ଦୀର୍ଘ ୮ ମାସ ହେବ କରୋନା ସହିତ ଯୁ-ଦ୍ଧ କରୁଥିଲେ ଏହି ପାଇଲଟ, ପତ୍ନୀଙ୍କ ସାହାର୍ଯ୍ୟ ଯୋଗୁଁ ଆଜି କରୋନାକୁ ହରାଇଲେ,ଜାଣନ୍ତୁ ସମ୍ପୂର୍ଣ ଖବର

କରୋନା ମାହାମରୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକମାନଙ୍କ ଜୀବନକୁ ପ୍ରଭାବିତ କରିଛି ଓ ଏହି ମହାମାରୀ କାରଣରୁ କିଛି ଲୋକଙ୍କ ଅଦମ୍ୟ ସାହାସ ସାମ୍ନାକୁ ଆସିଛି । ଏମିତି ଏକ କାହାଣୀ ଲଣ୍ଡନର ଜଣେ ପାଇଲଟଙ୍କ ସହ ହୋଇଛି । ପାଇଲଟ ଜଣକ ଦୀର୍ଘ 8 ମାସ ହେବ ଯୁଦ୍ଧ ଲଢୁଥିଲେ ଓ ଶେଷରେ ସେ କରୋନାକୁ ମାତ୍ ଦେଇଛନ୍ତି ।

ଲଣ୍ଡନରେ ରହିଥିବା ପାଇଲଟ ନିକୋଲାସ ବିଜତବର୍ଷ ଆମେରିକା ଟ୍ରିପକୁ ଯାଇଥିଲେ । ଯେବେ ସେ କରୋନା ପଜିଟିଭ ସାମ୍ନାକୁ ଆସିଲେ ସେତେବେଳେ ତାଙ୍କୁ ୟୁଟି ହେଲଥ ଆଣ୍ଡ ମେମୋରିଆଲା ହର୍ମୋନ ସେଣ୍ଟରରେ ଭର୍ତ୍ତି କରାଗଲା ଏବଂ ତାଙ୍କ ଅବସ୍ଥା ଏତେ ଖରାପ ଥିଲା ଯେ, ତାଙ୍କୁ ଭେଣ୍ଟିଲେଟରର ଆବଶ୍ୟକତା ପଡିଥିଲା । ଏକ ନ୍ୟୁଜ ଅନୁସାରେ କୁହାଯାଇଛି ନିକୋଲାସ ପ୍ରତିଟି ମୁହୂର୍ତ୍ତରେ ଭାଇରସ ସହିତ ଲଢୁଥିଲେ ଓ ତାଙ୍କ ପତ୍ନୀ ତାଙ୍କ ସାଥ ଦେଉଥିଲେ ।

Google

ନିକୋଲାସଙ୍କ ଡକ୍ଟର୍ସ କହିଥିଲେ ତାଙ୍କୁ ରେ ହୋଇଯାଇଥିଲା । ତାଙ୍କୁ ପ୍ରଥମେ ଭେଣ୍ଟିଲେଟରରେ ରଖାଗଲା ଓ ପରେ ଫୁସଫୁସ ମେସିନରେ ରଖାଗଲା । ଡ଼କ୍ଟର୍ସ କହିଥିଲେ, କରୋନା ଭାଇରସ ହେବା କାରଣରୁ ତାଙ୍କର ବିଭିନ୍ନ ଅଙ୍ଗରେ ଡ୍ୟାମେଜ ଦେଖାଦେଇଥିଲା କିନ୍ତୁ ସେ ଜଣେ ପାଇଲଟ କାରଣରୁ ତାଙ୍କ ବଡ଼ି ବହୁତ ଜଲଦି ରିକଭର କରିଥିଲା ।

ସେ ଆଗକୁ କହିଥିଲେ କି, ଏହା ହେବାପରେ ଓ ଶେଷରେ ସେ ବଞ୍ଚି ଯିବାପରେ ସେଠାରେ ଥିବା ଷ୍ଟାଫ ମାନେ ଶାନ୍ତ୍ବନା ଅନୁଭବ କରିଥିଲେ । ଷ୍ଟାଫମାନେ ସର୍ବଦା ଭାବୁଥିଲେ ସେ ବଞ୍ଚିବେ କି ନାହିଁ ? ତାଙ୍କ ପତ୍ନୀଙ୍କ ସାହସ ତାଙ୍କୁ ଜୀବିତ ରଖିବାରେ ସାହାର୍ଯ୍ୟ କରିଥିଲା ।

ନିକୋଲାସ କହିଥିଲେ, ଏହା ତାଙ୍କ ପାଇଁ ବହୁତ ମୁସ୍କିଲ ସମୟ ଥିଲା । କିନ୍ତୁ ତାଙ୍କ ପତ୍ନୀଙ୍କ ସପୋର୍ଟ ଓ ପିଲା ମାନଙ୍କୁ ଭେଟିବା ଆଶା ତାଙ୍କୁ ସୁସ୍ଥ କରିଦେଇଛି । ନିକୋଲାସ କୁହନ୍ତି, ସେ ସର୍ବଦା ହସ୍ପିଟାଲ ଝରକା ପାଖରୁ ହାଉସ୍ଟନ ଚିଡ଼ିଆଖାନାକୁ ଦେଖିଥାନ୍ତି ଓ ସେ ଠିକ ହେବାପରେ ସେଠାକୁ ପ୍ରଥମେ ଯିବାକୁ ଚାହାଁନ୍ତି । ଏହାବ୍ୟତୀତ ସେ ତାଙ୍କ ସାଙ୍ଗକୁ ମଧ୍ୟ ଭେଟ କରିବାକୁ ଚାହାଁନ୍ତି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *