ଚେନ୍ନାଇ ସୁପର କିଙ୍ଗସ ଘୋଷଣା କଲା ରିଟେନ ଓ ରିଲିଜ ପ୍ଲେୟାରଙ୍କ ନାମ, ଜାଣନ୍ତୁ ଦଳରେ କିଏ ରହିଲେ ଏବଂ କିଏ ବାହାରିଲେ ?

ଆଇପିଏଲର 14 ତମ ସିଜିନର ଅକ୍ସନ ଫେବୃଆରୀ ମାସରେ ହେବାକୁ ଅଛି । ଏହାପୂର୍ବରୁ ଫ୍ରାଞ୍ଚାଇଜ ନିଜର ଖେଳାଳିଙ୍କୁ ରିଟେନ ଓ ରିଲିଜ କାମ ଆରମ୍ଭ କରିଦେଇଛନ୍ତି । ହରଭଜନ ସିଂହଙ୍କ ଯାତ୍ରା ଚେନ୍ନାଇ ସହିତ ଶେଷ ହୋଇଯାଇଛି । ସୁରେଶ ରାଇନା ମଧ୍ୟ ଏହିଥର ଚେନ୍ନାଇ ତରଫରୁ ଖେଳିବା ସନ୍ଦିଗ୍ଧ ଥିଲା କିନ୍ତୁ ସ୍ପଷ୍ଟ ହୋଇଯାଇଛି ।

CSKରେ ଖେଳିବେ ସୁରେଶ ରାଇନା :-

ବିଗତ ଆଇପିଏଲ 13 ତମ ସିଜିନରେ ସୁରେଶ ରାଇନା ନିଜର ନାମ ଦଳରୁ ଫେରାଇ ନେଇଥିଲେ କାରଣ କରୋନା ମହାମାରୀ କାରଣରୁ ସେ ଏହିପରି କରିଥିଲେ । ଯାହାଦ୍ୱାରା ଆଶଙ୍କା କରାଯାଉଥିଲା କି, ସେ ଏହିଥର ସିଏସକେ ପାଇଁ ଉପଲବ୍ଧ ହେବେନାହିଁ ।

Google

ବର୍ତ୍ତମାନ କିନ୍ତୁ ସବୁ ସଫା ହୋଇଯାଇଛି ଓ ଦଳ ସୁରେଶ ରାଇନାଙ୍କୁ ରିଟେନ କରିଛି । ଦଳର ଅଧିନାୟକ ଦାୟିତ୍ୱ ପୂର୍ବପରି ଧୋନୀ ସମ୍ଭାଳିବେ ।

ଜଣାଇଦେଉଛୁ କି, ସୁରେଶ ରାଇନା ସିଏସକେ ପାଇଁ ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ ଅଟନ୍ତି ସେ ଚେନ୍ନାଇ ପାଇଁ 164 ମ୍ୟାଚ ଖେଳି 4,527 ରନ କରିଛନ୍ତି ।

ହରଭଜନ ସିଂହ, ଯାଦବ, ବିଜୟ ଓ ଚାୱାଲା ବାହାରିଲେ :-

ହରଭଜନ ସିଂହ ଟ୍ୱିଟ କରି ଲେଖିଥିଲେ, ଚେନ୍ନାଇ ସୁପର କିଙ୍ଗସ ପାଇଁ ତାଙ୍କ କଣ୍ଟ୍ରାକ୍ଟ ଶେଷ ହୋଇଯାଇଛି । ସେ ଏହାପରେ କହିଥିଲେ, ଚେନ୍ନାଇ ପାଇଁ ଖେଳି ଏକ ବହୁତ ଭଲ ଅନୁଭବ ରହିଛି, ସ୍ୱାଗତ ଚେନ୍ନାଇ ସୁପର କିଙ୍ଗସ ମ୍ୟାନେଜମେଣ୍ଟ, ଏହି ଦୁଇବର୍ଷ ବହୁତ ଭଲ ସାଙ୍ଗ ଆସିଲେ । ଯିଏକି ସର୍ବଦା ମନେରହିବେ ।

Google

ହରଭଜନଙ୍କ ବ୍ୟତୀତ ମୁରଲୀ ବିଜୟ, ଚାୱାଲା ଓ କେଦାର ଯାଦବ ବାଦ ପଡ଼ିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *