ଏହି ୫ ଜଣ ଷ୍ଟାର ଖେଳାଳିଙ୍କୁ RCB ଆଉ ରଖିବ ନାହିଁ ନିଜ ଦଳରେ , ଜାଣନ୍ତୁ ସେ ଖେଳାଳୀ ମାନେ କିଏ କିଏ ?

ଆରସିବି ଆଇପିଏଲ ଇତିହାସରେ କେବେ ହେଲେ ଟ୍ରଫି ଜିତିପାରିନାହିଁ । ବିଗତବର୍ଷରେ ଦଳ ପ୍ଲେଅଫ କ୍ୱାଲିଫାଏ କରିଥିଲା କିନ୍ତୁ ଚମ୍ପିୟନ ହୋଇପାରିନଥିଲା । ଆଇପିଏଲ 14 ତମ ସିଜିନର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଫେବୃଆରୀ ମାସରେ ଖେଳାଳି ମାନଙ୍କ ଅକ୍ସନ ଆରମ୍ଭ ହୋଇଯିବ । ଏହାବ୍ୟତୀତ ସମସ୍ତ ଖେଳାଳିଙ୍କୁ ନିଜର ରିଟେନ ଖେଳାଳିଙ୍କ ଲିଷ୍ଟ ଜାରି ରଖିବାକୁ ହେବ ।

Google

ଡେଲ ଷ୍ଟେନ :-

ଦକ୍ଷିଣ ଆଫ୍ରିକାର ଫେମସ ବୋଲର ଡେଲ ଷ୍ଟେନ ଆଇପିଏଲ 2021 ରେ ରୟାଲ ଚଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳିବେନାହିଁ ବୋଲି କହିଛନ୍ତି। ଏମିତିରେ ମ୍ୟାନେଜମେଣ୍ଟ ଦଳ ତାଙ୍କୁ ଆଇପିଏଲ 2021 ରେ ବାହାର କରିଦେବ ।

Google

କେନ ରିଚାର୍ଡସନ :-

2020 ନିଲାମୀ ସମୟରେ କେନ ରିଚାର୍ଡସନ ଦଳ ପାଇଁ 4 କୋଟି ଟଙ୍କାରେ କିଣାଯାଇଥିଲେ । ଆଘାତ କାରଣରୁ ସେ ଦଳରେ ଖେଳିପାରିନଥିଲେ । ଆଶଙ୍କା କରାଯାଉଛି କି, ସେ 2021 ରେ ଆରସିବି ପାଇଁ ଖେଳିପାରିବେନାହିଁ ।

Google

ମୋଇନ ଅଲ୍ଲୀ :-

ଆଇପିଏଲ 2020 ମସିହାରେ ଇଂଲଣ୍ଡ ସ୍ପିନ ବୋଲର ମୋଇନ ଅଲ୍ଲୀଙ୍କ ପ୍ରଦର୍ଶନ କିଛି ଖାଆସ ନଥିଲା । ତାଙ୍କୁ କେବଳ ତିନୋଟି ମ୍ୟାଚ ଖେଳିବାର ମୌକା ମିଳିଥିଲା । ଏହି ମ୍ୟାଚ ମାନଙ୍କ ମଧ୍ୟରୁ ସେ କେବଳ 12 ରନ ଦେଇ ଗୋଟିଏ ଉଇକେଟ ନେଇଥିଲା । ଆରସିବି 2021 ନିଲାମରେ ତାଙ୍କୁ ଛାଡି ଦେଇ ପାରନ୍ତି ।

Google

ପବନ ନେଗୀ :-

ପବନ ନେଗୀଙ୍କୁ ଆଇପିଏଲ 2020 ରେ ମ୍ୟାଚ ଖେଳିବାକୁ ମୌକା ମିଳିନଥିଲା । 2021 ନିଲାମରେ ତାଙ୍କୁ ଆରସିବି ରିଲିଜ କରିଦେବ ।

Google

ଉମେଶ ଯାଦବ :-

ଉମେଶ ଯାଦବଙ୍କ ପ୍ରଦର୍ଶନ ବିଗତ କିଛି ବର୍ଷରେ ଭଲ ରହିନାହିଁ । ଏହି ସିଜିନରେ ତାଙ୍କୁ ବହୁତ କମ ମ୍ୟାଚ ଖେଳାଯାଇଥିଲା । ଏମିତିରେ କୁହାଯାଉଛି କି, ସେ 2021 ନିଲାମରେ ରିଲିଜ ହେବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *