ପିପିଇ କିଟ୍ ପିନ୍ଧି ଚୋ-ରି କଲେ ୨୫ କିଲୋ ସୁନା

କରୋନା ସଂକ୍ରମଣକୁ ଏବେ ସମସ୍ତଙ୍କ ଭୟ ରହିଛି। ଚୋର ଏଥିରୁ କେମିତି ବାଦ୍ ପଡ଼ିବ। ଏଥିପାଇଁ ଚୋ-ର ମାନେ ନୂଆ ଉପାୟରେ ଚୋ-ରି କରିବା ଆପଣାଇଛନ୍ତି। ଚୋ-ରି କଲେ ଆ-ଇ-ନ-ର ଭୟ ରହିଛି, ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ନୂତନ ତରିକା ଆପଣାଇଛି ଚୋ-ର। ପିପିଇ କିଟ୍ ପିନ୍ଧି ସୁନା ଗହଣା ଚୋ-ରି କରୁଛନ୍ତି।

Google

ଦକ୍ଷିଣ ପୂର୍ବ ଦିଲ୍ଲୀର କଲାକାଜିରେ ଥିବା ଅଞ୍ଜଳି ଜୁଏଲର୍ସ ଏକ ଗହଣା ଦୋକନାରୁ ପିପିଇ କିଟ୍ ପିନ୍ଧି ଚୋ-ରି କରିଛନ୍ତି ଲୁ-ଟେ-ରା। ଗହଣା ଦେଖିବା ବାହାନାରେ ଦୋକାନରେ କଳା-କନା ବୁଲାଇଦେଇଥିଲେ ଲୁ-ଟେ-ରା। ୨୫ କିଲୋ ଓଜନର ସୁନା ଗହଣା ଲୁ-ଟ୍ କରି ନେଇଥିବା ଅ-ଭି-ଯୋ-ଗ ହେଇଛି। ଏହି ଚୋ-ରି-ର ସମସ୍ତ ଘ-ଟ-ଣା ସିସି-ଟିଭି-ରେ କ-ଏ-ଦ ହୋଇଯାଇଛି।

ବୁଧବାର ସକାଳେ ଏହି ଲୁ-ଟ-ର ଅ-ଭି-ଯୋ-ଗ ହେବା ପରେ ପୋ-ଲି-ସ ଛାନଭିନ କରିବା ଆରମ୍ଭ କରିଦେଇଥିଲା। ଆଜି ଏହି ଘ-ଟ-ଣା-ରେ ଲୁ-ଟେ-ରା-କୁ ଗି-ର-ଫ କରିଛି ପୋ-ଲି-ସ। ତା’ ନିକଟରୁ ୧୩ କୋଟି ଟଙ୍କାର ସୁନା ଗହଣା ଜ-ବ-ତ କରାଯାଇଛି। ଗି-ର-ଫ ଅ-ଭି-ଯୁ-କ୍ତ ଜଣକ ହେଉଛନ୍ତି, ମହମ୍ମଦ ଶେଖ ନୁର ବୋଲି ଜଣାପଡିଛି।

cctv

ପୋ-ଲି-ସ-ର ସୂଚନା ଅନୁସାରେ, ଲୁ-ଟେ-ରା ଜଣକ ଶୋରୁମର ତାଲା ଖୋଲିବ ପରେ ପାଖରେ ଥିବା ଏକ ଖାଲି ଫ୍ଲାଟରେ ପ୍ରବେଶ କରିଥିଲା ଓ ଏହାପରେ ସେ ଛାତକୁ ଯାଇ ତିନୋଟି କୋଠା ଡେଇଁ ଲୁ-ଟେ-ରା ଫେ-ରା-ର ହୋଇଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *