ଟଏଲେଟରେ ବସିକି ଭୂଲରେ ଚଲାନ୍ତୁ ନାହିଁ ଫୋନ୍, ନହେଲେ ହେବ ଜୀବନ ଘାତକ ରୋଗ

ନୂଆଦିଲ୍ଲୀ: ମୋବାଇଲ ସମସ୍ତଙ୍କ ଜୀବନରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ| ବିନା ମୋବାଇଲରେ ଜୀବନ ଅଧୁରା ଲାଗିଥାଏ| ଏବେ ଅଧିକାଂଶ ଲୋକ ଟଏଲେଟ୍ ଗଲାବେଳେ ମଧ୍ୟ ଫୋନ୍ ନେଇ ଯାଉଛନ୍ତି ତାଙ୍କ ଟାଇମ୍ ପାସ୍ କରିବା ପାଇଁ|

ଟଏଲେଟକୁ ମୋବାଇଲ ନେଇଯିବା ଫଳରେ ଆପଣ ଜୀଵନଘାତକ ବେମାରୀର ଶିକାର ହେବା ସହ ଆପଣ ଓ ଆପଣଙ୍କ ପରିବାରରକୁ ଜୀବନଘାତୀ ବ୍ୟାକ୍ଟେରିଆ ସଂକ୍ରମଣ କରିପାରନ୍ତି|

Google

ବାବାସିର ସମସ୍ୟା ଏବେ ଅଧିକ ବୟସ୍କ ଲୋକଙ୍କ ସହ ଯୁବକମାନଙ୍କୁ ମଧ୍ୟ ହେଉଛି| ଏହାକୁ ପାଇଲ୍ସ ମଧ୍ୟ କୁହାଯାଏ| ଏହାର ଅନ୍ୟତମ କାରଣ ଟଏଲେଟକୁ ମୋବାଇଲ ନେଇକରି ଯିବା| ମୋବାଇଲ ନେବା ଫଳରେ ଧ୍ୟାନ ମୋବାଇଲ ଉପରେ ରହିଥାଏ ଓ ବହୁତ ସମୟ ପର୍ଯ୍ୟନ୍ତ ଟଏଲେଟରେ ବସିଥାନ୍ତି| ତେଣୁ ଏହାର ଆଶଙ୍କା ବଢ଼ିଯାଇଥାଏ|

ଟଏଲେଟରେ ମୋବାଇଲ ଧରି ଅଧିକ ସମୟ ସମାଚାର,ସୋସିଆଲ ମିଡ଼ିଆ,ଭିଡିଓ ଓ ଚାଟିଙ୍ଗ ଯୋଗୁଁ ଆନସ୍ ଓ ଲୋୟର ରେକ୍ଟମ ମାଂସପେଶୀରେ ପ୍ରେସର ପଡେ, ଫଳରେ ପାଇଲ୍ସର ସମ୍ଭାବନା ବଢିଯାଏ|

ଟଏଲେଟର ବ୍ୟାକ୍ଟେରିଆ ମୋବାଇଲ ଫୋନ ସହ ଲାଗିଯାଆନ୍ତି| ଆପଣ ଟଏଲେଟରୁ ବାହାରକୁ ଆସିଲା ପରେ ହାତ ଧୂଅନ୍ତି କିନ୍ତୁ ମୋବାଇଲ ଧୂଅନ୍ତି ନାହିଁ, ଫଳରେ କୀଟାଣୁ ଲାଗିବା ଫଳରେ ଆପଣଙ୍କୁ ବହୁତ ପ୍ରକାରର ଇନଫେକ୍ସନ ହୋଇଥାଏ|

Google

 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *