ଅଭିଷେକ ପୂରା କରିବେ ସୁଶାନ୍ତଙ୍କ ସ୍ୱ-ପ୍ନ, ତାଙ୍କ ପତ୍ନୀଙ୍କ ସହ ମିଶି କରିବେ ଏହି କାମ

ଆଜି (ଜାନୁଆରୀ ୨୧) ସ୍ବ-ର୍ଗ-ତ ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମଦିନ। କିନ୍ତୁ, ସେ ଏହି ଦୁନିଆରେ ଆଉ ନାହାନ୍ତି। ଗତ ବର୍ଷ ଜୁନ ୧୪ ତାରିଖରେ ମୁମ୍ବାଇରେ ଥିବା ଘରେ ସେ ଫ୍ୟା-ନ୍-‌ରେ ଝୁ-ଲି ଆ-ତ୍ମ-ହ-ତ୍ୟା କରିଥିଲେ। ସେହିଦିନ ଠାରୁ ବଲିଉଡରେ ଦୁଃ-ଖ-ର ଛାୟା ସୃଷ୍ଟି ହୋଇଛି। କାରଣ, ଆଜି ପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃ-ତ୍ୟୁ-ର ର-ହ-ସ୍ୟ ଘେରରେ ରହିଛି। ଆଜି ତାଙ୍କ ଜନ୍ମ-ଦିନରେ ତାଙ୍କର ପରିବାର ଲୋକ ଏବଂ ଅଗଣିତ ଫ୍ୟାନ୍ସ-ମାନେ ଖୁବ୍‌ ମନେ ପକାଉଛନ୍ତି । ଏପରିକି ସୋସିଆଲ୍‌ ମିଡିଆରେ “ଓ୍ୱାନ୍‌ ଡେ ଫ୍‌ ସୁଶାନ୍ତ” ନାଁର ଟ୍ରେଣ୍ଡ ମଧ୍ୟ କରୁଛି।

Google

ସୁଶାନ୍ତ ସିଂ ତାଙ୍କ ଫିଲ୍ମ କ୍ୟାରିଅର ମଧ୍ୟରେ ବହୁ ବ୍ଲକବଷ୍ଟର ହି-ଟ୍‌ ଫିଲ୍ମ କରିଛନ୍ତି। ସୁଶାନ୍ତଙ୍କ ଆଦତ ଥିଲା କି, ସେ ପ୍ରତି ବର୍ଷ ନିଜ ପାଇଁ ୫୦ଟି ସ୍ବ-ପ୍ନ ଭାବିକି ରଖୁଥିଲେ, ଯାହାକୁ ସେ ବର୍ଷ ଶେଷ ହେବା ପୂର୍ବରୁ ଶେଷ କରୁଥିଲେ। ମାତ୍ର ୨୦୨୦ରେ ସେହିଭଳି କିଛି ହୋଇପାରିଲା ନାହିଁ। ତାଙ୍କର ଏମିତି ଅନେକ ସ୍ବ-ପ୍ନ, ଯାହା ଅଧୁରା ହୋଇ ରହିଗଲା।

ସୁଶାନ୍ତଙ୍କର ଏମିତି କିଛି ବନ୍ଧୁ ଏବଂ ପ୍ରଶଂସକ ଅଛନ୍ତି, ଯେଉଁମାନେ ତାଙ୍କର ସ୍ବ-ପ୍ନ-କୁ ପୂରା କରିବା ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିଷେକ କପୁର। ସୁଶାନ୍ତଙ୍କ ଫିଲ୍ମ “କାଇ ପୋ ଚେ” ଏବଂ “କେଦାରନାଥ”ର ନିର୍ଦ୍ଦେଶକ ହେଉଛନ୍ତି ଅଭିଷେକ କପୁର।

Google

ସୁଶାନ୍ତଙ୍କ ସ୍ବ-ପ୍ନ ମଧ୍ୟରୁ ଗୋଟିଏ ସ୍ବ-ପ୍ନ ଥିଲା କି, ସେ ୧୦୦୦ ଗଛ ଲଗାଇବା ପାଇଁ ଚାହୁଁଥିଲେ। ଅଭିଷେକ କପୁରଙ୍କ ପତ୍ନୀ ପ୍ରଜ୍ଞା ପର୍ଯ୍ୟାବରଣକୁ ନେଇ ବହୁତ ସକ୍ରିୟ ଅଟନ୍ତି। ସେ ବମ୍ବେ ଟାଇମ୍ସ ସହ ସାକ୍ଷାତକାରରେ କହିଛନ୍ତି, ଗୋଟିଏ ଆଶାକୁ ଅଧୁରା ରଖିବା ଉଚିତ୍ ନୁହେଁ। ସୁଶାନ୍ତଙ୍କ ଅନେକ ସ୍ବ-ପ୍ନ ଥିଲା, ଯାହାକୁ ସେ ପୁରା କରିବାକୁ ଚାହୁଁଥିଲେ କିନ୍ତୁ, ଆମେ ସେହି ସବୁକୁ ପୁରା କରିପାରିବା ନାହିଁ କିନ୍ତୁ, ୧୦୦୦ ଗଛ ଲଗାଇ ତାଙ୍କ ଆଶାକୁ ପୂରା କରି ପାରିବା। ଏଥିପାଇଁ ମୋତେ ଲାଗିବ କି, ତାଙ୍କ ଜନ୍ମ ଦିନ ପାଳନ କରିବାର ଏହା ହେଉଛି ସବୁଠୁ ଭଲ ଉପାୟ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *