ଫ୍ଲିପକାର୍ଟର ଖାସ ଅଫର: ବହୁତ ଶସ୍ତାରେ କିଣନ୍ତୁ ସ୍ମାର୍ଟଫୋନ,ମିଳିବ ୧୦୦ % ଡ଼ିସ୍କାଉଣ୍ଟ,ଜାଣନ୍ତୁ ସମ୍ପୂର୍ଣ ସୂଚନା

ଇକମର୍ସ କମ୍ପାନୀ ଲଗାତାର ନିଜ ଗ୍ରାହକଙ୍କ ପାଇଁ କିଛି ନା କିଛି ଅଫର ଆଣି ଆସୁଛି । ଏହାବ୍ୟତୀତ କମ୍ପାନୀ ସେଲ ଆୟୋଜନ କରୁଛି, ଏହି ସେଲ ଦ୍ୱାରା କମ୍ପାନୀ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ, ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟକୁ ବହୁତ ଶସ୍ତା ଦାମରେ ବିକ୍ରି କରୁଛି । କମ୍ପାନୀ ଏହିଥର ଜାନୁଆରୀ 17 ତାରିଖରେ ଏକ ଅଫର ଲଞ୍ଚ କରୁଛି ଯେଉଁଥିରେ ସେ ଗ୍ରାହକ ମାନଙ୍କୁ ଶସ୍ତାରେ ମୋବାଇଲ ଦେଉଛି । ଚାଲନ୍ତୁ ଜାଣିବା ଏହି ଅଫର ବିଷୟରେ ସବୁକିଛି ।

ଜାନୁଆରୀ 17 ତାରିଖରେ ଆରମ୍ଭ ହେଉଥିବା ଫ୍ଲିପକାର୍ଟ ସ୍ମାର୍ଟପ୍ୟାକ ପ୍ରୋଗ୍ରାମ ଜରିଆରେ ଆପଣ ଫ୍ରିରେ ମୋବାଇଲ କିଣିପାରିବେ । ଏଥିରେ ଗ୍ରାହକ ନିଜ ପସନ୍ଦର ସ୍ମାର୍ଟଫୋନ କିଣିପାରିବେ । ଏହା ଏକ ସବସ୍କ୍ରିପ୍ସନ ବେସ ସର୍ଭିସ ଅଟେ । ଏହାମଧ୍ୟରେ ୟୁଜର୍ସଙ୍କୁ ମୋବାଇଲ କିଣିବାକୁ ହେଲେ 12 ତଥା 18 ମାସର ସବସ୍କ୍ରିପ୍ସନ ନେବାକୁ ହୋଇଥାଏ । ସବସ୍କ୍ରିପ୍ସନ ଅବଧି ଶେଷ ହେବା ପର୍ଯ୍ୟନ୍ତ ଗ୍ରାହକଙ୍କୁ ଏହି ମୋବାଇଲର 100% କ୍ୟାଶବ୍ୟାକ ମିଳିଯିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Google

ସ୍ମାର୍ଟଫୋନର ମାସିକ ଶୁଳ୍କ ଆରମ୍ଭ ହେବ 399 ରୁ :-

ଫ୍ଲିପକାର୍ଟ ନିଜର ୟୁଜର୍ସଙ୍କୁ ଗୋଲଡ଼, ସିଲଭର ଓ ବ୍ରୋଞ୍ଜ ସ୍ମାର୍ଟପ୍ୟାକ ଅଫର କରିବ । ଏଥିରେ ସବସ୍କ୍ରିପ୍ସନ ଅବଧି 12 ମାସ କିମ୍ବା 18 ମାସ ହେବ । ଏହି ସ୍ମାର୍ଟପ୍ୟାକର ମାସିକ ଶୁଳ୍କ 399 ଟଙ୍କାରୁ ଆରମ୍ଭ ହେବ । ୟୁଜର ସ୍ମାର୍ଟଫୋନ କିଣିବା ସମୟରେ କୌଣସି ଏକ ସ୍ମାର୍ଟପ୍ୟାକକୁ ନିଜର ଚୟନ କରିବେ। ସ୍ମାର୍ଟଫୋନ କିଣିବାପରେ ଗ୍ରାହକଙ୍କୁ SonyLIV, Zee5 Preimum, Voot Select, Zomato Pro ଭଳି ସର୍ଭିସ ମିଳିବ ।

ଗୋଲଡ଼ ପ୍ଲାନରେ ଆପଣଙ୍କୁ 100 ପ୍ରତିଶତ ମନିବ୍ୟାକ ମିଳୁଥିବା ବେଳେ ସିଲଭରରେ 80 ପ୍ରତିଶତ ଓ ବ୍ରୋଞ୍ଜରେ 60 ପ୍ରତିଶତ କ୍ୟାଶବ୍ୟାକ ମିଳିବ ।

ଏହି ଫୋନ ସାମିଲ ରହିଛି :-

ସବସ୍କ୍ରିପ୍ସନ ଅଫରରେ Realme, Poco, Samsung, Redmi, Motorola, Infinix, Oppo, Vivo ଏବଂ ଆହୁରି ଲୋକପ୍ରିୟ ବ୍ରାଣ୍ଡ ଦେଖିବାକୁ ମିଳିବ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *