ଦେଖନ୍ତୁ ଭିଡ଼ିଓ : ମହିଳା କ୍ରିକେଟର ଛକା ମାରି ହାସଲ କଲେ ଶତକ, ବଲ ବାଜିଲା ଯାଇକି ପିଲା ଦେହରେ । ତା ପରେ ପିଲା ପାଖକୁ ଯାଇକି କଲେ ଏମିତି କିଛି..

ସୋଫି ଡିଭାଇନ ୱେଲିଙ୍ଗଟନ ଓ ଓଟାଗୋ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସବୁଠାରୁ ବଡ଼ ଶତକ ହାସଲ କଲେ । ନ୍ୟୁଜିଲାଣ୍ଡର ଅଲରାଉଣ୍ଡର 36 ବଲରେ ଶତକ ହାସଲ କରିଥିଲେ । ସେ ଡ଼ାୟଣ୍ଟ୍ରା ଡ଼ଟିନ ରେକର୍ଡ଼ ଭାଙ୍ଗି ଦେଇଥିଲେ । ସେ 38 ବଲରେ ଶତକ ହାସଲ କରିଥିଲେ । ସେ ନିଜ ପାଳିରେ 9 ଚୌକା ଓ 9 ଛକା ମାରିଥିଲେ । ତାଙ୍କର ଶାନଦାର ପାଳିରେ ୱେଲିଙ୍ଗଟନ 10 ଉଇକେଟରେ ଜିତିଥିଲା। କିନ୍ତୁ ଖେଳ ସମୟରେ କିଛି ଏମିତି ହୋଇଥିଲା ଯାହାକି ସମସ୍ତଙ୍କୁ ଚକିତ କରିଦେଇଥିଲା । ସୋଫି ଡିଭାଇନ ଛକା ମାରିଥିଲେ ଯାହାକି ସିଧା ଏକ ଛୋଟ ପିଲା ଦେହରେ ବାଜି ଥିଲା । ଏହାପରେ ଯାହା ଘଟିଲା ଆପଣ ଭାବିପାରିବେ ନାହିଁ।

ସୋଫି ବୋଲରଙ୍କର ଏକ ବଲକୁ ବସିକି ଛକା ମାରିଥିଲେ । ବଲ ସିଧା ଯାଇ ଏକ ଛୋଟ ଝିଅର ଗାଲରେ ଘସି ହୋଇଯାଇଥିଲା । ଏହାପରେ ସୋଫି ତାଙ୍କ ପାଖକୁ ଯାଇ ତାଙ୍କ ହାଲଚାଲ ବୁଝିଥିଲେ ଓ ତାଙ୍କ ପାଖରେ ଫୋଟୋ ଉଠାଇଥିଲେ ।

ସୋଫି ମାତ୍ର 36 ବଲରେ 9 ଚୌକା ଓ 9 ଛକା ମାରି 108 ରନ କରିଥିଲେ । ସୋଫି ଡିଭାଇନଙ୍କ ଟିମ ୱେଲିଙ୍ଗଟନ 129 ରନର ବିଜୟ ଲକ୍ଷ ମାତ୍ର 8.4 ଓଭରରେ ହାସଲ କରିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *