ମାସକୁ 20 ହଜାର ଟଙ୍କା ଦରମା ପାଉଥିଲେ ମଧ୍ୟ ଆପଣ କିଣିପାରିବେ ଏହି କାର, ଆପଣଙ୍କ ପକେଟରୁ EMI ଚାର୍ଜ ପଡିବନାହିଁ,ଜାଣନ୍ତୁ ଏହି କାର ଗୁଡି଼କ ବିଷୟରେ

ଯଦି ଆପଣଙ୍କ ବଜେଟ କମ ଓ ଆପଣ କାର କିଣିବାପାଇଁ ଚାହୁଁଛନ୍ତି ତାହେଲେ ଆପଣ କିଣିପାରିବେ । ମାର୍କେଟରେ କେତେକ କମ୍ପାନୀ ଏମିତି ଗାଡି ବାହାର କରିଛନ୍ତି, ଯଦି ଆପଣଙ୍କ ଦରମା 20 ହଜାର ତାହେଲେ ଆପଣ ଏହି ଗାଡି କିଣିପାରିବେ । ଏହି କାର ଗୁଡିକର ପ୍ରାରମ୍ଭିକ ମୂଲ୍ୟ 3 ଲକ୍ଷ ଟଙ୍କାରୁ ମଧ୍ୟ ବହୁତ କମ ଅଟେ ।

ବଜେଟ କ୍ୟାଟେଗୋରୀରେ ଏହି କମ୍ପାନୀ ଗୁଡିକର କାର :-

ତିନୋଟି କମ୍ପାନୀ ବଜେଟ କ୍ୟାଟେଗୋରୀରେ ନିଜର କାର ବାହାର କରିଛନ୍ତି । ମାରୁତି ନିଜର ଅଲ୍ଟୋ, ରେନାଲଟ ନିଜର କ୍ୱିଡ଼ ଓ ଡାଟସନ ବାହାର କରିଛନ୍ତି । ଏମାନଙ୍କର ଦାମ 3 ଲକ୍ଷ ଟଙ୍କାରୁ ମଧ୍ୟ କମ ଅଟେ । ଯଦି ଆପଣ କିସ୍ତିରେ କାର କିଣିବାପାଇଁ ଚାହୁଁଛନ୍ତି ତାହେଲେ EMI ବୋଝ ଆପଣଙ୍କ ଉପରେ ବେଶୀ ପଡିବନାହିଁ ।

Google

କେଉଁ କାରର କେତେ ମୂଲ୍ୟ ? :-

Maruti Alto କଥା କହିବାକୁ ଗଲେ, ରାଜଧାନୀ ଦିଲ୍ଲୀରେ ଏକ୍ସ ଶୋରୁମ ମୂଲ୍ୟ ଏହାର 2 ଲକ୍ଷ 95 ହଜାର ଟଙ୍କା ପାଖପାଖି ଅଟେ । ମାରୁତି ନିଜର ସବୁଠାରୁ ଅଧିକ ବିକ୍ରି ହେଉଥିବା ଅଲ୍ଟୋ ଠାରୁ ଆରମ୍ଭ କରି ପ୍ରିମିୟମ S-Cross ପର୍ଯ୍ୟନ୍ତ ସବୁଥିରେ ବମ୍ପର ଅଫର ଆଣିଛି । ମାରୁତି ନିଜର ସମସ୍ତ କାରରେ 36,000 ରୁ 60,000 ଡିସ୍କାଉଣ୍ଟ ଅଫର ମଧ୍ୟ ଦେଉଛି । ଏହାବ୍ୟତୀତ ମାରୁତି ନିଜର swift ଉପରେ 45,000 ଓ Dzire ଉପରେ 35,500, Ertiga ଉପରେ 6,000, Baleno ଉପରେ 31,000 ଓ Ciaz ଉପରେ 61,000 ଟଙ୍କାର ଡିସ୍କାଉଣ୍ଟ ଦେଉଛି ।

Kwid ଉପରେ ଏତିକି ରହିଛି ଡିସ୍କାଉଣ୍ଟ :-

ତିନି ଲକ୍ଷ ଟଙ୍କାର କାର ରେଞ୍ଜରେ ଆପଣ ରେନୋର kwid ଯାହାକି ଏହାର 0.8 ଭର୍ସନ 2 ଲକ୍ଷ 99 ହଜାର 800 ଟଙ୍କା ପଡୁଛି । ଏହିପରି ଭାବରେ ଆପଣ kwid କିମ୍ବା datsun କାର କିଣିବାପାଇଁ ମାମୁଲି ଡାଉନପେମେଣ୍ଟ ଦେଇ କିସ୍ତି ଉପରେ କିଣିପାରନ୍ତି । କିସ୍ତି ପୁରା କରିବାର ଅବଧି 7 ବର୍ଷ ଆପଣଙ୍କୁ ମିଳିବ । ଏହି ଅବଧି ପୂର୍ବରୁ ବି, ଲୋନ ରାଶି ପୈଠ ହୋଇପାରିବ ।

ଏହି ଗାଡି ମାନଙ୍କ ଉପରେ ମଧ୍ୟ ନୂଆବର୍ଷର ଡିସ୍କାଉଣ୍ଟ :-

ଦକ୍ଷିଣ କୋରିଆ କମ୍ପାନୀ hyundai ମଧ୍ୟ ନିଜର ଗ୍ରାହକଙ୍କୁ 1 ଲକ୍ଷ ଟଙ୍କାର ଡିସ୍କାଉଣ୍ଟ ଦେଉଛି । କମ୍ପାନୀ santro ଉପରେ 50,000 ଟଙ୍କାର ଡିସ୍କାଉଣ୍ଟ ଜାରି କରିଛି । Hyundai Grand i10 Nios ଉପରେ 60,000 ଟଙ୍କାର ଡିସ୍କାଉଣ୍ଟ ମିଳୁଛି । Hyundai Grand i10 ରେ ମଧ୍ୟ 60,000 ଟଙ୍କାର ଡିସ୍କାଉଣ୍ଟ ମିଳୁଛି ।   Hyundai Aura ଉପରେ 70,000 ଟଙ୍କା ଏବଂ Elantra ଉପରେ 1 ଲକ୍ଷ ପର୍ଯ୍ୟନ୍ତ ଡିସ୍କାଉଣ୍ଟ ଅଫର ଆପଣଙ୍କୁ କମ୍ପାନୀ ତରଫରୁ ମିଳୁଛି ।

ଏତିକି ପଡିବ EMI :-

ଯଦି ଆପଣ ୩ ଲକ୍ଷ ଟଙ୍କାର କାର ଲୋନରେ କିଣିବାକୁ ଚାହୁଁଛନ୍ତି ତାହେଲେ 80 ପ୍ରତିଶତ ଲୋନ ଉପରେ ( ୨ ଲକ୍ଷ 40 ହଜାର ) 8.5 ପ୍ରତିଶତ ସୁଧରେ ଆପଣଙ୍କୁ 7 ବର୍ଷ ପାଇଁ 3801 ଟଙ୍କାର EMI ଆପଣଙ୍କୁ ପ୍ରତିବର୍ଷ ଦେବାକୁ ହେବ । ସେହିପରି ପାଞ୍ଚ ବର୍ଷର ଲୋନରେ ଆପଣଙ୍କୁ EMI 4,924 ଟଙ୍କା ପ୍ରତିମାସ ଦେବାକୁ ହେବ ।

Google

ଯଦି ଆପଣ 9.5 ପ୍ରତିଶତ ସୁଧ 7 ବର୍ଷ ପାଇଁ କରିବାକୁ ଚାହୁଁଛନ୍ତି ତାହେଲେ ପ୍ରତିମାସ ଆପଣଙ୍କୁ EMI 3,923 ଟଙ୍କା ଦେବାକୁ ହେବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *