ଆମେରିକାର ରାଷ୍ଟ୍ରପତି ହେବା କ୍ଷଣି ଜୋ ବାଇଡେନଙ୍କୁ ମିଳିଲା The Beast, ଜାଣନ୍ତୁ କ’ଣ ଖାସ୍ ରହିଛି ଏହି କାରରେ

ଜୋ ଵାଇଡେନ ୨୦ଜାନୁଆରୀରେ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥଗ୍ରହଣ କରିଛନ୍ତି|ଏହା ସହ ଵାଇଡେନଙ୍କ କ୍ୟାବିନେଟର ୫୬ଜଣ ଅନ୍ୟ ନେତା ଶପଥଗ୍ରହଣ କରିଛନ୍ତି|ମୁଖ୍ୟ ନ୍ୟାୟାଧୀଶ ଜନ ରାଇଟ୍ସ କ୍ୟାପିଟାଲର ୱଷ୍ଟ ଫ୍ରଣ୍ଟରେ ଶପଥପାଠ କରାଇଥିଲେ|ଏଥିରେ ୨୫ହଜାରରୁ ଉର୍ଦ୍ଧ୍ବ ସୈନ୍ୟ ମୂତୟନ ହୋଇଥିଲେ|ତାଙ୍କର ଲକ୍ଜୁରି କାର ମଧ୍ୟ ଧ୍ୟାନ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି|

ଆମେରିକାର ରାଷ୍ଟ୍ରପତି ହେବା ପରେ ତାଙ୍କର ପୂରାପୂରି ଭାବେ ଲାଇଫ ବଦଳିଯିବ|ସେ ପଦ ସମ୍ଭାଳିବା ପାଇଁ ହ୍ୱଇଟ୍ ହାଉସକୁ ସୁନ୍ଦର କାରରେ ପ୍ରବେଶ କରିବେ|ଏହି କାରର ନାମ ଦ ବେଷ୍ଟ ଅଟେ|ଏହା ୨୦୧୮ ମସିହାରେ ଯୋଡାଯାଇଥିଲା |ଆମେରିକାର ରାଷ୍ଟ୍ରପତି ପାଇଁ ବିଶେଷ ଭାବରେ ନିର୍ମିତ ଏହି କାର ଦି ବେଷ୍ଟର ମେକ କୋଡିଲିକ ଅଟେ|

Google

ଏହି କାରର ଦେଖାଶୁଣା ଆମେରିକାର ଖୁକିଆ ବିଭାଗ, ୟୁନାଇଟେଡ଼ ଷ୍ଟେଟ୍ ସିକ୍ରେଟ ସର୍ଭିସ କରିଥାଏ|ଏହି କାରରେ ଏୟାର ଫୋର୍ସ ବନର ବ୍ୟବହାର କରାଯାଏ|ଏହି କାର କୈାଣସି ଟ୍ୟାଙ୍କ ଠାରୁ କମ ନୁହେଁ|ଏହି କାରରେ ମିଲିଟାରୀ ଗ୍ରେଡ କବଚ ଭଳି ରକ୍ଷା କରିଥାଏ|ଏଥିରେ ୮୦୦୦ସିସି ଇଞ୍ଜିନ ଲାଗିଥାଏ, ଯାହା ୮୦୦ବିଏଚପି ପାୱାର ଦେଇଥାଏ|

ଏହାର ଦରବାଜା ଟ୍ୟାଙ୍କ ଭଳି ୮ଇଞ୍ଚ ମୋଟା|ଏହା ବନ୍ଦ ହେବା କ୍ଷଣି ୧୦୦% ସିଲ ହୋଇଥାଏ|ଏହା ବୁଲେଟ ପ୍ରୁଫ ଯାହା ଲ୍ୟାଣ୍ଡମାଇନ ବିସ୍ଫୋରଣରୁ ମଧ୍ୟ ସୁରକ୍ଷା କରିପାରିବେ|ଏଥିରେ ଷ୍ଟିଲ, ଆଲୁମିନିୟମ,ସେରୋମିକ ଧାତୁରେ ନିର୍ମିତ|ଏହା କୈାଣସି ପରିସ୍ଥିତିରେ ସୁରକ୍ଷା ଦେବା ପାଇଁ ସାମର୍ଥ୍ୟ|

ଏଥିରେ ଅକ୍ସିଜେନ ସପ୍ଲାଇ ପାଇଁ ବ୍ୟବସ୍ଥା ଅଛି|ଏହି କାରରେ ରାଷ୍ଟ୍ରପତିଙ୍କ ସହ ମେଳ ଖାଉଥିବା ବ୍ଲଡ ଗ୍ରୁପ୍ ଆରଏଚ୍ ନେଗେଟିଭ ବ୍ଲଡ ବ୍ୟାଙ୍କ ରହିଛି|ଏହି କାରରେ ଡ୍ରାଇଭରର ସମ୍ପର୍କ ସିଧା ଟ୍ରାକିଙ୍ଗ ସେଣ୍ଟର ସହ ଥାଏ|ଏହି କାରରେ ଏକ ସାଟେଲାଇଟ ଫୋନ ରହିଛି ଯାହା ଉପରାଷ୍ଟ୍ରପତି ଓ ପେଣ୍ଟାଗନ ପାଇଁ ସିଧାସଳଖ ହଟଲାଇନ଼ ଅଟେ|ଏହାକୁ ପୂର୍ବ ରାଷ୍ଟ୍ରପତି ବାରାକ୍ ଓବାମା ନେଇଥିଲେ|ଏହି ଗାଡି ଡିଜେଲରେ ଚାଳିତ|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *