ଼, ଦିଗବିଜୟ ଦେଶମୂଖ, ପ୍ରିନ୍ସ ବଳବନ୍ତ ରାୟ ସିଂହ ।

ବଳକା ରାଶି :- 15.35 କୋଟି

Google

କୋଲକାତା ନାଇଟ ରାଇଡ଼ର୍ସ

ରିଟେନ ଖେଳାଳି :- ଦୀନେଶ କାର୍ତ୍ତିକ, ଆଣ୍ଡ୍ରେ ରସେଲ, କମଲେଶ ନାଗରକୋଟି, କୁଲଦୀପ ଯାଦବ, ଲକି ଫର୍ଗୁସନ, ନୀତୀଶ ରାଣା, ପ୍ରସିଦ୍ଧ କୃଷ୍ଣ, ରିଙ୍କୁ ସିଂ, ସନ୍ଦୀପ ୱାରିଅର, ଶିବମ ମାଭି, ଶୁବମାନ ଗିଲ, ସୁନୀଲ ନରେନ, ଇଆନ ମୋର୍ଗାନ (କ୍ୟାପଟେନ), ପାଟ କମିନ୍ସ, ରାହୁଲ ତ୍ରିପାଠୀ ।

ରିଲିଜ ଖେଳାଳି :- ନିଖିଲ ନାୟକ, ସିଦ୍ଧେଶ ଲାଡ଼, ଏମ ସିଦ୍ଧର୍ଥ, ଟମ ବାଣ୍ଟନ, କ୍ରିସ ଗ୍ରୀନ, ହ୍ୟାରି ଗରନୀ ।

ବଳକା ରାଶି :-10.75 କୋଟି

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *