ଆଇପିଏଲ ୨୦୨୧ : ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଵଡ ଝଟକା, ରାଜସ୍ଥାନ ରୟାଲ୍ସ ଦଳରୁ କଲା ବାହାର,ଜାଣନ୍ତୁ ପୁରା ଖବର

ନୂଆଦିଲ୍ଲୀ: ଆଇପିଏଲର ୧୪ତମ ସଂସ୍କରଣ ଫେବୃଆରୀରେ ହେବାକୁ ଯାଉଛି|ଏହା ପୂର୍ବରୁ ଫ୍ରାଞ୍ଚାଇଜ୍ ଆସନ୍ତା ସିଜନ ପାଇଁ ନିଜ ଖେଳାଳିଙ୍କୁ ରିଲିଜ୍ ବା ରିଟେନ କରୁଛନ୍ତି|ଏଥିରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଵଡ ଝଟକା ଲାଗିଛି|

ରାଜସ୍ଥାନ ରୟାଲ୍ସ ଆଇପିଏଲ ୨୦୨୧ ପାଇଁ ଷ୍ଟିଭ ସ୍ମିଥଙ୍କୁ ବାହାର କରିଛନ୍ତି|ଆଇପିଏଲର ୧୩ ତମ ସଂସ୍କରଣରେ ଦଳ ପଏଣ୍ଟ ଟେବୁଲର ଶେଷରେ ରହିଥିଲା|

Google

ପୂର୍ବ ସିରିଜରେ ଷ୍ଟିଭ ସ୍ମିଥ ଅଧିନାୟକ ପଦ ସହ ବ୍ୟାଟିଂ ରେ ପ୍ରଭାବଶାଳୀ ହୋଇପାରିନଥିଲେ|ସେ ଖେଳିଥିବା ୧୪ ମୁକାବିଲାରୁ ୧୩୧ଷ୍ଟ୍ରାଇକ ରେଟରେ ୩୧୧ରନ କରିଥିଲେ ଯେଉଁଥିରେ ୩ଅର୍ଧଶତକ ମଧ୍ୟ ରହିଛି|ଟିମର ଖରାପ ପ୍ରଦର୍ଶନ ଯୋଗୁଁ ତାଙ୍କୁ ବାହାର କରାଯାଇଥିବା ଆଲୋଚନା ହେଉଛି|

ଆଇପିଏଲ ୨୦୧୮ ରେ ରାଜସ୍ଥାନ ରୟାଲ୍ସ ସ୍ମିଥଙ୍କୁ ବଜାୟ ରଖିଥିଲେ, ତାଙ୍କୁ ୧୨.୫ କୋଟିରେ ଚୁକ୍ତିନାମା କରିଥିଲେ|ଭାରତ ବିରୁଦ୍ଧରେ ହୋଇଥିବା ଶୃଙ୍ଖଳାରେ ସେ ମଧ୍ୟ ଭଲ ପ୍ରଦର୍ଶନ କରିପାରି ନଥିଲେ|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *