ବି-ଷ ପିଇଲେ ଦୁଇ ପ୍ରେ-ମୀ ଯୁ-ଗ-ଳ, ପ୍ରେମିକର ମୃ-ତ୍ୟୁ, ପ୍ରେମିକା ଗୁ-ରୁ-ତ-ର

ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ମରାକୁଟା ଗ୍ରାମରେ ଏକ ଅ-ଭା-ବ-ନୀ-ୟ ଘ-ଟ-ଣା ଘଟିଛି। ଏହି ଗ୍ରାମରେ ଦୁଇ ପ୍ରେ-ମୀ ଯୁ-ଗ-ଳ ଆ-ତ୍ମ-ହ-ତ୍ୟା କରିବା ନିଷ୍ପତ୍ତି ନେଇ ବି-ଷ ପିଇ ଦେଇଥିଲେ। ପ୍ରେମିକ ଗୋବର୍ଦ୍ଧନ ଓରାମ(୩୦)ର ମୃ-ତ୍ୟୁ ଘଟିଥିବା ବେଳେ ପ୍ରେମିକା ଗୁ-ରୁ-ତ-ର ଅବସ୍ଥାରେ ମୁଖ୍ୟ ଚି-କି-ତ୍ସା-ଳ-ୟ-ରେ ଚି-କି-ତ୍ସି-ତ ହେଉଛନ୍ତି। ଏହି ଘ-ଟ-ଣା-ଟି ସକାଳ ସମୟରେ ଘଟିଥିବା ବେଳେ ସଦର ଥାନା ପୋ-ଲି-ସ ସନ୍ଧ୍ୟାରେ ଖବର ପାଇଛନ୍ତି ବୋଲି ସୂ-ଚ-ନା ଦେଇଛନ୍ତି, ସଦର ଥା-ନା ଆଇଆଇସି ଶୁଚିସ୍ମିତା ମହାନ୍ତି।

Google

ଗୋବର୍ଦ୍ଧନର ମୃ-ତ ଦେହ ମରାକୁଟା ନିକଟରେ ଏକ ବୁଦାମୂଳରେ ପଡ଼ିଥିଲା। ପୋ-ଲି-ସ ଚି-କି-ତ୍ସା-ଳ-ୟ-ରେ ପହଞ୍ଚି ଆ-ହ-ତ ଯୁବତୀଙ୍କ ବ-ୟା-ନ ରେ-କ-ର୍ଡ କରିଛନ୍ତି। ମୃ-ତ ଯୁବକ ଜଣ ଲଖନପୁର ବ୍ଲକ ଉବୁଡ଼ା ଗ୍ରାମରେ ହୋଇଥିବା ବେଳେ ତାଙ୍କ ପରିବାରର କିଛି ସଦସ୍ୟ ସମ୍ବଲପୁର ଜମାଦାରପାଲିରେ ରୁହନ୍ତି। ଖବର ପାଇ ପରିବାର ଲୋକ ଘ-ଟ-ଣା-ସ୍ଥ-ଳ-ରେ ପହଞ୍ଚିଛନ୍ତି। ଉଭୟ ପ୍ରେ-ମୀ ଯୁ-ଗ-ଳ କେଉଁ କା-ର-ଣ ପାଇଁ ବି-ଷ ପିଇଲେ ଏହାର ତ-ଦ-ନ୍ତ ଚଲାଇଛି  ବୋଲି ସୂଚନା ଦେଇଛନ୍ତି ,ସଦର ଥା-ନା ଆଇଆଇସି ଶୁଚିସ୍ମିତା ମହାନ୍ତି କହିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *