ବଡ ଖବର : ଧୀରେ ଧୀରେ ବୃଦ୍ଧି ପାଉଛି ମୃତକଙ୍କ ସଂଖ୍ୟା, ୨୯ ରେ ପହଁଚିଲା ଫାଇଜର ଟିକା ନେଇଥିବା ମୃ-ତ-କ-ଙ୍କ ସଂଖ୍ୟା

ବୃଦ୍ଧି ପାଇବାରେ ଲାଗିଛି ଫାଇଜର ଟିକା ନେଇଥିବା ମୃ-ତ-କ-ଙ୍କ ସଂଖ୍ୟା। ଗତକାଲି ମୃ-ତ-କ-ଙ୍କ ସଂଖ୍ୟା ୨୩ ଥିବା ସମୟରେ ଆଜି ଏହା ୨୯ରେ ପହଞ୍ଚିଛି। ଏହି ଟିକା ନେଇ ଆଉ ୬ଜଣ ମୃ-ତ୍ୟୁ ବରଣ କରିଛନ୍ତି। ମୃ-ତ୍ୟୁ ବରଣ କରିଥିବା ମୃ-ତ-କ-ଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ବ୍ୟକ୍ତି ଅଛନ୍ତି।

ଗତକାଲି କରୋନାକୁ ମାତ ଦେବା ପାଇଁ ସାରା ଦେଶରେ ଟୀକାକରଣର ଶୁଭାରମ୍ଭ କରାଯାଇଛି। କିନ୍ତୁ, ଏହାରି ଭିତରେ ନରୱେର ୨୩ ଜଣ ଟିକା ନେବା ପରେ ମଧ୍ୟ ମୃ-ତ୍ୟୁ ବରଣ କରିଥିବା ସୂଚନା ମିଳିଛି। ଏହାସହିତ ଅନେକ ଅସୁସ୍ଥ ହୋଇପଡ଼ିଥିବା ମଧ୍ୟ ଜଣାପଡିଥିଲା। ଏହାପରେ ନରୱେରେ ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ ମଧ୍ୟରେ ଆ-ତ-ଙ୍କ ଖେଳିଯାଇଛି।

ନରଓ୍ୱେ ବାସୀ ଆମେରିକା ଦ୍ୱାରା ପ୍ରସ୍ତୁତ ଫାଇଜର ବାୟୋଟେକ ଏବଂ ମଡେର୍ଣ୍ଣା ଟିକା ନେଇଛନ୍ତି। ଏହା ଏମଆରଏନଏ ଟିକା। ଡାକ୍ତରଙ୍କ କହିବା ଅନୁଯାୟୀ, ମୃ-ତ୍ୟୁ ବରଣ କରିଥିବା ୨୯ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃ-ତ୍ୟୁ-ର କାରଣ ସମାନ ରହିଛି। ମୃ-ତ-କ ମାନେ ଟିକା ନେବା ପରେ ଡାଇରିଆ,ଜ୍ଵର,ଅଣ ନିଃଶ୍ୱାସି ହୋଇ ପଡ଼ିଥିଲେ। କିନ୍ତୁ, ୧୬ ଜଣ ମୃ-ତ-କ-ଙ୍କ ମୃ-ତ୍ୟୁ-ର କାରଣ ଜଣାପଡ଼ିନାହିଁ। ଏହି ମୃ-ତ୍ୟୁ-ର କାରଣ ଖୋଜୁଛନ୍ତି ବିଶେଷଜ୍ଞ ମାନେ। ସମସ୍ତ ମୃ-ତ-କ ବୟସ୍କ ଥିବାବେଳେ ଅଧିକାଂଶ ଗମ୍ଭୀର ରୋଗରେ ପୀଡିତ ଥିବା କଥା କହିଛି ଏଜେନ୍ସି।

ନରଓ୍ୱେରେ ଏ ପର୍ଯ୍ୟନ୍ତ ଫାଇଜର ଓ ମଡେର୍ଣ୍ଣା ଟିକାର ପ୍ରଥମ ଡୋଜ ୩୦ହଜାର ଲୋକଙ୍କୁ ଦିଆଯାଇଥିଲା। ଟିକାକୁ ନେଇ ସନ୍ଦେହ ବଢିବ ପରେ ୟୁରୋପ ସରକାର ଆମେରିକା ପାଖରୁ ଏହି ଫାଇଜର ଟିକା କମ ଆମଦାନୀ କରିବ ବୋଲି କହିଛନ୍ତି। ନରଓ୍ୱେରୁ ୨ ବିଲିଅନ ଟିକା ଆମଦାନୀ କରୁଥିବା ବେଳେ ଏବେ ୧.୩ ବିଲିଅନ ଟିକା ଆମଦାନୀ କରୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *