ଆଇପିଏଲ ୨୦୨୧ : ଏହି ଚାରି ଜଣ ଖେଳାଳି ମୁମ୍ବାଇରୁ ପଡିବେ ବାଦ,ଜାଣନ୍ତୁ କିଏ କିଏ ସେହି ଖେଳାଳି?

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ସବୁଠାରୁ ସଫଳ ଟିମ ଭାବରେ ମାନାଯାଏ । ରୋହିତ ଶର୍ମାଙ୍କ ଅଧିନାୟକତ୍ଵରେ ମୁମ୍ବାଇ ପାଞ୍ଚ ଥର ଆଇପିଏଲ ଚମ୍ପିୟନ ହୋଇଛି ଓ ଲଗାତାର ଦୁଇଟି ଆଇପିଏଲ ମଧ୍ୟ ଜିତିଛି । ମୁମ୍ବାଇ 2021 ରେ ନିଜର ଟିମରେ କିଛିଟା ପରିବର୍ତ୍ତନ ଆଣିପାରେ । ଏମିତି କୁହାଯାଉଛି ନିଲାମୀ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏହି ଖେଳାଳି ମାନଙ୍କୁ ନିଜ ଦଳରୁ ଛାଡିଦେବ ।

Google

ଶେରଫେନ ରଦରଫୋର୍ଡ :-

ବିଗତ ସିଜିନରେ ୱେଷ୍ଟଇଣ୍ଡିଜର ଏହି ଅଲରାଉଣ୍ଡର ଗୋଟିଏ ବି ମ୍ୟାଚ ଖେଳିନଥିଲେ । ଟ୍ରେଡ଼ ଉଇଣ୍ଡୋ ଜରିଆରେ ମୁମ୍ବାଇ ତାଙ୍କୁ ନିଜ ଦଳରେ ସାମିଲ କରିଥିଲା । 2021 ସିଜିନ ପୂର୍ବରୁ ମୁମ୍ବାଇ ତାଙ୍କୁ ରିଲିଜ କରିପାରେ ଓ 2019 ମସିହାରେ ରଦରଫୋର୍ଡ ଦିଲ୍ଲୀ କ୍ୟାପିଟାଲସ ପାଇଁ ଖେଳିଥିଲେ ।

Google

ନାଥନ କୁଳଟରନାଇଲ :-

ମୁମ୍ବାଇ ଅଷ୍ଟ୍ରେଲିଆର ଏହି ଖେଳାଳିଙ୍କୁ 8 କୋଟି ଟଙ୍କାରେ କିଣିଥିଲା କିନ୍ତୁ ବୋଲିଂରେ ଏହି ଖେଳାଳି 2020 ରେ କିଛି ଖାଆସ ପ୍ରଦର୍ଶନ କରିନଥିଲେ । ସେ 7 ଟି ମ୍ୟାଚରୁ ମାତ୍ର ପାଞ୍ଚଟି ଉଇକେଟ ନେଇଥିଲେ ଓ ବ୍ୟାଟିଂରେ ମାତ୍ର 25 ରନ କରିଥିଲେ । ନିଲାମୀ ପୂର୍ବରୁ ମୁମ୍ବାଇ ଏହି ଖେଳାଳିଙ୍କୁ ରିଲିଜ କରିପାରେ ।

Google

ସୌରଭ ତିୱାରୀ :-

ଝାରଖଣ୍ଡର ଏହି ବ୍ୟାଟ୍ସମ୍ୟାନ ସୌରଭ ନିଜ ଦଳ ପାଇଁ 2020ରେ ଖାଆସ ପ୍ରଦର୍ଶନ କରିପାରିନଥିଲେ । ମୁମ୍ବାଇ ତାଙ୍କୁ ଏହିଥର ରିଲିଜ କରିପାରେ ।

Google

କ୍ରିସ ଲିନ :-

କେକେଆର ଦଳରୁ ରିଲିଜ ହେବାପରେ କ୍ରିସ ଲିନ ମୁମ୍ବାଇ ଦଳକୁ ଆସିଥିଲେ । କିନ୍ତୁ 2020 ରେ କୌଣସି ମ୍ୟାଚ ସେ ଖେଳିନଥିଲେ । 2021 ରେ ସେ ମୁମ୍ବାଇରୁ ରିଲିଜ ହୋଇପାରନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *